Aure Palheri: broken bridge, drowning hopes
Jyoti Shinoli • Thane, Maharashtra

ଔରେ ପଲ୍‌ହେରି: ଭଙ୍ଗା ପୋଲ, ବୁଡ଼ନ୍ତା ଆଶା

ମହାରାଷ୍ଟ୍ରର ସାହାପୁର ତାଲିକାର ଏକ ନିକାଞ୍ଚନ ଜନପଦର ବାସିନ୍ଦାମାନେ ୨୦୦୫ ମସିହାରେ ଏଠାରେ ଥିବା ଏକମାତ୍ର  ପୋଲ ଭୁଶୁଡ଼ି ଯିବା ପରେ ମୌସୁମୀ ଋତୁରେ ପ୍ରତିଦିନ ବିଦ୍ୟାଳୟ, କର୍ମସ୍ଥଳ, କ୍ଲିନିକ ଏବଂ ବଜାରରେ ପହଞ୍ଚିବା ପାଇଁ ଏକ ଖସଡ଼ାକାନ୍ଥ ଉପରେ ଚାଲିବାର ବିପଦ ଗ୍ରହଣ କରନ୍ତି

ଅଗଷ୍ଟ ୨୩ | ଜ୍ୟୋତି ଶିନୋଲି
'What if the river gets angry again?'
Jyoti Shinoli • Palghar, Maharashtra

‘ଯଦି ନଦୀ ପୁଣି ଥରେ ରାଗିଯାଏ କଣ ହେବ?’

ଅଗଷ୍ଟ ୪ ତାରିଖରେ, ମହାରାଷ୍ଟ୍ରର ପଲଘର ଜିଲ୍ଲାରେ ପୂରନ୍ତା ବୈତରଣୀ ନଦୀ କୋଟକାରୀ ଆଦିବାସୀମାନଙ୍କର ଘର ସବୁକୁ ଧ୍ୱଂସ କରିଦେଇଥିଲା। ଗ୍ରାମବାସୀମାନେ ବର୍ତ୍ତମାନ ହ୍ରାସ ପାଉଥିବା ରାସନ, ଅନିୟମିତ ରାଜ୍ୟ ସହାୟତା ଏବଂ ଅନ୍ୟ ଏକ ବନ୍ୟା ସମ୍ପର୍କରେ ଉଦ୍‌ବିଗ୍ନ

ଅଗଷ୍ଟ ୧୬ | ଜ୍ୟୋତି ଶିନୋଲି
Bhendavade battles Kolhapur flood fallout
Sanket Jain • Kolhapur, Maharashtra

କୋହ୍ଲାପୁର ବନ୍ୟା ପ୍ରଭାବରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି ଭିଣ୍ଡେୱାଡ଼େ

ମହାରାଷ୍ଟ୍ରର କୋହ୍ଲାପୁର ଏବଂ ସାଂଗଲି ଜିଲ୍ଲାରେ ଅତିକମ୍‌ରେ ୪୦ ଜଣ ଲୋକ ପ୍ରାଣ ହରାଇଛନ୍ତି, ୪୦୦,୦୦୦ ଜଣ ଆଶ୍ରୟ ଶିବିରକୁ ସ୍ଥାନାନ୍ତର କରାଯାଇଛି ଏବଂ ପଶୁ ସମ୍ପଦ ଓ ଫସଲହାନୀ ଖୁବ୍‌ ଅଧିକ ହୋଇଛି ଯାହାକି ଏ ପର୍ଯ୍ୟନ୍ତ ଠିକ୍‌ ଭାବରେ ଆକଳନ କରିବା ବାକି ରହିଛି

ଅଗଷ୍ଟ ୧୩, ୨୦୧୯ | ସଙ୍କେତ ଜୈନ
‘It feels like the flood left mud in our mouths’
Harinath Rao Nagulavancha • Adilabad, Telangana

‘ଲାଗୁଛି ଯେମିତି ବନ୍ୟା ଆମ ପାଟିରେ କାଦୁଅ ଭରି ଦେଇଛି’

ଅଗଷ୍ଟ ମାସରେ ଏକ ଭୀଷଣ ବର୍ଷା ଆଦିଲାବାଦଜିଲ୍ଲାର ଗ୍ରାମଗୁଡ଼ିକରେ କପା ଫସଲ ନଷ୍ଟ କରିଦେଇଛି। ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ଚାଷ କରିଥିବା ଦଳିତ କୃଷକ ଯେଉଁମାନଙ୍କର ବୀମା ନାହିଁ ଏବଂ ଅନେକ ଋଣ ରହିଛି। ସେମାନେ ପରବର୍ତ୍ତୀ ଫସଲ ପାଇଁ କ୍ଷତିପୂରଣ ଭାଗ୍ୟ ଉପରେ ଆଶା ରଖିଛନ୍ତି

ଅକ୍ଟୋବର ୨୫, ୨୦୧୮ | ହରିନାଥ ରାଓ ନାଗୁଲଭଞ୍ଚ
The bank that went under – almost
P. Sainath • Alappuzha, Kerala

ଗୋଟିଏ ବ୍ୟାଙ୍କ ଯାହାକି ପ୍ରାୟ ବୁଡ଼ି ଯାଇଥିଲା

କେରଳରେ ବନ୍ୟା ପରେ, ସଫେଇ କାମ ଅସଂଖ୍ୟ ହଜାର ହଜାର ମୂଲ୍ୟବାନ ରେକର୍ଡ ଏବଂ ଦସ୍ତାବିଜ ପୁନରୁଦ୍ଧାର ଏବଂ ସୁରକ୍ଷା ଆବଶ୍ୟକ କରେ, ଯାହାବିନା ଅନେକ କାର୍ଯ୍ୟକଳାପ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଚଳ ହୋଇଯାଇପାରେ

ଅକ୍ଟୋବର ୮, ୨୦୧୮ | ପି ସାଇନାଥ
Kerala’s women farmers rise above the flood
P. Sainath • Pathanamthitta, Kerala

ବନ୍ୟାର ଉପରେ କେରଳର ମହିଳା ଚାଷୀ

ସେମାନଙ୍କର ନିଷ୍ଠା ବିପର୍ଯ୍ୟୟକୁ ପଛରେ ପକାଇ ଦେଇଛି। ଅଗଷ୍ଟ ମାସର ବନ୍ୟାରେ ଭାଙ୍ଗି ଯାଇଥିବା ଏବଂ ଆଗକୁ ଏକ ଦୁର୍ଭିକ୍ଷକୁ ସାମ୍ନା କରୁଥିବା କୁଦୁମ୍ବଶ୍ରୀର ଯୁଗାନ୍ତକାରୀ ଗୋଷ୍ଠୀ କୃଷି ପୁଣି ଗଢ଼ୁଛି, ଦୃଢ଼ତାକୁ ଏକ ରଣନୀତି ଭାବରେ ବ୍ୟବହାର କରି

ସେପ୍ଟେମ୍ବର ୨୪, ୨୦୧୮ | ପି.ସାଇନାଥ
‘The water began to rise slowly, slowly’
V. Sasikumar • Alappuzha, Kerala

ପାଣି ଧୀରେ ଧୀରେ ବଢ଼ିବା ଆରମ୍ଭ କଲା’

କେରଳରେ ନିକଟରେ ହୋଇଥିବା ବିଶାଳ ବନ୍ୟା ପରେ ଆଲାପୂଝା ଜିଲ୍ଲାର ଆଶ୍ରୟ ଶିବିରଗୁଡ଼ିକରେ ପିଲାମାନଙ୍କୁ କଲମ, କ୍ରେୟନ ଏବଂ ଡାଏରୀ ଦିଆଯାଇଥିଲା ଚିତ୍ର କରିବାକୁ ଏବଂ ଲେଖିବାକୁ। ସେମାନଙ୍କର ଚିତ୍ର ଏବଂ ଶବ୍ଦଗୁଡ଼ିକ ହରେଇବା ଏବଂ ଆଶ୍ୱସ୍ତି ପାଇବାର ସେମାନଙ୍କର ଭୟ ଏବଂ ପ୍ରାର୍ଥନାର ଶବ୍ଦଗୁଡ଼ିକୁ ବ୍ୟାଖ୍ୟା କରୁଥିଲା

ଅଗଷ୍ଟ ୩୧, ୨୦୧୮ | ଭି. ଶଶିକୁମାର


‘Our houses are vanishing. Nobody cares’
Urvashi Sarkar • South 24 Parganas, West Bengal

‘ଆମ ଘରଗୁଡ଼ିକ ଉଜୁଡ଼ି ଯାଉଛି, କାହାର ଚିନ୍ତା ନାହିଁ’

କେଇ ଦଶକ ଧରି ସୁନ୍ଦରବନର ଘୋରମାରା ଦ୍ୱୀପରୁ ଗ୍ରାମବାସୀମାନେ ସାଗରଦ୍ୱୀପକୁ ଚାଲିଆସୁଛନ୍ତି। କାରଣ ନଈ ଏବଂ ବର୍ଷା ସେମାନଙ୍କର ଘର ଧୋଇ ନେଉଛି। ସେମାନେ ରାଜ୍ୟ ପକ୍ଷରୁ କୌଣସି ସାହାଯ୍ୟ ପାଉନାହାନ୍ତି

ଜୁଲାଇ ୨୦, ୨୦୧୮ | ଉର୍ବଶୀ ସରକାର
Polavaram’s dispossessed march with hope
Rahul Maganti • West Godavari, Andhra Pradesh

ପୋଲାଭରମ ବିରୋଧରେ ଆଶାର ପଦଯାତ୍ରା

ଜୁଲାଇ ୧୦ରୁ ୧୬ ପର୍ଯ୍ୟନ୍ତ ଏକ ଦୃଢ଼ନିଷ୍ଠ ଆଦିବାସୀ ଗୋଷ୍ଠୀ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚୀରାବଲ୍ଲୀ ଗ୍ରାମରୁ ଏଲୁରୁ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ସେମାନେ ପୋଲାଭରମ ପରିଯୋଜନା ବିରୋଧରେ ପ୍ରଦର୍ଶନ କରିଥିଲେ, ଯାହାକି ସେମାନଙ୍କ ସମୂହକୁ ବିସ୍ଥାପିତ ଏବଂ ନଷ୍ଟ କରିଦେବ

ଜୁଲାଇ ୧୯, ୨୦୧୮| ରାହୁଲ ମାଗାନ୍ତି
Pydipaka families: and then there were ten
Rahul Maganti • West Godavari , Andhra Pradesh

ପିଡିପକା ପରିବାରଗୁଡ଼ିକ: ଏବଂ ସେତେବେଳେ ମାତ୍ର ୧୦ଟି ଥିଲେ

ଗୋଦାବରୀ ଉପରେ ପୋଲାଭରମ ପରିଯୋଜନା କାରଣରୁ ସମୟକ୍ରମେ ଶହ ଶହ ଗ୍ରାମ ନିଶ୍ଚିହ୍ନ ହୋଇଯିବ, ପିଡିପକାରେ ଦଶଟି ପରିବାର ସ୍ଥାନ ଛାଡ଼ିବାକୁ ମନା କରୁଛନ୍ତି, ସେମାନେ ରାଜ୍ୟଠାରୁ ଅତିକମ୍‌ରେ ଆଇନ ସମ୍ମତ ଭାବରେ ଥଇଥାନ ଯୋଜନା ପ୍ରତିଶ୍ରୁତି ଦାବି କରୁଛନ୍ତି

ମେ ୨୮, ୨୦୧୮ | ରାହୁଲ ମାଗାନ୍ତି
Floods by neglect, flooded by damage and debt
Rahul Maganti • West Godavari District, Andhra Pradesh

ଅବହେଳାରୁ ବନ୍ୟା, ବନ୍ୟାରେ ନଷ୍ଟ ଏବଂ ଋଣ

ଗତ ଅକ୍ଟୋବରରେ ପୋଲାଭରମ କେନାଲରୁ ଆସିଥିବା ବନ୍ୟା ଜଳରେ ଇଟୁକୁଲାକୋଟାରେ ଅନେକ ଆଦିବାସୀ ପରିବାରର ଘର ଏବଂ ଫସଲ ନଷ୍ଟ ହୋଇଯାଇଛି। ସେମାନେ ପୁଣି ଉଠୁଛନ୍ତି, ସରକାରଙ୍କଠାରୁ କୌଣସି ସାହାଯ୍ୟ ବିନା

ମେ ୧୬, ୨୦୧୮ | ରାହୁଲ ମାଗାନ୍ତି
‘Many families just vanished…’
Jyoti Shinoli • Thane, Maharashtra

‘ହଜିଗଲେଣି ଅନେକ ପରିବାର...’

ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭାସ୍ତା ଜଳସେଚନ ପରିଯୋଜନା ନିମନ୍ତେ ଆଦିବାସୀ ଏବଂ ଓବିସି ପରିବାରଗୁଡ଼ିକୁ ସେମାନଙ୍କ ଜମିରୁ ହଟାଇ ଦିଆଯାଇଛି। ସେମାନେ ପ୍ରାୟ ଅର୍ଦ୍ଧଶତାବ୍ଦୀ ପରେ ବି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି

ନଭେମ୍ବର ୧୬, ୨୦୧୭ | ଜ୍ୟୋତି ଶିନୋଲି
The bamboo-splitters of Dhubri
Ratna Bharali Talukdar • Dhubri, Assam

ଧୁବ୍ରିର ବାଉଁଶ ଚିରାଳିମାନେ

ଆସାମରେ ବ୍ରହ୍ମପୁତ୍ର ନଦୀରେ ଥିବା କୁଣ୍ଟିର ଦ୍ୱୀପର ମୈନୁଦ୍ଦିନ ପ୍ରମାନିକ୍‌ ବାଉଁଶ ଚିରାଳୀ ଭାବରେ କାମ କରିବାକୁ ଧ୍ରୁବି ସହରକୁ ପ୍ରତିଦିନ ଆସନ୍ତି। କିନ୍ତୁ ଏହି ବ୍ୟବସାୟ କମିବାରେ ଲାଗିଛି ଏବଂ ଦିନମଜୁରିଆ ଶ୍ରମିକମାନଙ୍କ ପାଇଁ ଖୁବ୍‌ କମ୍‌ ଅନ୍ୟ ବିକଳ୍ପ ଉପଲବ୍ଧ

ଅକ୍ଟୋବର ୨୩, ୨୦୧୭ | ରତ୍ନା ଭରାଲି ତାଲୁକଦାର
Unquiet on the riverfront
Rahul Maganti • Krishna, Andhra Pradesh

ଅଶାନ୍ତ ନଦୀକୂଳ

ଆନ୍ଧ୍ରପ୍ରଦେଶର କ୍ରିଷ୍ଣାନଦୀ କୂଳରେ ମତ୍ସ୍ୟଜୀବୀ ସମୂହମାନେ ବିଜୟଓ୍ୱାଡା ଏବଂ ‘ନୂତନ’ ଅମରାବତୀ ଆଖପାଖରେ ରାଜ୍ୟର ଅନେକ ନଦୀକୂଳିଆ ପରିଯୋଜନା ନିମନ୍ତେ ନିଜର ଗୃହ ଏବଂ ଜୀବିକା ହରାଇବାକୁ ବାଧ୍ୟ ହେଉଛନ୍ତି।

ଅକ୍ଟୋବର ୧୮, ୨୦୧୭ | ରାହୁଲ ମାଗାନ୍ତି 
Milk boats from the chars
Ratna Bharali Talukdar • Dhubri, Assam

ଚାରରୁ କ୍ଷୀର ଡଙ୍ଗା

ଆସାମର ବ୍ରହ୍ମପୁତ୍ର ନଦୀରେ ଥିବା ଚାଲକୁରା ଦୀପରେ ବାସ କରୁଥିବା ଲୋକମାନଙ୍କ ପାଇଁ ଗୋପାଳନ ହିଁ ଏକମାତ୍ର ସ୍ଥାୟୀ ଜୀବିକା- କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ରିହାତି ଦରରେ ମିଳୁଥିବା ଗୋଖାଦ୍ୟ ବାତିଲ ସେମାନଙ୍କ ଜୀବନର ଅନିଶ୍ଚିତତା ବଢ଼ାଇ ଦେଇଛି

ଅକ୍ଟୋବର ୩, ୨୦୧୭ | ରତ୍ନା ଭରାଲି ତାଲୁକଦାର
Solar on the char
Ratna Bharali Talukdar • Dhubri, Assam

ଚାର୍‌ରେ ସୌରଶକ୍ତି

ବୀରସିଂ ବାଲିଦ୍ୱୀପରେ ତିନୋଟି ଗ୍ରାମ ନିକଟ ବର୍ଷଗୁଡ଼ିକରେ ସୌର ବିଦ୍ୟୁତ ପାଇଛନ୍ତି ଏବଂ ଏହା ଆସାମର ବ୍ରହ୍ମପୁତ୍ରରେ ଥିବା ଅସ୍ଥାୟୀ ବାଲୁକା ଦୀପଗୁଡ଼ିକରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଅନ୍ୟ ଦୈନନ୍ଦିନ କାର୍ଯ୍ୟକଳାପ ବଦଳାଇ ଦେଇଛି

ଜୁନ୍ ୧୯, ୨୦୧୭ | ରତ୍ନା ଭରାଲି ତାଲୁକଦାର
When the river ate the school
Ratna Bharali Talukdar • Kamrup, Assam

ଯେତେବେଳେ ନଦୀ ବିଦ୍ୟାଳୟକୁ ଖାଇଗଲା

ଆସାମର ସୋନ୍ତାଲି ବାଲିଦ୍ୱୀପରେ ପାନିଖାଇତି ଗ୍ରାମର ଏକ ମାତ୍ର ବିଦ୍ୟାଳୟ ବ୍ରହ୍ମପୁତ୍ର ନଦୀ ଭିତରେ ହଜିଗଲା। ଏହାର ୧୯୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୮୫ଜଣ ପ୍ରଧାନଶିକ୍ଷକ ତାରିକ୍‌ ଅଲ୍ଲୀଙ୍କ ବାସଭବନରେ ଏକ ଅସ୍ଥାୟୀ ବିଦ୍ୟାଳୟରେ ପାଠପଢ଼ା ଅବ୍ୟାହତ ରଖିଲେ

 ଜୁନ୍ ୧୭, ୨୦୧୭ | ରତ୍ନା ଭରାଲି ତାଲୁକଦାର
From river to plate: the journey of the Sundarbans tiger prawn
Urvashi Sarkar • North 24 Parganas, West Bengal

ନଈରୁ ଥାଳି ପର୍ଯ୍ୟନ୍ତ: ସୁନ୍ଦରବନର ବାଘୁଆ ଚିଙ୍ଗୁଡ଼ିର ଯାତ୍ରା

ସୁନ୍ଦରବନର ଗ୍ରାମଗୁଡ଼ିକରେ ମହିଳାମାନଙ୍କ ପାଇଁ ବାଘୁଆ ଚିଙ୍ଗୁଡି ବିହନ ସଂଗ୍ରହ କରିବା ଏକ ଅଦରକାରୀ ଏବଂ ନିରସ କାମ- ଯଦିଓ ଏହି ଖାଦ୍ୟ ପରେ ଯୋଗାଣ ଶୃଙ୍ଖଳରେ ଅନ୍ୟମାନଙ୍କ ପାଇଁ ଅଧିକ ଅର୍ଥ ଦେଇଥାଏ

ଜାନୁଆରୀ ୧୧, ୨୦୧୭ | ଉର୍ବଶୀ ସରକାର
Struggles of the sandbar people
Ratna Bharali Talukdar • Kamrup, Assam

ବାଲିଦ୍ୱୀପ ବାସିନ୍ଦାଙ୍କ ଜୀବନ ସଂଘର୍ଷ

ବ୍ରହ୍ମପୁତ୍ରର ବାଲିଦ୍ୱୀପ ବା ଅସ୍ଥାୟୀ ‘ଚାର୍‌’ଗୁଡ଼ିକରେ ବାସ କରୁଥିବା ୨.୪ ନିୟୁତ ଲୋକମାନଙ୍କ ମଧ୍ୟରୁ ହାସନ ଅଲ୍ଲୀ ଅନ୍ୟତମ-ମୌଳିକ ସୁବିଧାଗୁଡ଼ିକର ଅଭାବ, ବାରମ୍ବାର ଘର ବଦଳାଇବା, ସେମାନଙ୍କର ଜୀବନ ଏହି ଶକ୍ତିଶାଳୀ ନଦୀର ଜଳ ପ୍ରବାହ ଦ୍ୱାରା ନିର୍ଦ୍ଦେଶିତ

ଜାନୁଆରୀ ୬, ୨୦୧୭ | ରତ୍ନା ଭରାଲି ତାଲୁକଦାର
Water come, water go
Sayantoni Palchoudhuri • Darbhanga, Bihar

ପାଣି ଆସେ, ପାଣି ଯାଏ

ଉତ୍ତର ବିହାରରେ ଲୋକମାନେ ମୌସୁମୀ ଏବଂ ନଦୀଗୁଡ଼ିକୁ ସମ୍ମାନ ଦିଅନ୍ତି, ଯଦିଓ ସେଗୁଡ଼ିକ ଅନେକ ସମୟରେ ବନ୍ୟା ସୃଷ୍ଟି କରନ୍ତି। କିନ୍ତୁ ଏବେ ସେନୁ ଦେବୀ କୁହନ୍ତି, ପାଣି ବଢ଼ିବା ସମସ୍ୟାର ଗୋଟିଏ କାରଣ

ନଭେମ୍ବର ୮, ୨୦୧୬ | ସାୟାନ୍ତୋନି ପାଲଚୌଧୁରୀ
Living with floods
Sayantoni Palchoudhuri • Saharsa, Bihar

ବନ୍ୟା ସହ ବଞ୍ଚିବା

ଯେତେବେଳେ ସାରା ବିଶ୍ୱର ଅନେକ ଅଂଶରେ କୃଷକମାନେ କମ୍‌ ପାଣିରେ କାମ ଚଳାଇବା ଶିଖୁଛନ୍ତି, ଉତ୍ତର ବିହାରରେ ବିନୋଦ ଯାଦବ ଏବଂ ତାଙ୍କ ପଡ଼ୋଶୀମାନେ ନିୟମିତ ବନ୍ୟା ଜଳରେ ଚାଷ କରିବାକୁ ଚେଷ୍ଟା କରୁଛନ୍ତି

ନଭେମ୍ବର ୧, ୨୦୧୬ | ସାୟାନ୍ତୋନି ପାଲଚୌଧୁରୀ
Jahangir’s story
Sayantoni Palchoudhuri • Saharsa, Bihar

ଜାହାଙ୍ଗୀରଙ୍କ କାହାଣୀ

ଉତ୍ତର ବିହାରରେ ସରକାରଙ୍କ ଦ୍ୱାରା ଅଶାନ୍ତ କୋଶୀ ନଦୀକୂଳରେ ସରକାରଙ୍କ ଦ୍ୱାରା ବନ୍ଧ ନିର୍ମାଣ ସଂଘର୍ଷ ସୃଷ୍ଟି କରିଛି, ବନ୍ୟା ବଢ଼ାଇଛି ଏବଂ ଘୋଙ୍ଗେପୁର ଏବଂ ଅନ୍ୟାନ୍ୟ ଗ୍ରାମଗୁଡ଼ିକରେ  ବାସ କରୁଥିବା ଲୋକମାନଙ୍କ ପାଇଁ ଅନେକ କ୍ଷତି ସୃଷ୍ଟି କରିଛି

ଅକ୍ଟୋବର ୧୭, ୨୦୧୬ | ସାୟାନ୍ତୋନି ପାଲଚୌଧୁରୀ
Swimming to migrate in Odisha
Dilip Mohanty • Jagatsinghpur, Odisha

ଓଡ଼ିଶାରେ ପ୍ରବାସ ପାଇଁ ସନ୍ତରଣ

ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଗ୍ରୀଷ୍ମଋତୁରେ ମଇଁଷିଗୁଡ଼ିକ ସତେଜ ଚାରଣଭୂମି ଖୋଜିବା ପାଇଁ ପ୍ରତିଦିନ ପହଁରି ସ୍ଥାନୀୟ ନଈ ଆରପାଖକୁ ଯାଆନ୍ତି

ଅକ୍ଟୋବର ୨, ୨୦୧୫ | ଦିଲ୍ଲୀପ ମହାନ୍ତି
Mending boats with music
V. Sasikumar • Alappuzha, Kerala

ସଙ୍ଗୀତ ସହ ଡଙ୍ଗା ମରାମତି

କେରଳର ଆଲାପୁଝାରେ ଖୁବ୍‌ କୁଶଳୀ ଶ୍ରମିକମାନେ କାର୍ଯ୍ୟ ସମୟରେ ମରାମତିକୁ ସଂଗୀତର ତାଳ ସହ ମିଶାଇ ଦିଅନ୍ତି

ଏପ୍ରିଲ୍ ୧୦, ୨୦୧୬ | ଭି.ଶଶିକୁମାର
A right to fish, a fight to live
Urvashi Sarkar • Twenty-four Parganas, West Bengal

ମାଛ ଉପରେ ଅଧିକାର, ବଞ୍ଚିବା ପାଇଁ ସଂଘର୍ଷ

‘‘କାହିଁକି ହୁଲି ଡଙ୍ଗା ଜବତ କରୁଛ ଏବଂ ଆମ ପେଟକୁ ଲାତ ମାରୁଛ ?’’

ମାର୍ଚ୍ଚ ୧୨, ୨୦୧୫ | ଉର୍ବଶୀ ସରକାର

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।