ବହୁରୂପୀ-ଅନେକ-ମୁହଁ-ଥିବା-ପରିବାର

Birbhum, West Bengal

Jun 03, 2019

ବହୁରୂପୀ : ଅନେକ ମୁହଁ ଥିବା ପରିବାର

ପଶ୍ଚିମବଙ୍ଗରେ ବହୁରୂପୀ କଳାକାରମାନେ ପ୍ରଦର୍ଶନ ସମୟରେ ଖୁବ୍ ସହଜରେ ବିଭିନ୍ନ ଚରିତ୍ରରେ ହଜି ଯାଇଥାନ୍ତି। କିନ୍ତୁ ପରିବର୍ତ୍ତିତ ସମୟ ସହ ତାଳ ମିଳାଇ କାମ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି

Want to republish this article? Please write to [email protected] with a cc to [email protected]

Author

Ankan Roy & Sagarika Basu

ଅଙ୍କନ ରୟ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସାଗରିକା ବାସୁ ୨୦୧୬ରେ ପରୀରେ ଶିକ୍ଷାନବୀଶ ଭାବେ କାମ କରୁଥିବା ବେଳେ ସେ ମଧ୍ୟ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ରୀ । ଏବେ ସେ କୋଲକାତାସ୍ଥିତ ଏକ ନ୍ୟୁଜ୍ ଚ୍ୟାନେଲ୍ ୨୪ ଘଣ୍ଟାରେ ସମ୍ପାଦନା ବିଭାଗରେ ଶିକ୍ଷାନବୀଶ ଭାବେ କାମ କରୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।