‘ଆଜିକାଲି ଆମେ ସେହି ମାଛଗୁଡ଼ିକୁ ଡିସ୍କଭରି ଚ୍ୟାନେଲରେ ଖୋଜୁଛୁ’
କାଦାଲ ଓସାଇ, ତାମିଲନାଡୁର ରାମନାଥପୁରମ୍ମ ଜିଲ୍ଲାର ପମ୍ବନ ଦ୍ୱୀପରେ ମତ୍ସ୍ୟଜୀବୀମାନଙ୍କର ଏବଂ ସେମାନଙ୍କ ପାଇଁ ଏକ ସାମୂହିକ ରେଡିଓ, ଏହି ସପ୍ତାହରେ ୩ବର୍ଷର ହେଲା। ଏବଂ ଏହା ଚହଳ ସୃଷ୍ଟି କରିଛି- ଜଳବାୟୁ ପରିବର୍ତ୍ତନକୁ ଏହାର ସଦ୍ୟତମ କେନ୍ଦ୍ର କରି



















