ଚୌକୁଲର-କ୍ଷେତରେ-ରାତ୍ରି-ପହରା

Sindhudurg, Maharashtra

Dec 11, 2020

ଚୌକୁଲର କ୍ଷେତରେ ରାତ୍ରି ପହରା

ପରି ସ୍ୱେଚ୍ଛାସେବୀ ସଙ୍କେତ ଜୈନ, ସାରା ଭାରତରର ୩୦୦ ଗ୍ରାମ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ଷ୍ଟୋରିଗୁଡ଼ିକ ବ୍ୟତୀତ ଏହି ଫିଚର ତାଙ୍କର ରଚନା : ଯାହାକି ଏକ ଗ୍ରାମର କୌଣସି ଦୃଶ୍ୟ କିମ୍ବା ଘଟଣାର ଫଟୋ ତଥା ଫଟୋର ସ୍କେଚ ଅଟେ । ପରୀରେ ଏହି ଧାରାବାହିକର ଏହା ଦ୍ୱିତୀୟ ଅଧ୍ୟାୟ । ସମ୍ପୂର୍ଣ୍ଣ ଫଟୋ କିମ୍ବା ସ୍କେଚ ଦେଖିବା ଲାଗି ସ୍ଲାଇଡରକୁ ଗୋଟିଏ ପାଖରୁ ଆର ପାଖକୁ ଟାଣନ୍ତୁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।