ଭାଙ୍ଗି-ଯାଇଥିବା-ପଥର-ଫାଟି-ଯାଇଥିବା-ହାଡ଼-ମନେ-ପଡ଼ୁଥିବା-ଗୀତ

Kolhapur, Maharashtra

Jul 22, 2021

ଭାଙ୍ଗି ଯାଇଥିବା ପଥର, ଫାଟି ଯାଇଥିବା ହାଡ଼, ମନେ ପଡ଼ୁଥିବା ଗୀତ

ପରୀ ସ୍ୱେଚ୍ଛାସେବୀ ସାଙ୍କେତ ଜୈନ ସାରା ଭାରତରେ ୩୦୦ ଗ୍ରାମ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି, ଅନ୍ୟ କାହାଣୀଗୁଡ଼ିକ ମଧ୍ୟରେ, ସେ ଏହି ଫିଚରଟିକୁ ପ୍ରସ୍ତୁତ କରିଛନ୍ତି : ଗ୍ରାମୀଣ ଦୃଶ୍ୟ ଓ ଘଟଣାର ଏକ ଫଟୋ ଏବଂ ସେହି ଫଟୋର ଏକ ଚିତ୍ର। ପରୀରେ ଏହି ଶୃଙ୍ଖଳାର ଏହା ହେଉଛି ସପ୍ତମ। ଫଟୋ କିମ୍ବା ଚିତ୍ରକୁ ସମ୍ପୂର୍ଣ୍ଣ ଦେଖିବା ଲାଗି ସ୍ଲାଇଡରକୁ ଯେକୌଣସି ପଟୁ ଟାଣନ୍ତୁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।