html ଘରେ ବସି ଜାଲ ବୁଣିବା କାମ

ଜୟଶିନ୍ତା ବାନ୍ଦା କିଲ୍ଲାବନ୍ଦର ଗ୍ରାମରେ ଥିବା ତାଙ୍କ ଘରର ବାରଣ୍ଡାରେ ବସି ମାଛ ଧରା ଜାଲ ବୁଣୁଛନ୍ତି । ଏହି ଗ୍ରାମ ମୁମ୍ବାଇ ସହରର ଉତ୍ତର ଭାଗରେ ୧୬ ଶତାବ୍ଦୀରେ ନିର୍ମିତ ବସାଇ ଦୁର୍ଗ ସୀମାରେ ଅବସ୍ଥିତ । ସେ ଏକ ମତ୍ସ୍ୟଜୀବୀ ପରିବାରରୁ ଆସିଛନ୍ତି ଓ ନିଜ ଜାଲ ନିଜେ ବୁଣନ୍ତି । “ଗୋଟିଏ ସମ୍ପୂର୍ଣ୍ଣ କରିବାକୁ ଏକ ମାସ ସମୟ ଲାଗିଥାଏ ବୋଲି”, ସେ କୁହନ୍ତି । ଜୟଶିନ୍ତାଙ୍କ ସ୍ୱାମୀ ଓ ଦୁଇ ପୁଅ ମାଛ ଧରା ଡଙ୍ଗାରେ ଯିବା ପରେ ଓ ତାଙ୍କର ଦୁଇ ଝିଅ ସେମାନଙ୍କ ଚାକିରି ପାଇଁ ମୁମ୍ବାଇ ଯିବା ପରେ, ସେ ଘରର ସମସ୍ତ କାମ ଶେଷକରି ଜାଲ ବୁଣିବା ପାଇଁ ବସିଥାନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Samyukta Shastri

Samyukta Shastri is the content coordinator at the People’s Archive of Rural India. She has a bachelor’s degree in Media Studies from the Symbiosis Centre for Media and Communication, Pune, and a master’s degree in English Literature from SNDT Women's University, Mumbai.

Other stories by Samyukta Shastri