ଔରେ ପଲ୍ହେରି: ଭଙ୍ଗା ପୋଲ, ବୁଡ଼ନ୍ତା ଆଶା
ମହାରାଷ୍ଟ୍ରର ସାହାପୁର ତାଲିକାର ଏକ ନିକାଞ୍ଚନ ଜନପଦର ବାସିନ୍ଦାମାନେ ୨୦୦୫ ମସିହାରେ ଏଠାରେ ଥିବା ଏକମାତ୍ର ପୋଲ ଭୁଶୁଡ଼ି ଯିବା ପରେ ମୌସୁମୀ ଋତୁରେ ପ୍ରତିଦିନ ବିଦ୍ୟାଳୟ, କର୍ମସ୍ଥଳ, କ୍ଲିନିକ ଏବଂ ବଜାରରେ ପହଞ୍ଚିବା ପାଇଁ ଏକ ଖସଡ଼ାକାନ୍ଥ ଉପରେ ଚାଲିବାର ବିପଦ ଗ୍ରହଣ କରନ୍ତି

























