‘କିନ୍ତୁ ମୋ ପାଖରେ ଏକ ଷ୍ଟେରିଓ ଅଛି, ସାର୍‍’

ଅନେକ ଗ୍ରାମାଞ୍ଚଳ ଲରୀ ଡ୍ରାଇଭର, ଯେପରି କୋରାପୁଟରେ ଏହି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଭଳି ମାଲିକଙ୍କ ଅଜ୍ଞାତସାରରେ ଅନେକ ସଂସ୍ଥା ପାଇଁ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି

ଅଗଷ୍ଟ ୫, ୨୦୨୧ | ପି. ସାଇନାଥ

ଅନନ୍ତପୁରରେ: ସାଡଲବ୍ୟାଗ୍‍ କରୁଛି ଭବିଷ୍ୟବାଣୀ

ଆନ୍ଧ୍ରପ୍ରଦେଶର ଏହି ସହରରେ ରେକ୍ଜିନ୍ ମୋଟରସାଇକେଲ୍ ସାଡଲବ୍ୟାଗ୍ ବିକ୍ରୟ ହେଉଛି ନିର୍ବାଚନ ଫଳାଫଳର ଏକ ଉତ୍ତମ ପୂର୍ବାନୁମାନ ବୋଲି ବିବେଚନା କରାଯାଇପାରେ

ଅଗଷ୍ଟ ୩, ୨୦୨୧ | ରାହୁଲ୍ ଏମ୍

ପାନ୍‌ଭେଲ୍‌ ଠାରୁ ଏମ୍‌ପି: ଚାରି ଦିନ ଓ ଚାରି ରାତି ସ୍କୁଟରରେ

ବିମଳେଶ ଜୟସ୍ୱାଲ, ଯିଏ କିଛି ବର୍ଷ ତଳେ ହୋଇଥିବା ଏକ ଦୂର୍ଘଟଣାରେ ନିଜର ଏକ ଗୋଡ ହରାଇଥିଲେ, ସେ ତାଲାବନ୍ଦ ସମୟରେ ମହାରାଷ୍ଟ୍ରର ପାନ୍‌ଭେଲ୍‌ ଠାରୁ ଏମ୍‌ପିର ରେୱା ପର୍ଯ୍ୟନ୍ତ, ଏକ ଗିଅର୍‌ଲେସ୍‌ ସ୍କୁଟର୍‌ରେ ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଝିଅ ସହିତ ଦୀର୍ଘ ୧,୨୦୦ କିଲୋମିଟର ଯାତ୍ରା କରିଛନ୍ତି ।

ମେ ୨୩, ୨୦୨୦ | ପାର୍ଥ ଏମ୍‌ ଏନ୍

ଜଣେ ମହାନ ଭାରତୀୟଙ୍କ ନଡ଼ା କୌଶଳ

ଭାରତୀୟ ଗ୍ରାମ୍ୟ ରାସ୍ତାରେ ଯିବାବେଳେ ଅନେକ ସମୟରେ ଆପଣମାନେ ବିଚିତ୍ର ଦୃଶ୍ୟ ସବୁ ଲକ୍ଷ୍ୟ କରିଥାନ୍ତି ।

ମାର୍ଚ୍ଚ ୧୯, ୨୦୨୦ | ପି. ସାଇନାଥ

ସାଇକେଲ୍, ବେଶପୋଷାକ, ରଙ୍ଗ

ଦେବତାଙ୍କ ଆଗରେ ନାଚିବା ଲାଗି ଛତିଶଗଡ଼ର ଦେଓଭୋଗକୁ ଯାତ୍ରା

ଅକ୍ଟୋବର ୨୩, ୨୦୧୮ | ପୁରୁଷୋତ୍ତମ ଠାକୁର

ଜୀବନର ସାଇକେଲ୍ ଉପରେ ଗଣପତି ଯାଦବଙ୍କ ନିୟନ୍ତ୍ରଣ

ନିକଟରେ ମହାରାଷ୍ଟ୍ରର ସାଙ୍ଗଲିଠାରେ ଗଣପତି ବାଲ୍ ଯାଦବଙ୍କ ସହ ଭେଟ

ସେପ୍ଟେମ୍ବର ୩, ୨୦୧୮ | ପି. ସାଇନାଥ

ବାଉଁଶ ଏବଂ ପତ୍ରରେ- ମେକ୍‌ ଇନ୍‌ ଇଣ୍ଡିଆ

ଗ୍ରାମୀଣ ଓଡ଼ିଶାର ଚାଷୀ, ଶ୍ରମିକ ଏବଂ ମେଷପାଳକମାନେ କାମ କରିବା ବେଳେ ସୂକ୍ଷ୍ମଭାବେ ବୁଣା ‘ବର୍ଷା ଟୋପି’ ପିନ୍ଧନ୍ତି । ଏହାକୁ ଆଦିବାସୀମାନେ ତିଆରି କରନ୍ତି ଏବଂ ଫେରିବାଲାମାନେ ସାଇକେଲରେ ଲଦିଦୂର ସ୍ଥାନକୁ ନେଇ ବିକିଥାଆନ୍ତି

ଜୁଲାଇ ୬, ୨୦୧୭ | ପି. ସାଇନାଥ

କରିମୁଲଙ୍କ ସ୍ୱାସ୍ଥ୍ୟ ମୋଟର ସାଇକେଲ ଡାଏରୀଗୁଡିକ

ଆମ୍ବୁଲାନ୍ସ୍‍ ଦାଦା ଭାବରେ ଲୋକପ୍ରିୟ ପଶ୍ଚିମବଙ୍ଗର ଜଳପାଇଗୁଡି ଜିଲ୍ଲାର ଏକ ଚା ବଗିଚା ଶ୍ରମିକ ଯିଏକି ଗ୍ରାମବାସୀମାନଙ୍କ ପାଇଁ ମାଗଣାରେ ଏକ ଅସାଧାରଣ ଆମ୍ବୁଲାନ୍ସ୍‍ ଚଲାନ୍ତି। ନିକଟରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ନାନିତ କରାଗଲା।

ଫେବଅୟାରୀ ୧୦, ୨୦୧୭ | ସୌର୍ଯ୍ୟଜିତ ନାଥ ଏବଂ ଅରିନ୍ଦମ ବାଚାର ଏବଂ ଦେବନ୍ନିତା ବିଶ୍ୱାସ

ଚକଗୁଡିକ ଉପରେ ଢୋଲ

ଶ୍ରୀଲାଲ ସାହାଣି ଦିନରେ ଜଣେ ମାଛ-ବିକାଳୀ ଓ ରାତିରେ ଜଣେ ଅସାଧାରଣ ସଙ୍ଗୀତକାର ଅଟନ୍ତି - ପଶ୍ଚିମବଙ୍ଗର ଶାନ୍ତିନିକେତନରେ, ସେ ହାତ ଛାଡି ସାଇକେଲ ଚଲାଉଥିବା ସମୟରେ ପଛପଟେ ଢୋଲ ଓ ଗିନି ବଜାଉଥାନ୍ତି

ଡିସେମ୍ବର ୨୨, ୨୦୧୬  | ସିଞ୍ଚିତା ମାଜି

ପ୍ରସନ୍ନର ଘର ହେଉଛି ତା’ର ରିକ୍ସା

ଓଡ଼ିଶାର ସାନମହେଶ୍ୱର ଗାଁରେ ରହୁଥିବା ପରିବାରଗୁଡ଼ିକୁ କଲ୍ୟାଣକାରୀ ପଦକ୍ଷେପ ଯୋଗୁ କିଛିଟା ନିରାପତ୍ତା ମିଳିଛି। କିନ୍ତୁ ପ୍ରସନ୍ନ ଶବର ଏବଂ ତାଙ୍କ ପରି ଅନେକଙ୍କୁ ସହରକୁ ଦେଶାନ୍ତର ହୋଇଯିବାରୁ ଅଟକାଇବା ଲାଗି ଏହାର କିଛି ଭୂମିକା ନାହିଁ ।

ଜୁଲାଇ ୨୯, ୨୦୧୬ | ପୁରୁଷୋତ୍ତମ ଠାକୁର

କ୍ଷୁଦ୍ର ଚାଷୀ, ବୃହତ୍ହୃଦୟ, ବିସ୍ମୟ ବାଇକ୍

ତାମିଲନାଡ଼ୁ ଶିବଗଙ୍ଗାଇ ଜିଲ୍ଲାର ଜଣେ ଏକାକିନୀ ମା’, ଚାଷୀ ଓ ଖୁଚୁରା ବ୍ୟବସାୟୀ ଚନ୍ଦ୍ର ସୁବ୍ରମଣ୍ୟନ

ମାର୍ଚ୍ଚ ୭, ୨୦୧୬। ଅପର୍ଣ୍ଣା କାର୍ତ୍ତିକେୟନ
ଚକ ଅଛି ଯାହାର
and • Thoothukudi, Tamil Nadu

ଚକ ଅଛି ଯାହାର

ତାମିଲନାଡୁର ପୁଡୁକୋଟ୍ଟାଇ ଜିଲ୍ଲାରେ ମହିଳାମାନଙ୍କ ସାଇକେଲ ଚାଳନା ଅଭିଯାନ ହେଉଛି ସ୍ୱାଧୀନତାର ଏକ ଶକ୍ତିଶାଳୀ ଶବ୍ଦରୂପ

ସେପ୍ଟେମ୍ବର ୫, ୨୦୧୫ । ପି. ସାଇନାଥ

ଗୋଡ଼ା ଶୈଳୀରେ ଶକ୍ତିର ପୁନଃ ଚକ୍ରଣ

କୋଇଲାବାଲାମାନେ ସେମାନଙ୍କ ପରିବର୍ତ୍ତିତ ହୋଇଥିବା ବାଇସାଇକେଲରେ ଖଣି ଆବର୍ଜନାରୁ କୁଇଣ୍ଟାଲ କୁଇଣ୍ଟାଲ ଅଦରକାରୀ କୋଇଲା ଗୋଡ଼ାକୁ ନିଅନ୍ତି। ତିନିଦିନର ଏହି କଷ୍ଟକର ଯାତ୍ରା ପାଇଁ ସେମାନେ ବିହାରରେ ଶାରୀରିକ ଶ୍ରମ ପାଇଁ ସର୍ବନିମ୍ନ ମଜୁରୀର ଏକ ତୃତୀୟାଂଶ ଆୟ କରନ୍ତି

ଅଗଷ୍ଟ ୫, ୨୦୧୫ | ପି. ସାଇନାଥ

ବିଶ୍ଵାସ ଓ ବାଉଁଶ

ରତନ ବିଶ୍ୱାସ ପ୍ରାୟ ୨୦୦ କେଜି ଓଜନର ୫ଟି ବାଉଁଶକୁ ନିଜ ସାଇକେଲରେ ଲଦି ୧୭ କିଲୋମିଟର ଟାଣି ଟାଣି ନେଉଥିଲେ ।

ଫେବୃୟାରୀ ୬, ୨୦୧୫ | ପି. ସାଇନାଥ

ଗ୍ରାମୀଣ ପଶ୍ଚିମ ଭାରତୀୟଙ୍କ ଚକଗୁଡିକ

ଏହି ଚକଡା ମୋଟରସାଇକେଲର ଗୋଟିଏ ଅଂଶ, ଗାଡିର ଅଂଶ - ତାଳିପକା ଉତ୍ପନ୍ନ ଦ୍ରବ୍ୟ ଯାହାକି ଗ୍ରାମୀଣ ସୌରାଷ୍ଟ୍ରରେ ଅପରିହାର୍ଯ୍ୟ

ଜାନୁୟାରୀ ୨୬, ୨୦୧୫ | ଗୁରୁପ୍ରୀତ ସିଂହ
The koilawallahs of Godda
P. Sainath • Godda, Jharkhand

ଗୋଡ୍ଡାର କୋଲିଆବାଲାମାନେ

ଆଲବମ: ଶକ୍ତି ପୁନଃଚକ୍ରଣ ପାଇଁ ସାଇକେଲ ଓ ଅନେକ ଶକ୍ତିର ଆବଶ୍ୟକ ହୁଏ

ଜୁଲାଇ 4, 2013 । ପି. ସାଇନାଥ

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE