କୁନି-ବର୍ଷାର-ବଡ଼-ଯାତ୍ରା

Birbhum, West Bengal

Jun 01, 2018

କୁନି ବର୍ଷାର ବଡ଼ ଯାତ୍ରା

ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ଶ୍ୟାମବତୀ ଗାଁର ବର୍ଷା ଗରାଇ। ସେ ତାଙ୍କ ବୟସର ଏକମାତ୍ର ଝିଅ, ଯିଏ ଅନୁଭବୀ ବାଉଲ ସଂଗୀତଜ୍ଞ ବାସୁଦେବ ଦାସଙ୍କଠାରୁ ତାଲିମ ନେଉଥିଲେ। ଚାରି ବର୍ଷ ବୟସରୁ ସେ ତାତ୍ତ୍ଵିକ ବାଉଲ ସଂଗୀତ ଗାଇ ଆସୁଛନ୍ତି।

Want to republish this article? Please write to [email protected] with a cc to [email protected]

Author

Ananya Chakroborty

Ananya Chakroborty has a master’s degree in Journalism and Mass Communication from Visva-Bharati University, Santiniketan. She now works as a freelancer.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।