ମା-ବୋନବିବି-ମଣିଷ-ଓ-ବାଘଙ୍କର-ଜନନୀ

South 24 Parganas, West Bengal

Jan 29, 2022

ମା’ ବୋନବିବି, ମଣିଷ ଓ ବାଘଙ୍କର ଜନନୀ

ପଶ୍ଚିମବଙ୍ଗସ୍ଥିତ ସୁନ୍ଦରବନର ଅଧିଷ୍ଠାତ୍ରୀ ଜଙ୍ଗଲ ଦେବୀ ଚାହାଁନ୍ତି ଯେ ହିନ୍ଦୁ ଓ ମୁସଲିମ ଏକାଠି ହୋଇ ପ୍ରାଣୀ ଜଗତ ସହ ତାଙ୍କର ଅଲିଖିତ ଚୁକ୍ତି ବଜାୟ ରଖିବା ଉଚିତ୍‍

Want to republish this article? Please write to [email protected] with a cc to [email protected]

Author

Shatarupa Bhattacharyya

ଶତରୁପା ଭଟ୍ଟାଚାର୍ଯ୍ୟ ବିକାଶ ଅଧ୍ୟୟନରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ୍, ବେଙ୍ଗାଲୁରୁରୁ ଏକ ପିଏଚଡି କରୁଛନ୍ତି। ସେ ମଧ୍ୟ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏକ ଏମ୍‍ଫିଲ୍‍ କରିଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।