ଶକ୍ତିଶାଳୀ-ସାମ୍ରାଜ୍ୟ-ଓ-ହାସ୍ୟକଳା-ଉପରେ-ଅଙ୍କୁଶ-ଲଗାଉଥିବା-ପୋଲିସ୍‌

Bengaluru, Karnataka

Jan 31, 2022

ଶକ୍ତିଶାଳୀ ସାମ୍ରାଜ୍ୟ ଓ ହାସ୍ୟକଳା ଉପରେ ଅଙ୍କୁଶ ଲଗାଉଥିବା ପୋଲିସ୍‌

ନିକଟରେ ଷ୍ଟାଣ୍ଡଅପ୍‌ କମେଡ଼ିଆନ ଏବଂ କେତେକ ଅନ୍ୟ କଳାକାରଙ୍କ ଶୋ’ ବାତିଲ କରି ଦିଆଯାଇଛି। ପ୍ରତ୍ୟେକ ଥର ପ୍ରଶାସନିକ କର୍ତ୍ତୃପକ୍ଷ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ଆଶଙ୍କା ଥିବା ଦ୍ଵାହି ଦେଉଛନ୍ତି। ଏହାକୁ ଆଧାର କରି ପ୍ରସ୍ତୁତ ଏକ କବିତା

Poem and Text

Gokul G.K.

Translator

OdishaLIVE

Illustrations

Labani Jangi

Want to republish this article? Please write to [email protected] with a cc to [email protected]

Poem and Text

Gokul G.K.

ଗୋକୁଳ ଜି.କେ. ହେଉଛନ୍ତି କେରଳର ତିରୁବନ୍ତପୁରମ୍‌ରେ ରହୁଥିବା ଜଣେ ମୁକ୍ତବୃତ୍ତି ସାମ୍ବାଦିକ।

Illustrations

Labani Jangi

ଲାବଣୀ ଜାଙ୍ଗୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ ଟି.ଏମ. କ୍ରିଷ୍ଣା-ପରୀ ପୁରସ୍କାର ୨୦୨୫ର ପ୍ରଥମ ବିଜେତା ଏବଂ ୨୦୨୦ର ଜଣେ ପରୀ ଫେଲୋ। କୋଲକାତାସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସେସ୍‌ଠାରେ ଜଣେ ପିଏଚଡି ଗବେଷିକା ଭାବେ ଲାବଣୀ ଶ୍ରମିକ ବିସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।