ପାଣି ପାଇଁ ସପନ, କରଜରେ ବୁଡ଼ିଯାଏ ଜୀବନ
ଆନ୍ଧ୍ରପ୍ରଦେଶର ଅନନ୍ତପୁର ସଂପର୍କିତ ଏହି ଲେଖା, ୨୦ ବର୍ଷ ତଳେ ପ୍ରଥମେ ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିଲା। ଏବେ ପୁଣି ସେଠାରେ ଜଳ ସଂକଟ ଉତ୍କଟ ରୂପ ନେଉଥିବା ବେଳେ ଜଳ ଉତ୍ସକୁ ନେଇ ଭବିଷ୍ୟତ ବାଣୀ ଶୁଭିବା ସହିତ ଗଭୀର ନଳକୂପ ସ୍ଥାପନ ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଥିବାରୁ ଏହାକୁ ଆମେ ପୁଣି ଥରେ ପ୍ରକାଶ କରୁଛୁ


































