ୱଜିରିଥାଲରେ ଅନ୍ଧାରରେ ବିପନ୍ନ ସ୍ୱାସ୍ଥ୍ୟ ସେବା
ଜାମ୍ମୁ ଓ କାଶ୍ମୀରର ବାନ୍ଦୀପୁରା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଏକ ଗାଁର ଗର୍ଭବତୀ ମହିଳାମାନେ ବିଦ୍ୟୁତ ଯୋଗାଣରେ ଅନିୟମିତତା ଏବଂ ଖରାପ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ନେଇ ସଂଘର୍ଷ କରୁଛନ୍ତି। ସେମାନଙ୍କର ଏକମାତ୍ର ଆଶା ହେଉଛନ୍ତି ଗାଁର ବୁଢ଼ି ଧାଈ



















































