ମାଛ-ଓ-ଚାଷ-ପାଇଁ-ଆମେ-ସୁନ୍ଦରବନ-ଆସିଛୁ

South 24 Parganas, West Bengal

Feb 11, 2019

ମାଛ ଓ ଚାଷ ପାଇଁ ଆମେ ସୁନ୍ଦରବନ ଆସିଛୁ

ବନ୍ୟା, ଦୁର୍ଭିକ୍ଷ, ବିଭାଜନ, ଦଙ୍ଗା, ଭୂମି ଓ ବୃତ୍ତିର ପ୍ରତିଶ୍ରୁତି ପାଇଁ ଆମେ ପ୍ରଥମେ ସୁନ୍ଦରବନକୁ ସ୍ଥାନାନ୍ତରିତ ହୋଇଥିଲୁ । ନୂତନ ଦେଶରେ ଏହି ନୂଆ ବାସିନ୍ଦାମାନେ ସେତେବେଳେ ରୋଗ, ଭୋକ ଓ ବାଘ ଆକ୍ରମଣ ବିରୋଧରେ ଲଢେଇ କଲେ, କିନ୍ତୁ ସମୟ ଅତିବାହିତ ହେବା ସହିତ ନିଜ ପାଇଁ ଘରର ସନ୍ଧାନ ପାଇପାରିଲେ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।