ନାଲି-ନାଲି-ବର୍ଷା-ଭଳି-ଝରିପଡ଼େ-ମହୁଲ-ଫୁଲ

Bijapur, Chhattisgarh

Aug 01, 2019

‘ନାଲି ନାଲି ବର୍ଷା ଭଳି ଝରିପଡ଼େ ମହୁଲ ଫୁଲ’

ଏଠାରେ ଥିବା ସାତଟି ଗୀତର ଧ୍ୱନିରେ, ଗଛ ଓ କ୍ଷେତ, ବନ୍ଧୁ ଓ ପରିବାର, ପୋଷାକ ପରିଧାନ ଓ ନାଚ ଏବଂ ତ୍ରିରଙ୍ଗାର କଥା ଶୁଣାନ୍ତି ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଥିବା ଫର୍‌ସେଗଡ଼ ଗାଁର ଏକ ଆବାସିକ ବିଦ୍ୟାଳୟର ଆଦିବାସୀ ଝିଅମାନେ ।

Want to republish this article? Please write to [email protected] with a cc to [email protected]

Author

Arundhati V.

Arundhati V. is a human rights activist, theatre artist and trainer; she works with the Sambhaavnaa Institute in Palampur, Himachal Pradesh on issues of rights and justice.

Author

Shobha R.

ଶୋଭା ଆର୍‌. ବାଙ୍ଗାଲୋରର ଜଣେ ମାନବାଧିକାର କର୍ମୀ, ଥିଏଟର କଳାକାର ଏବଂ ପ୍ରଶିକ୍ଷକ । ସେ ବେଦଖଲି ଏବଂ ଲିଙ୍ଗଭିତ୍ତିକ ନ୍ୟାୟ ପ୍ରସଙ୍ଗରେ ଏବଂ ଉତ୍ପୀଡ଼ନ, ନ୍ୟାୟ ଓ ସ୍ଥିତିସ୍ଥାପକତାର ଅଭିବ୍ୟକ୍ତିକୁ ସୁଗମ କରିବା ଦିଗରେ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।