ବାସୁଦେବ-ବାଉଲ-ବେଙ୍ଗଲର-ଲୋକଗୀତ-ଶିଳ୍ପୀ

Birbhum, West Bengal

Feb 22, 2018

ବାସୁଦେବ ବାଉଲ: ବେଙ୍ଗଲର ଲୋକଗୀତ ଶିଳ୍ପୀ

ବାଉଲ ସଂଗୀତର ସଂସ୍କୃତି ସ୍ୱତନ୍ତ୍ର। ଏଥିରେ ବିଭିନ୍ନ ଧର୍ମର ଜୀବନ ଦର୍ଶନର ସମନ୍ୱୟ ଦେଖିବାକୁ ମିଳିଥାଏ। ଏହି ଫିଲ୍ମର ବାସୁଦେବା ଦାସ ବାଉଲ ବୀରଭୂମ ଜିଲ୍ଲା ବୋଲପୁର ଅଞ୍ଚଳର ଜଣେ ବାଉଲ ଗାୟକ ତଥା ଜଣେ ଶିକ୍ଷକ। ତାଙ୍କ ସଂଗୀତରେ ବଂଚିବାର ଏହି କଳା ପରିପ୍ରକାଶ ହୋଇଥାଏ।

Want to republish this article? Please write to [email protected] with a cc to [email protected]

Author

Sinchita Parbat

ସିଞ୍ଚିତା ପର୍ବତ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ଭିଡିଓ ସମ୍ପାଦିକା ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ପୂର୍ବରୁ ସିଞ୍ଚିତା ମାଜୀ ନାମରେ ତାଙ୍କର କାହାଣୀଗୁଡ଼ିକ ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।