୨୯. ମାତୃଭାଷାର କାହାଣୀର ଶୂନଶାନ ଗଳି
ଅନ୍ତର୍ଜାତୀୟମାତୃଭାଷା ଦିବସ ଅବସରରେ, ପରୀଭାଷାଟିମ୍ର ସଦସ୍ୟମାନେ ସେହିସ୍ୱରଗୁଡ଼ିକୁ ମନେ ପକାଉଛନ୍ତି ଯାହାଆମ ପଡ଼ୋଶୀ ଅଞ୍ଚଳର ନିରବତାକୁ ଭାଙ୍ଗିଥିଲା ଏବଂ ଭାଷା ଓମଣିଷମାନଙ୍କ ସହ ଆମର ସମ୍ପର୍କକୁଅକ୍ଷୁର୍ଣ୍ଣ ରଖିଥିଲା
ଫେବୃୟାରୀ୨୧, ୨୦୨୬ | ପରୀ ଭାଷା ଟିମ୍



ଅନ୍ତର୍ଜାତୀୟମାତୃଭାଷା ଦିବସ ଅବସରରେ, ପରୀଭାଷାଟିମ୍ର ସଦସ୍ୟମାନେ ସେହିସ୍ୱରଗୁଡ଼ିକୁ ମନେ ପକାଉଛନ୍ତି ଯାହାଆମ ପଡ଼ୋଶୀ ଅଞ୍ଚଳର ନିରବତାକୁ ଭାଙ୍ଗିଥିଲା ଏବଂ ଭାଷା ଓମଣିଷମାନଙ୍କ ସହ ଆମର ସମ୍ପର୍କକୁଅକ୍ଷୁର୍ଣ୍ଣ ରଖିଥିଲା
ଫେବୃୟାରୀ୨୧, ୨୦୨୬ | ପରୀ ଭାଷା ଟିମ୍
ଗତ କିଛି ମାସ ମଧ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବଙ୍ଗାଳୀ ପ୍ରବାସୀ ଶ୍ରମିକଙ୍କ ଉପରେ, ବିଶେଷ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ, ଆକ୍ରମଣ ଅତ୍ୟନ୍ତ ବୃଦ୍ଧି ପାଇଛି, ଯାହା ସେମାନଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ସୃଷ୍ଟି କରିଛି
ଅଗଷ୍ଟ ୮, ୨୦୨୫ | ଅନିର୍ବଣ ଦେ
କଠୋର ଶୀତ ଏବଂ ସୀମାପାର ଗୁଳିଗୋଳା ମାଡ଼ କାଶ୍ମୀରର ଗୁରେଜ ଉପତ୍ୟକାରେ ବସବାସ କରୁଥିବା ଦର୍ଦ-ଶିନ ସମୁଦାୟର ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାଧ୍ୟ କରିଥାଏ। ଏହି ଋତୁକାଳୀନ ସ୍ଥାନାନ୍ତରଣ ସମୁଦାୟର ଭାଷା ଓ ସଂସ୍କୃତି ଉପରେ ପ୍ରଭାବ ପକାଇଥାଏ
ଅଗଷ୍ଟ ୫, ୨୦୨୫ | ମୁଜାମିଲ ଭଟ
ଝାଡ଼ଖଣ୍ଡର ଜଣେ ଆଦିବାସୀ ଶିକ୍ଷୟିତ୍ରୀ ଏଭଳି ଏକ ପାଠ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି, ଯାହା ଜନଜାତି ସମୁଦାୟର ଅଧିକରୁ ଅଧିକ ପିଲାମାନଙ୍କୁ ଶ୍ରେଣୀଗୃହକୁ ଆକର୍ଷିତ କରୁଛି
ଅଗଷ୍ଟ ୨, ୨୦୨୫ | ସନ୍ଧ୍ୟା ଲାକ୍ରା
ଛୋଟାଉଦେପୁରର ଆବାସିକ ପ୍ରାଥମିକ ବିଦ୍ୟାଳୟରେ ଆଦିଵାସୀ ବାଳିକାମାନେ ମିଳିମିଶି ଖେଳନ୍ତି ଏଵଂ ଗୁଜରାଟୀ ଭାଷାରେ କଥାବାର୍ତ୍ତା କରନ୍ତି-ତେବେ ଏହା ସେମାନଙ୍କର ମାତୃଭାଷା ନୁହେଁ, କିନ୍ତୁ ବର୍ତ୍ତମାନ ଏହି ଭାଷା ପରସ୍ପର କଥାବାର୍ତ୍ତାର ମାଧ୍ୟମ ପାଲଟିଛି
ଜୁଲାଇ ୨୦,୨୦୨୫ | ବନିତା ଭଲଭି
ମଧ୍ୟପ୍ରଦେଶର ଲୋନାଦେଇରେ ବସବାସ କରୁଥିବା ଗୋଣ୍ଡମାନଙ୍କ ପାଇଁ ସେମାନଙ୍କ ମାତୃଭାଷା, କେବଳ ସେମାନେ କହୁଥିବା ଭାଷା ନୁହେଁ- ଏହା ସେମାନଙ୍କର ପରିଚୟ । ସେହି ପରିଚୟର ଆଧାର ଏବେ ସଂକଟରେ
୧୪ ମଇ, ୨୦୨୫ | ପଲ୍ଲବୀ ଚତୁର୍ବେଦୀ
ମୋନପା ପିଲାମାନେ ନିଜ ଭାଷାକୁ ଜୀବନ୍ତ ରଖିବା ପାଇଁ ନିଜ ଭୂମି ଏବଂ ଲୋକଙ୍କ ଗୀତ ଗାଆନ୍ତି
ମଇ ୧୨, ୨୦୨୫ | ସିଞ୍ଚିତା ପରବତ
ଝାଡ଼ଖଣ୍ଡରେ ଅସୁର ସମ୍ପ୍ରଦାୟର ଶ୍ରଦ୍ଧାନନ୍ଦ ନିଜ ମାତୃଭାଷାରେ ଗୀତ ଲେଖିଥା’ନ୍ତି
ଏପ୍ରିଲ୍ ୨୪, ୨୦୨୫ | ଦେବେଶ ଏବଂ ଶ୍ରଦ୍ଧାନନ୍ଦ ଆସୁର
ଶିମଗା ହେଉଛି ଖରାଦିନ ଆରମ୍ଭରେ ମହାରାଷ୍ଟ୍ରର ଏକାଧିକ ଗୋଷ୍ଠୀର ଲୋକେ ପାଳନ କରୁଥିବା ଏକ ସ୍ଵତନ୍ତ୍ର ଉତ୍ସବ। ଏଠାରେ ବର୍ଣ୍ଣନା କରାଯାଇଛି ୱର୍ଲିର ଆଦିବାସୀମାନେ ଏହି ଉତ୍ସବକୁ କେଉଁଭଳି ପାଳନ କରନ୍ତି
ମାର୍ଚ୍ଚ ୨୭,୨୦୨୫ | ଶନି ଏକନାଥ ସୋନାଭାନେ ଏବଂ ମମତା ପାରେଡ
ଗାୟିକା ଏବଂ ୟୁଟ୍ୟୁବର୍ ଆଫିୟା ଖାତୁନ ଅହମୀୟାରେ ଗୋଟିଏ ଗୀତ ଗାଇବା କାରଣରୁ ସୋସିଆଲ ମିଡିଆରେ ତାଙ୍କର ପରିଚୟକୁ ନେଇ ପ୍ରଶ୍ନ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହା ସତ୍ତ୍ୱେ ସେ ନିଜ କଳାକୁ ଜାରି ରଖିଛନ୍ତି
୧୩ ମାର୍ଚ୍ଚ, ୨୦୨୫ | ଅରଶଦ ଅହମଦ
ଏକଦା ଛତିଶଗଡ଼ର ଅନେକ ପରିବାର ଖଡ଼ିଆ ଭାଷାରେ କଥା ହେଉଥିଲେ, ଆଜି ଏହା ପାଟନଦାଦର ଗାଁର ଜଣେ ମା’ଙ୍କ ମୁହଁରେ ଜୀବିତ ରହିଛି । ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୨୫ ଉପଲକ୍ଷେ ଏକ କାହାଣୀ
ଫେବୃଆରୀ ୨୧, ୨୦୨୫ | ନିର୍ମଳ କୁମାର ସାହୁ
ପଶ୍ଚିମ କାମେଙ୍ଗ ଜିଲ୍ଲାର ଚୁଗ୍ ଗ୍ରାମରେ କରଚୁଙ୍ଗ ଜଣେ ସମ୍ମାନସ୍ପଦ ବାହାଘର ଗାୟକ ଭାବେ ବିବେଚିତ ହୋଇଥା’ନ୍ତି
ଅକ୍ଟୋବର ୦୯,୨୦୨୪ | ସିଞ୍ଚିତା ପରବତ
ଭରିଆ ଚାଷୀ କମଲେଶ ଡାଣ୍ଡୋଲିୟା ଜଣେ ଜଣେ ବିଶିଷ୍ଟ ଲେଖକ ଓ ଭାଷାବିତ୍। ସେ କୁହନ୍ତି, ତାଙ୍କର ମାତୃଭାଷା ଭରିଆଟି ହିନ୍ଦୀର ପ୍ରଭାବ କାରଣରୁ ଆଧାର ହରାଉଛି, ବାସ୍ତବରେ ଏହି ଭାଷାର ଏକ ବଡ଼ ଭାଗ ଅନେକ ପରିମାଣରେ ଲୁପ୍ତ ହୋଇଯାଇଛି
ଭାଲଚନ୍ଦ୍ର ଧନଗରେ ଆଦିବାସୀ ପିଲାମାନଙ୍କୁ ପାଠ ପଢ଼ାନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶ ୱାର୍ଲି ଭାଷୀ ଅଟନ୍ତି। ଏହି ଲୁପ୍ତପ୍ରାୟ ଭାଷା ଏବେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ାର ଅଂଶବିଶେଷ ପାଲଟିଛି। ଗୁରୁ ଦିବସ ପାଇଁ ଗୋଟିଏ କାହାଣୀ
ଝାଡ଼ଖଣ୍ଡର ପରହିୟା, ମାଲ ପାହାଡ଼ିଆ ଏବଂ ଶବର ଆଦିବାସୀ ସଂପ୍ରଦାୟ, ସେମାନଙ୍କ ବିଲୁପ୍ତପ୍ରାୟ ମାତୃଭାଷାର ସଂରକ୍ଷଣ ଦିଗରେ ଉଦ୍ୟମ ସ୍ୱରୂପ ମୌଖିକ ଭାଷା ପରମ୍ପରା ଭିତ୍ତିରେ ବ୍ୟାକରଣ ଓ ବର୍ଣ୍ଣମାଳା ବହି ପ୍ରସ୍ତୁତ କରୁଛନ୍ତି । ବିଶ୍ୱ ଆଦିମ ଅଧିବାସୀ ଦିବସ ଅବସରରେ ‘ପରୀ’ର ଲୁପ୍ତପ୍ରାୟ ଭାଷା ପ୍ରକଳ୍ପ ଲାଗି ଏକ ଆଲେଖ୍ୟ
ୟବତମାଲର କୋଲାମ ଆଦିବାସୀ ମୁଖ୍ୟତଃ କପା ଚାଷୀ ହୋଇଥିବା ବେଳେ ସେମାନଙ୍କ ଭାଷା ଲୋପ ପାଇଯିବାର ଆଶଙ୍କା ଦେଖା ଦେଇଛି । ପରୀର ବିଲୁପ୍ତପ୍ରାୟ ଭାଷା ପ୍ରକଳ୍ପ (ଇଏଲପି) ଏହି ଆଦିବାସୀ, ସେମାନଙ୍କର ଜୀବିକା ଓ ସେମାନଙ୍କ ଭାଷାକୁ ନେଇ ରହିଥିବା ଆହ୍ୱାନକୁ ନିକଟରୁ ଅନୁଧ୍ୟାନ କରିବା ପାଇଁ ପ୍ରୟାସ କରିଛି
ଭିକ୍ଲ୍ୟା ଲାଡ୍କ୍ୟା ଧିନ୍ଦା ହେଉଛନ୍ତି ଜଣେ ୱର୍ଲି ଆଦିବାସୀ। ଏହି ୮୯ ବର୍ଷ ବୟସ୍କ ସଙ୍ଗୀତଜ୍ଞ ୱାଲ୍ୱାନ୍ଦେରେ ରୁହନ୍ତି ଏବଂ ବାଉଁଶ ଓ ଶୁଖିଲା ଲାଉରୁ ତିଆରି ଏକ ପାରମ୍ପରିକ ବାଦ୍ୟଯନ୍ତ୍ର ତାରପା ବଜାନ୍ତି। ତାଙ୍କ କହିବା ଅନୁଯାୟୀ ତାଙ୍କର ସଙ୍ଗୀତ ଓ ବିଶ୍ୱାସର କାହାଣୀ ଶୁଣନ୍ତୁ
ଆନ୍ତର୍ଜାତୀୟ ମାତୃଭାଷା ଦିବସରେ, ପରୀ ଭାଷାର ଭାରତୀୟ ଭାଷାର ସମ୍ପାଦକମଣ୍ଡଳୀ ମିଳିତ ଭାବରେ ବିଭିନ୍ନ ଅଞ୍ଚଳରୁ ୧୪ଟି ଭିନ୍ନ ଭିନ୍ନ ଭାଷାରେ ହଜିଯାଉଥିବା ଶବ୍ଦ ସମ୍ପର୍କରେ ସ୍ମୃତିଚାରଣ କରିଛନ୍ତି
ପରୀରେ ପ୍ରକାଶ ପାଉଥିବା ପ୍ରତ୍ୟେକ କାହାଣୀ ୧୪ଟି ଭାରତୀୟ ଭାଷାରେ ପୁନର୍ବାର ଭିନ୍ନ ରୂପ ନେଇଥାଏ। ଏହି ପ୍ରକ୍ରିୟାରେ ସାମିଲ ରହିଥିବା ସୁଖ ଓ ଦୁଃଖ ପ୍ରାୟତଃ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥାଏ। ୩୦ ସେପ୍ଟେମ୍ବରରେ ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଅନୁବାଦ ଦିବସରେ, ଆମ ଭାରତୀୟ ଭାଷା ସମ୍ପାଦକମାନେ ନିଜ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଛନ୍ତି
ସେପ୍ଟେମ୍ବର ୩୦, ୨୦୨୩ | ପରୀ ଭାଷା ଟିମ୍
କମ୍ପ୍ୟୁଟର କୋଡିଂ ଉପଯୋଗ ବଳରେ ଦୁଇଟି ପଞ୍ଜାବୀ ଲିପିର ଆକ୍ଷରିକ ଅନୁବାଦ କରି ପାକିସ୍ତାନର ପଞ୍ଜାବରେ ଗୁରମୁଖୀ ଭାଷା ଏବଂ ଭାରତର ପଞ୍ଜାବରେ ଶାହମୁଖୀ ଭାଷାର ପୁନଃ ପ୍ରଚଳନ କରାଇଛନ୍ତି ୯୦ ବର୍ଷୀୟ ଜଣେ ପୂର୍ବତନ ବିଏସ୍ଏଫ୍ କମାଣ୍ଡାଣ୍ଟ
ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ, ପରୀ ସାରା ଭାରତର ପ୍ରବାସୀ ଶ୍ରମିକଙ୍କ ନିକଟରେ ପହଞ୍ଚିଛି ଯାହାଫଳରେ ସେମାନଙ୍କ ଜୀବନ ଉପରେ ଭୂମି, ଭାଷା ଓ ଜୀବିକାଗୁଡ଼ିକ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବୁଝିପାରିବ
ବିଚ୍ଛିନ୍ନତା ଏବଂ ଅସୂୟାର ଏହି ସମୟରେ ଜଣେ କବି ପ୍ରେମ ଏବଂ ସ୍ୱାଧୀନତାର ଭାଷା ଖୋଜୁଛନ୍ତି । ଏବଂ ସେ କେଉଁଠି ପହଞ୍ଚିଛନ୍ତି, ସେ ପହଞ୍ଚିଛନ୍ତି ନୀରବ କରାଇ ଦିଆଯାଇଥିବା ଇତିହାସରୁ ଉଠୁଥିବା ମାତୃଭାଷାଗୁଡ଼ିକର ବୁଢ଼ିଆଣି ଜାଲରେ
ଏକ ସାଧାରଣ ଜାତୀୟ ଭାଷା ନିମନ୍ତେ ଜଣେ ମନ୍ତ୍ରୀଙ୍କର ଆନ୍ତରିକ ନିବେଦନ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଭାବନାତ୍ମକ ବିତର୍କ କବିଙ୍କୁ ବାବେଲ୍ର ଟାଓ୍ୱାରକୁ ପୁଣି ଫେରାଇ ନେଇଛି
ନଭେମ୍ବର ୨୩, ୨୦୨୨ | ଗୋକୁଳ ଜି.କେ.
ଆମର ସହାବସ୍ଥାନ ଏବଂ ଆମ ଭାଷାଠାରୁ ଊର୍ଦ୍ଧ୍ୱରେ ଏକ ବିବିଧତାରେ ଭରପୂର ଦୁନିଆରେ ପ୍ରବେଶ କରି ପରୀର ଅନୁବାଦକମାନେ ମିଳିତ ଭାବରେ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରୁଛନ୍ତି
ଆଜି ସେପ୍ଟେମ୍ବର ୩୦, ଆନ୍ତର୍ଜାତୀୟ ଅନୁବାଦ ଦିବସ । ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ୧୩ଟି ଭାଷାରେ ପ୍ରକାଶ କରିଥାଏ – ତାହା ଅନ୍ୟ ଯେ କୌଣସି ସାମ୍ବାଦିକତା ୱେବ୍ସାଇଟ୍ ତୁଳନାରେ ଅଧିକ
ଭୋଜପୁରିରୁ ତାମିଲ ମରାଠି- ସତ୍ୟମ ନିଶାଦ, ରଘୁ ପାଲ ଏବଂ ଖୁସି ରାହିଦାସଙ୍କ ପରି ଅନେକ ପିଲା ସେମାନଙ୍କ ପିତାମାତା ଦୈନିକ ମଜୁରୀର ସନ୍ଧାନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଗୋଟିଏ ନୂଆ ଭାଷା ଶିଖିବା ପାଇଁ ଏବଂ ସ୍କୁଲରେ ପଢ଼ିବା ପାଇଁ ସଂଘର୍ଷ କରନ୍ତି
ତାମିଲନାଡୁର ନୀଳଗିରି ଜିଲ୍ଲାରେ ଦିନ ମଜୁରିଆ ପରିବାରରୁ ଆସିଥିବା ରବି ବିଶ୍ୱନାଥନ ଖୁବ୍ ଶୀଘ୍ର ପ୍ରଥମ ଆଲୁକୁରୁମ୍ବା ଭାବେ ପିଏଚଡି ଡିଗ୍ରୀ ହାସଲ କରିବେ। ତାଙ୍କ ଆଦିବାସୀ ସଂପ୍ରଦାୟର ବିଲୁପ୍ତ ଭାଷା ସମ୍ପର୍କରେ ସେ ଥେସିସ୍ ଉପସ୍ଥାପନ କରିଛନ୍ତି।
ସାନ୍ତାଳ, ମୁଣ୍ଡା, ଓରାଓଁ ଓ ହୋ ମାନଙ୍କର ଗୀତ ଓ ନୃତ୍ୟ ସେମାନଙ୍କର ଭାଷାକୁ ସଂରକ୍ଷିତ ରଖେ ଓ ଆୟ ମଧ୍ୟ ଦିଏ
ଡିସେମ୍ବର ୧୬, ୨୦୧୬ | ଉର୍ବଶୀ ସରକାର୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/endangered-languages-project-or