ନିୟମଗିରିରେ-ଏକ-ବିବାହ

Rayagada, Odisha

Feb 19, 2019

ନିୟମଗିରିରେ ଏକ ବିବାହ

ପଶ୍ଚିମ ଓଡ଼ିଶାର ବକ୍ସାଇଟ୍ ସମୃଦ୍ଧ ନିୟମଗିରି ପର୍ବତଗୁଡ଼ିକ ରାଜ୍ୟର ଡୋଙ୍ଗରିଆ କନ୍ଧ ଆଦିବାସୀମାନଙ୍କର ଏକମାତ୍ର ବାସସ୍ଥାନ। ଏହି ସମୂହର ସଂଖ୍ୟା କେଇ ହଜାର ମଧ୍ୟରେ ସୀମିତ। ପାହାଡ଼ ପର୍ବତ, ଝରଣା ଏବଂ ଜଙ୍ଗଲ ସେମାନଙ୍କ ଜୀବନ ଏବଂ ସାଂସ୍କୃତିକ ପରମ୍ପରାରେ ମିଶିଯାଇଛି।

Want to republish this article? Please write to [email protected] with a cc to [email protected]

Author

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।