ଯଦି-ସେ-ଅଟକି-ଯିବ-ମୋର-ଜୀବନ-ଗାଡ଼ି-ମଧ୍ୟ-ଅଟକି-ଯିବ

Kolhapur, Maharashtra

Jul 18, 2021

‘ଯଦି ସେ ଅଟକି ଯିବ, ମୋର ଜୀବନ ଗାଡ଼ି ମଧ୍ୟ ଅଟକି ଯିବ’

ପରୀର ସ୍ୱେଚ୍ଛାସେବୀ ସଙ୍କେତ ଜୈନ ଭାରତର ୩୦୦ ଟି ଗାଁ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଅନ୍ୟାନ୍ୟ କାହାଣୀ ମଧ୍ୟରେ ଏହି କାହାଣୀଟି ପ୍ରସ୍ତୁତ କରିଛନ୍ତି: ଏକ ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଫଟୋଗ୍ରାଫ୍ ଏବଂ ସେହି ଫଟୋଗ୍ରାଫର ଏକ ସ୍କେଚ୍‍। ପରୀର ଏହା ଷଷ୍ଠ ସିରିଜ। ଫଟୋ କିମ୍ବା ସ୍କେଚ୍ ପୁରା ଦେଖିବା ପାଇଁ ସ୍ଲାଇଡରକୁ ଯେକୌଣସି ଉପାୟରେ ଟାଣନ୍ତୁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।