ପାଣି ପାଇଁ ସପନ, କରଜରେ ବୁଡ଼ିଯାଏ ଜୀବନ

ଆନ୍ଧ୍ରପ୍ରଦେଶର ଅନନ୍ତପୁର ସଂପର୍କିତ ଏହି ଲେଖା, ୨୦ ବର୍ଷ ତଳେ ପ୍ରଥମେ ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିଲା। ଏବେ ପୁଣି ସେଠାରେ ଜଳ ସଂକଟ ଉତ୍କଟ ରୂପ ନେଉଥିବା ବେଳେ ଜଳ ଉତ୍ସକୁ ନେଇ ଭବିଷ୍ୟତ ବାଣୀ ଶୁଭିବା ସହିତ ଗଭୀର ନଳକୂପ ସ୍ଥାପନ ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଥିବାରୁ ଏହାକୁ ଆମେ ପୁଣି ଥରେ ପ୍ରକାଶ କରୁଛୁ

ଜୁଲାଇ ୭, ୨୦୨୩ | ପି.ସାଇନାଥ

ଚାଷୀଙ୍କ ହୃଦୟରେ ରହିଛନ୍ତି ଏମ୍‌.ଏସ୍‌. ସ୍ୱାମୀନାଥନ

ଡକ୍ଟର ଏମ୍‌. ଏସ୍‌. ସ୍ୱାମୀନାଥନ, ୧୯୨୫-୨୦୨୩, ଥିଲେ ଭାରତର ଅଗ୍ରଗଣ୍ୟ କୃଷି ବିଜ୍ଞାନୀ । କୃଷି ଜଗତକୁ ତାଙ୍କର ଅବଦାନରେ ସାମିଲ ଥିଲା କୃଷି କ୍ଷେତ୍ରରେ ଗବେଷଣା ଏବଂ ନୀତି ଓ ଯୋଜନା ପ୍ରଣୟନ, ଯେଉଁଥିରେ କି ସେ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ କେବଳ ବର୍ଦ୍ଧିତ ଉତ୍ପାଦନ ହାରରେ ସୀମିତ ରଖିବା ପରିବର୍ତ୍ତେ କୃଷକଙ୍କ ରୋଜଗାରରେ ଅଭିବୃଦ୍ଧିକୁ ବିଚାରକୁ ନେବା ଲାଗି ପ୍ରସ୍ତାବ ଦେଇଥିଲେ

ଅକ୍ଟୋବର ୩, ୨୦୨୩ | ପି.ସାଇନାଥ

ପୁରୁଲିଆରେ : ସ୍ୱାଧୀନତା, ପ୍ରେମର ସଙ୍ଗୀତ

ବାଜା ବାଦନକାରୀ ବାର୍ତ୍ତାବହ ଓ ଗାୟକମାନେ ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହର ବାର୍ତ୍ତା ପ୍ରଚାର କରିବା କାରଣରୁ ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକ ଗୀତଗୁଡ଼ିକୁ ଏକ ନୂଆ ପରିଭାଷା ମିଳିଥିଲା

ଅଗଷ୍ଟ ୧୭, ୨୦୨୩ | ପି.ସାଇନାଥ

‘ମୋତେ କ’ଣ ଗାନ୍ଧୀ ଓ ଆମ୍ବେଦକରଙ୍କ ମଧ୍ୟରୁ ଜଣକୁ ବାଛିବାକୁ ହେବ?’

୧୫ ଅଗଷ୍ଟ, ୨୦୨୩ ଉପଲକ୍ଷେ ପରୀ ଆପଣଙ୍କ ପାଇଁ ଶୋଭାରାମ ଗେହେରୱାରଙ୍କ କାହାଣୀ ନେଇ ଆସିଛି ଯିଏକି ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶରଙ୍କ ଗୁଳିମାଡ଼ରେ ଆହତ ହୋଇଥିଲେ। ରାଜସ୍ଥାନର ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ଵ କରୁଥିବା ଏହି ୯୮ ବର୍ଷ ବୟସ୍କ ବ୍ୟକ୍ତି ଜଣେ ଆତ୍ମଘୋଷିତ ଗାନ୍ଧୀବାଦୀ, ଡକ୍ଟର ଆମ୍ବେଦକରଙ୍କ ଦୃଢ଼ ପ୍ରଶଂସକ ଏବଂ ଗୁପ୍ତ ବିପ୍ଳବୀ ସମୂହର ସଦସ୍ୟ । ୨୦୨୨ରେ ପେଙ୍ଗୁଇନ୍ ଦ୍ଵାରା ପ୍ରକାଶିତ ପି. ସାଇନାଥଙ୍କ “ଦ ଲାଷ୍ଟ ହିରୋଜ୍, ଫୁଟ୍‌ସୋଲଜର୍ସ ଅଫ୍ ଇଣ୍ଡିଆସ୍ ଫ୍ରିଡମ” (ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ନାୟକ, ପଦାତିକ ସୈନିକ) ରୁ କିଛି କିୟଦଂଶ

ଅଗଷ୍ଟ ୧୫, ୨୦୨୩ | ପି.ସାଇନାଥ

ଉପହାରବାଲା ଠିକାଦାରଙ୍କ ପ୍ରତି ସାବଧାନ

ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ଅନ୍ତର୍ଗତ ତେତ୍ରା ଗାଁର ଟେରେସା ଲାକ୍ରା ଏବେ ବେଶ୍‌ ଭଲ ଭାବେ ବୁଝି ପାରିଛନ୍ତି ଯେ, ଗୋଟିଏ ଛୋଟିଆ ଗ୍ରାମ ପଞ୍ଚାୟତର ସରପଞ୍ଚ, ପ୍ରଭାବଶାଳୀ ବଡ଼ଲୋକଙ୍କ ଇଚ୍ଛା ବିରୋଧରେ କାର୍ଯ୍ୟ କଲେ କ’ଣ ହୁଏ

ଜୁଲାଇ ୧୦, ୨୦୨୩ | ପି.ସାଇନାଥ

ବିଦର୍ଭରେ ବର୍ଷା ନାହିଁ, କିନ୍ତୁ ‘ବରଫ’ ଓ ୱାଟର ପାର୍କ ଅଛି

୨୦୦୫ରେ ପ୍ରକାଶିତ ଏହି କାହାଣୀର ସାରାଂଶ ଏକାଦଶ ଶ୍ରେଣୀର ପାଠ୍ୟପୁସ୍ତକରେ ବର୍ଷ ବର୍ଷ ଧରି ସ୍ଥାନ ପାଇଥିଲା। ବାସ୍ତବତାକୁ ଲୁଚାଇବା ଲାଗି ହେଉଥିବା ନବୀନତମ ପ୍ରୟାସରେ, ଏନସିଇଆରଟି ୨୦୨୩-୨୪ ପାଇଁ ପାଠ୍ୟପୁସ୍ତକକୁ ଯୁକ୍ତିସଂଗତ କରିବାକୁ ଯାଇ ଏହି ଲେଖାକୁ ବାଦ୍‌ ଦେଇଛି। ଆଶ୍ଚର୍ଯ୍ୟଜନକ ଭାବେ, ଫନ ଓ ଫୁଡ ଭିଲେଜ୍‌ କିନ୍ତୁ ବାସ୍ତବରେ ରହିଛି

ଏପ୍ରିଲ ୧୧, ୨୦୨୩ | ପି.ସାଇନାଥ

ଠେଲୁ ମହତୋ ଖୋଳିଥିବା କୂଅ

ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଦ୍ରୁତ ବିଲୁପ୍ତ ପ୍ରାୟ ପିଢ଼ିର ଅନ୍ତିମ ସଂଗ୍ରାମୀଙ୍କ ମଧ୍ୟରୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଗତ ଏପ୍ରିଲ ୬, ୨୦୨୩ ସନ୍ଧ୍ୟାରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାସ୍ଥିତ ନିଜ ବାସଭବନରେ ପରଲୋକ ଗମନ କରିଛନ୍ତି

ଏପ୍ରିଲ ୧୦, ୨୦୨୩ | ପି.ସାଇନାଥ

ଅନେକତାରେ ଏକତା, ବିବିଧତାରେ ଆନନ୍ଦ

ଆମର ସହାବସ୍ଥାନ ଏବଂ ଆମ ଭାଷାଠାରୁ ଊର୍ଦ୍ଧ୍ୱରେ ଏକ ବିବିଧତାରେ ଭରପୂର ଦୁନିଆରେ ପ୍ରବେଶ କରି ପରୀର ଅନୁବାଦକମାନେ ମିଳିତ ଭାବରେ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରୁଛନ୍ତି

ସେପ୍ଟେମ୍ବର ୩୦, ୨୦୨୨ | ପି.ସାଇନାଥ

ଯେତେବେଳେ ଭବାନୀ ମାହାତୋ ବିପ୍ଳବ ପାଇଁ ଖାଦ୍ୟ ପରଷିଥିଲେ

୧୦୧ ରୁ ୧୦୪ ବର୍ଷ ବୟସ ମଧ୍ୟରେ ଥିବା ଭବାନୀ ମାହାତୋ, ସ୍ୱାଧିନତା ସଂଗ୍ରାମରେ କୌଣସି ଭୂମିକା କିମ୍ବା ଅଂଶଗ୍ରହଣକୁ ଦୃଢ଼ ଭାବରେ ଅସ୍ୱୀକାର କରନ୍ତି। ଯେତେବେଳେ ପଞ୍ଚିମବଙ୍ଗର ପୁରୁଲିୟା ଜିଲ୍ଲାରେ ଆମେ ତାଙ୍କ କାହାଣୀକୁ ଜାଣିଲୁ ସେତେବେଳେ ଆମେ ଏହାର ବିପରୀତ ନିଷ୍କର୍ଷରେ ପହଞ୍ଚିଥିଲୁ ଏବଂ ସଂଗ୍ରାମ ପାଇଁ ତାଙ୍କ ବଳିଦାନରେ ଆଶ୍ଚର୍ଯ୍ୟ ହୋଇଥିଲୁ

ଏପ୍ରିଲ ୧୮, ୨୦୨୨ | ପି.ସାଇନାଥ

କ୍ୟାପଟେନ୍ ଭାଉଙ୍କ ସହ ଇତିହାସରେ ଏକ ଯୁଗର ଅନ୍ତ

'ଆମ୍ଭେମାନେ ଦୁଇଟି ଜିନିଷ ପାଇଁ ସଂଗ୍ରାମ କରିଥିଲୁ, ସ୍ୱରାଜ୍ୟ ଏବଂ ସ୍ୱାଧୀନତା - ଆମେ ସ୍ୱାଧୀନତା ହାସଲ କଲୁ'

ଫେବ୍ରୁଆରୀ ୧୭, ୨୦୨୨ | ପି.ସାଇନାଥ

ଦେଶ ଭକ୍ତିର ବିରୋଧାଭାସ: ଦେଶୀ ବନାମ ବିଦେଶୀ ମଦ

ଗୋଟିଏ ଆଧିକାରିକ ଘୋଷଣା ଯେ, ଗତ ଦଶକରେ ମଧ୍ୟପ୍ରଦେଶରେ ଭାରତରେ ନିର୍ମିତ ବିଦେଶୀ ମଦର ସେବନ ୨୩ ପ୍ରତିଶତ ବଢ଼ିଗଲା, ୧୯୯୪ରେ ସରଗୁଜା ଜିଲ୍ଲାରେଏକ ରୋଚକ ଅଭିଯାନର ସ୍ମୃତି ସତେଜ କରିଦିଏ

ଜାନୁଆରୀ ୩, ୨୦୨୨ | ପି.ସାଇନାଥ

ଭାରତର ପ୍ରଧାନ ବିଚାରପତିଙ୍କୁ ଖୋଲା ଚିଠି

ଭାରତର ପ୍ରଧାନ ବିଚାରପତି ସଠିକ୍‌ ଅନୁଧ୍ୟାନ କରିଛନ୍ତି ଯେ ଭାରତରେ ଅନୁସନ୍ଧାନମୂଳକ ସାମ୍ବାଦିକତା ଲୋପ ପାଉଛି । କିନ୍ତୁ ନ୍ୟାୟପାଳିକାକୁ ଏହି ବାସ୍ତବିକତାର ସାମ୍ନା କରିବାର ଆବଶ୍ୟକତା ନାହିଁ କି, ଯେ ସ୍ୱାଧୀନ ଭାରତର ଇତିହାସରେ ଗଣମାଧ୍ୟମର ସ୍ୱାଧୀନତା ଏବେ ସବୁଠାରୁ ନିମ୍ନ ସ୍ତରରେ ଅଛି?

ଡିସେମ୍ବର ୨୩, ୨୦୨୧ | ପି.ସାଇନାଥ

କୃଷକମାନେ ଅନେକ କ୍ଷେତ୍ରରେ ବିଜୟୀ ହେଲେ, ମିଡିଆ ସମସ୍ତ କ୍ଷେତ୍ରରେ ବିଫଳ ହେଲା

ତିନୋଟି କୃଷି ଆଇନ ରଦ୍ଦ ହେବାର କାରଣ ପ୍ରଧାନମନ୍ତ୍ରୀ କିଛି କୃଷକମାନଙ୍କୁ ‘ପ୍ରବର୍ତ୍ତାଇବାରେ’ ଅସଫଳ ହେବା ନୁହେଁ, କିନ୍ତୁ ଏହାର କାରଣ ହେଉଛି କୃଷକମାନେ ନିଜ ଦାବିରେ ଅଟଳ ରହିବା ଯଦିଓ ଭୀରୁ ମିଡିଆ ସେମାନଙ୍କର ସଂଘର୍ଷ ଓ ଶକ୍ତିର ଅବମୂଲ୍ୟାୟନ କରିଥିଲା

ନଭେମ୍ବର ୨୦, ୨୦୨୧ | ପି.ସାଇନାଥ

ଚିକାପାରରେ ବିକାଶ ଆଣିଛି ବାରମ୍ବାର ସ୍ଥାନାନ୍ତର ସମସ୍ୟା

ଓଡ଼ିଶାର କୋରାପୁଟରେ ଥିବା ଛୋଟିଆ ଚିକାପାର ବୋଧହୁଏ ବିଶ୍ୱର ଏକମାତ୍ର ଗ୍ରାମ ଯାହା ସ୍ଥଳସେନା, ବାୟୁସେନା ଏବଂ ନୌସେନାର ମୁକାବିଲା କରିଛି -ଆଉ ହାରିଯାଇଛି

ନଭେମ୍ବର ୧୮, ୨୦୨୧ | ପି.ସାଇନାଥ

ନହକୁଲ ପାଣ୍ଡୋଙ୍କ ସରକାରୀ ଋଣ ସୀମା

୯୦ ଦଶକରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକଗୁଡ଼ିଏ ‘ଯୋଜନା’ ବେପରୁଆ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଥିଲା। ଛତିଶଗଡ଼ର ସୁରଗୁଜା ଜିଲ୍ଲାରେ ଏପରି ଏକ ଯୋଜନାର ଉଦାହରଣ ଦେଖିବାକୁ ମିଳିଥାଏ, ଯାହା ପାଇଁ ନହକୁଲ ପାଣ୍ଡୋଙ୍କୁ ନିଜ ଛାତ ହରାଇବାକୁ ପଡ଼ିଥିଲା

ନଭେମ୍ବର ୩, ୨୦୨୧ | ପି.ସାଇନାଥ

ନଗଣ୍ୟ ପାରିଶ୍ରମିକ ସହିତ ଉଚ୍ଚ ସମୁଦ୍ରରେ ବିପଦପୂର୍ଣ୍ଣ ଯାତ୍ରା

ତାମିଲନାଡୁ ରାମନାଦ ଜିଲ୍ଲା ଉପକୂଳର ମତ୍ସଜୀବୀମାନଙ୍କ ସହ ଦୁଇ-ରାତ୍ରି ଯାତ୍ରାରେ ବାହାରି ଯାଇଥିଲୁ, ଯେଉଁମାନେ କି କଠିନ ପରିଶ୍ରମ କରି କୁହନ୍ତି, ଆମେ କାମ କରୁ ‘ଅନ୍ୟ ଜଣଙ୍କୁ ଧନୀ କରିବାକୁ’

ଅକ୍ଟୋବର ୨୬, ୨୦୨୧ | ପି.ସାଇନାଥ

କିଶନଜୀଙ୍କ ଠେଲାଗାଡ଼ି ଯେବେ ଧକ୍କା ଖାଇ ଟାଣି ହୋଇଗଲା

ମୋରାଦାବାଦର ଏହି ଠେଲା ଗାଡ଼ି ଭଳି, ସବୁ ସ୍ଥାନରେ ଛୋଟ ଠେଲାଗାଡ଼ି ବିକ୍ରେତାମାନେ ବଡ଼ ବାହନଗୁଡ଼ିକର ଧକ୍କାରେ ଟାଣି ହୋଇ ଯାଇଥାନ୍ତି

ଅକ୍ଟୋବର ୪, ୨୦୨୧ | ପି.ସାଇନାଥ

ପ୍ରତ୍ୟେକ ଭାରତୀୟ ଭାଷା ହେଉଛି ଆପଣଙ୍କର ଭାଷା

ଆଜି ସେପ୍ଟେମ୍ବର ୩୦, ଆନ୍ତର୍ଜାତୀୟ ଅନୁବାଦ ଦିବସ । ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆ ୧୩ଟି ଭାଷାରେ ପ୍ରକାଶ କରିଥାଏ – ତାହା ଅନ୍ୟ ଯେ କୌଣସି ସାମ୍ବାଦିକତା ୱେବ୍‌ସାଇଟ୍‌ ତୁଳନାରେ ଅଧିକ

ସେପ୍ଟେମ୍ବର ୩୦, ୨୦୨୧ | ପି.ସାଇନାଥ

ହୌସାବାଈ ପାଟିଲ : ଯାହାଙ୍କ ସାହସିକତାର କାହାଣୀ ଏବେ ଇତିହାସ ପାଲଟିଛି

୧୯୪୩-୪୬ରେ ଗୁପ୍ତ ଭାବେ ସତାରାରେ ରହି ବ୍ରିଟିଶ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିବା ବିପ୍ଳବୀ ବାହିନୀର ଅଂଶବିଶେଷ ଥିଲେ ଏହି ୯୫ ବର୍ଷୀୟା ଅଗ୍ନିବର୍ଷୀ ସ୍ୱାଧୀନତା ସଂଗ୍ରାମୀ, ଜୀବନର ଶେଷ ପର୍ଯ୍ୟନ୍ତ ସେ ଗରିବଙ୍କୁ ନ୍ୟାୟ ଦେବା ଲାଗି ଲଢ଼େଇ କରିଥିଲେ

ସେପ୍ଟେମ୍ବର ୨୪, ୨୦୨୧ | ପି.ସାଇନାଥ

ମାଲକାନଗିରିରେ ହାଟରୁ ହାଟ ଯାତ୍ରା

ଓଡିଶାର ମାଲକାନଗିରି ଜିଲ୍ଲାର ଆଦିବାସୀମାନେ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିବା ପାଇଁ ହାଟ ବା ଗ୍ରାମୀଣ ବଜାର ଉପରେ ନିର୍ଭର କରିଥାନ୍ତି। ବେଳେବେଳେ ହୁଏତ ସେମାନେ ସେଠାରେ ପହଞ୍ଚି ପାରନ୍ତି ନାହିଁ

ଅଗଷ୍ଟ ୧୯, ୨୦୨୧ | ପି.ସାଇନାଥ

ଆମର ସ୍ୱାଧୀନତା ପାଇଁ ଭଗତ ସିଂହ ଝୁଗିଆନ୍‌ଙ୍କର ସଂଗ୍ରାମ

ଭାରତର ଶେଷ ଜୀବିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅନ୍ୟତମ, ପଞ୍ଜାବର ହୋଶିଆରପୁର ଜିଲ୍ଲାର ଭଗତ ସିଂହ ଝୁଗିଆନ୍‌ ବ୍ରିଟିଶ୍‌ରାଜ୍ ବିରୋଧରେ ଲଢ଼େଇ କରି ଅଟକି ଯାଇନଥିଲେ। ଆଜି ମଧ୍ୟ ସେ ୯୩ ବର୍ଷ ବୟସରେ କୃଷକ ଏବଂ ଶ୍ରମିକମାନଙ୍କ ପାଇଁ ସଂଗ୍ରାମ କରୁଛନ୍ତି

ଅଗଷ୍ଟ ୧୫, ୨୦୨୧ | ପି.ସାଇନାଥ

‘କିନ୍ତୁ ମୋ ପାଖରେ ଏକ ଷ୍ଟେରିଓ ଅଛି, ସାର୍‍’

ଅନେକ ଗ୍ରାମାଞ୍ଚଳ ଲରୀ ଡ୍ରାଇଭର, ଯେପରି କୋରାପୁଟରେ ଏହି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଭଳି ମାଲିକଙ୍କ ଅଜ୍ଞାତସାରରେ ଅନେକ ସଂସ୍ଥା ପାଇଁ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି

ଅଗଷ୍ଟ ୫, ୨୦୨୧ | ପି.ସାଇନାଥ

ୟୁପି ପଞ୍ଚାୟତ ନିର୍ବାଚନ : ଶିକ୍ଷକଙ୍କ ମୃତ୍ୟୁସଂଖ୍ୟା ୧,୬୨୧ ଛୁଇଁଲା

ୟୁପି ସରକାର କାହିଁକି ଏପ୍ରିଲରେ ପଞ୍ଚାୟତ ନିର୍ବାଚନ ଆୟୋଜନ କଲେ, ଯାହା କ୍ରମାଗତ ଭାବେ ବଢ଼ିଚାଲିଥିବା ଏକ ବିପର୍ଯ୍ୟୟକୁ ଡାକିଆଣିଲା? ପରୀ ନେଇ ଆସିଛି ଆପଣଙ୍କ ପାଇଁ କିଛି ନୂଆ ତଥ୍ୟ

ମେ ୧୮, ୨୦୨୧ | ପି.ସାଇନାଥ

ଏହା କଷ୍ଟକର ଦିନର ଏକ ରାତି ଥିଲା

ପୂର୍ବ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାର ଶହ ଶହ ମହିଳା ଛୋଟ ଛୋଟ ସହରରୁ ନିକଟସ୍ଥ ଗ୍ରାମଗୁଡ଼ିକୁ ଦିନ ମଜୁରୀ ଉପାର୍ଜନ କରିବା ପାଇଁ ଯାଆନ୍ତି । ଏହା ସ୍ଥାନାନ୍ତରର ଖୁବ୍‌ କମ୍‌ ଅଧ୍ୟୟନ କରାଯାଇଥିବା ଏକ ସ୍ୱରୂପ – ସହରରୁ ଗ୍ରାମକୁ

ମେ ୧, ୨୦୨୧ | ପି.ସାଇନାଥ

ତାଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ କରୁ, କିନ୍ତୁ ତାଙ୍କ ଜୀବନକୁ ପ୍ରଶଂସା କରୁ - ଗଣପତି ବାଲ ଯାଦବ (୧୯୨୦-୨୦୨୧)

୧୦୧ ବର୍ଷୀୟ ବୃଦ୍ଧ ଜଣକ ଥିଲେ ଭାରତର ଜୀବିତ ସ୍ୱାଧିନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ। ସେ ୧୯୪୩ ମସିହାରେ ସାଙ୍ଗଲି ଜିଲ୍ଲା ତୋଫାନ ସେନାର ଜଣେ ଗୁପ୍ତ ସ୍ୱତନ୍ତ୍ର ବାର୍ତ୍ତାବହ ଥିଲେ। ସେ ତାଙ୍କ ଜୀବନର ଶେଷ ମାସ ପର୍ଯ୍ୟନ୍ତ ସାଇକେଲ ଚଲାଉଥିଲେ

ଏପ୍ରିଲ ୨୦, ୨୦୨୧ | ପି.ସାଇନାଥ

ଫୋର୍ବସ୍‌, ଭାରତ ଏବଂ ପାଣ୍ଡୋରାର ମହାମାରୀ ବାକ୍ସ

ଗୋଟିଏ ବର୍ଷରେ ଜିଡିପି ୭.୭ ପ୍ରତିଶତ ସଙ୍କୁଚିତ ହୋଇଛି ଏବଂ ଯେତେବେଳେ ଆମେ ଓଲଟା ପ୍ରବାସର ଆଉ ଗୋଟିଏ ପର୍ଯ୍ୟାୟକୁ ଆଲିଙ୍ଗନ କରୁଛୁ ଏବଂ ଯେତେବେଳେ ଦିଲ୍ଲୀର ଦ୍ୱାରଗୁଡ଼ିକରେ କୃଷକମାନଙ୍କର ପ୍ରତିକ୍ରିୟାକୁ ଅଣଦେଖା କରାଯାଇଛି, ଭାରତୀୟ କୋଟିପତିମାନେ ସମ୍ପତ୍ତିର ରେକର୍ଡସ୍ତରରେ ପହଞ୍ଚି ଯାଇଛନ୍ତି

ଏପ୍ରିଲ ୧୬, ୨୦୨୧ | ପି.ସାଇନାଥ

ଧନୀ ଚାଷୀ, ବିଶ୍ୱବ୍ୟାପୀ ଷଡଯନ୍ତ୍ର, ସ୍ଥାନୀୟ ନିର୍ବୋଧତା

ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନକାରୀ ଚାଷୀମାନଙ୍କୁ ବିଭିନ୍ନ ଦିଗରେ ଘଉଡେଇବାରେ ଅସଫଳ ହେବା ପରେ, ବିଶ୍ୱସ୍ତରରେ ବିଭିନ୍ନ ଷଡଯନ୍ତ୍ର ରଚା ଯାଇଥିବା କଥା କହି ସ୍ଥାନୀୟ ଦମନକୁ ଉଚିତ ବୋଲି କୁହାଗଲା । ହେଲେ, ପରବର୍ତ୍ତୀ ସ୍ତରରେ କ’ଣ ଏଥିପାଇଁ ଅନ୍ୟ ଗ୍ରହର କୌଣସି ଜିନିଷକୁ ଦାୟୀ କରାଯିବ?

ଫେବ୍ରୁଆରୀ ୬, ୨୦୨୧ | ପି.ସାଇନାଥ

ଆଉ ତୁମେମାନେ ଏହା ଭାବୁଛ ଯେ ଏହା କେବଳ କୃଷକଙ୍କ ପାଇଁ?

ନୂଆ କୃଷି ନିୟମ କେବଳ କୃଷକମାନଙ୍କର ନୁହେଁ ବରଂ ସମସ୍ତ ନାଗରିକଙ୍କର ବିଧିକ ଉପାୟର ଆଶ୍ରୟ ନେବା ଅଧିକାରକୁ ଏତେ ମାତ୍ରାରେ କ୍ଷୁର୍ଣ୍ଣ କରୁଛି – ଯାହା ୧୯୭୫-୭୭ର ଆପାତକାଳ ପରେ ଆଉ ଦେଖିବାକୁ ମିଳିନଥିଲା । ଦିଲ୍ଲୀ ଦ୍ୱାରରେ କୃଷକମାନେ ଆମ ସମସ୍ତଙ୍କ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି

ଡିସେମ୍ବର ୧୦, ୨୦୨୦ | ପି.ସାଇନାଥ

‘ଆମେ ତାଙ୍କର ପର୍ଯ୍ୟାପ୍ତ ରକ୍ତସ୍ରାବ କରାଇ ନଥିଲୁ’

କୋଭିଡ ଜନିତ ସଂକଟର ଏକ ପ୍ରମୁଖ ସମସ୍ୟା ଏ ସଂପର୍କିତ ନୁହେଁ ଯେ, ଆମେ କେତେ ଶୀଘ୍ର ସ୍ଵାଭାବିକ ସ୍ଥିତିକୁ ଫେରିଆସିବା । ଶହ ଶହ କୋଟି ଦରିଦ୍ର ଭାରତୀୟଙ୍କ ପାଇଁ ‘ସ୍ଵାଭାବିକତା’ ହିଁ ସମସ୍ୟା ହୋଇ ରହିଥିଲା । ଏବଂ ଏବେକାର ନୂତନ ସ୍ଵାଭାବିକତା ହେଉଛି, ପ୍ରାୟତଃ ଷ୍ଟେରଏଡ୍‌ରେ ବଞ୍ଚି ରହିଥିବା ସେଇ ପୁରୁଣା ସ୍ଵାଭାବିକତା

ଅଗଷ୍ଟ ୧୦, ୨୦୨୦ | ପି.ସାଇନାଥ

ଶଙ୍କରୈୟା: ୯୦ ବର୍ଷର ଜଣେ ସ୍ୱାଧୀନତା ସଂଗ୍ରାମୀ

ଏନ୍‌. ଶଙ୍କରୈୟା, ଜୀବନର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ । ଚେନ୍ନାଇରେ PARI ସହ କଥାବାର୍ତ୍ତା କରି ସେ କହନ୍ତି ବ୍ରିଟିଶ ରାଜ୍‌ ବିରୋଧରେ-ସାଧାରଣ ଜୀବନରେ, ଜେଲ୍‌ରେ ଏବଂ ଲୁଚି ରହିଥିବା ସମୟରେ- ତାଙ୍କ ସଂଗ୍ରାମର ଚମକପ୍ରଦ କାହାଣୀ

ଜୁଲାଇ ୧୫, ୨୦୨୦ | ପି.ସାଇନାଥ

ପ୍ରବାସୀ ଏବଂ ସମ୍ଭ୍ରାନ୍ତ ବର୍ଗର ନୈତିକ ଅର୍ଥବ୍ୟବସ୍ଥା

ଲକ୍‌ଡାଉନ୍‌ ଯୋଗୁଁ ଅନାବୃତ ହୋଇଛି ପ୍ରବାସୀ ଶ୍ରମିକଙ୍କ ପ୍ରତି ଭାରତର ଦୀର୍ଘକାଳୀନ ନିର୍ମମ ଅବହେଳା- ଲକ୍ଷ ଲକ୍ଷ ଲୋକ, ଯେଉଁମାନେ ଆବଶ୍ୟକ କରନ୍ତିନି ଆମର କ୍ଷଣିକ ଉଦ୍‌ବେଗ, ବରଂ ସଂପୂର୍ଣ୍ଣ ନ୍ୟାୟ, ପ୍ରଥମେ ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ଏହି ଆଲେଖ୍ୟରେ ଦର୍ଶାଯାଇଛି

ଜୁନ୍‌ ୮, ୨୦୨୦ | ପି.ସାଇନାଥ

କୋଭିଡ୍‌- ୧୯ ସମ୍ବନ୍ଧରେ ଆମେ କ’ଣ କରିବା ଉଚିତ

ଏହି ସଂକଟର ମୁକାବିଲା କରିବା ପାଇଁ ସରକାର ଘୋଷଣା କରିଥିବା ‘ପ୍ୟାକେଜ୍‌’ ହେଉଛି ଉଦାସୀନତା ଓ ନିର୍ବୋଧତାର ସମଷ୍ଟି

ମାର୍ଚ୍ଚ ୨୭, ୨୦୨୦ | ପି.ସାଇନାଥ

ଜଣେ ମହାନ ଭାରତୀୟଙ୍କ ନଡ଼ା କୌଶଳ

ଭାରତୀୟ ଗ୍ରାମ୍ୟ ରାସ୍ତାରେ ଯିବାବେଳେ ଅନେକ ସମୟରେ ଆପଣମାନେ ବିଚିତ୍ର ଦୃଶ୍ୟ ସବୁ ଲକ୍ଷ୍ୟ କରିଥାନ୍ତି

ମାର୍ଚ୍ଚ ୧୯, ୨୦୨୦ | ପି.ସାଇନାଥ

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE