ମୁଁ-ଜଣେ-କୃଷକ-ମୁଁ-ଏହି-ଦୀର୍ଘ-ଯାତ୍ରାରେ-ଚାଲିଛି

Mumbai, Maharashtra

Mar 09, 2020

‘ମୁଁ ଜଣେ କୃଷକ, ମୁଁ ଏହି ଦୀର୍ଘ ଯାତ୍ରାରେ ଚାଲିଛି’

ମାର୍ଚ୍ଚ ୬ରୁ ମାର୍ଚ୍ଚ ୧୨, ୨୦୧୮ ପର୍ଯ୍ୟନ୍ତ ସେମାନଙ୍କ ଦାବି ଶୁଣିବା ଓ ବିଚାର କରିବାର ବ୍ୟାକୁଳ ଆଶା ନେଇ ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ଦୀର୍ଘ ୧୮୦ କିମି ଯାତ୍ରା କରିଥିବା ଅସନ୍ତୁଷ୍ଟ ଚାଷୀଙ୍କ ଭିଡିଓ ସହିତ ଏକ ଯାତ୍ରା କବିତା

Author

PARI Team

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

PARI Team

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।