ପ୍ରତ୍ୟେକ ଲେଖକ ଭାବନ୍ତି, ‘‘ମୁଁମୋ ଶବ୍ଦକୁନେଇ କାହାଉପରେ ଭରସାକରିବି?’’
ଅନ୍ୟମାନେ ପଢ଼ିବା ପୂର୍ବରୁ ସବୁବେଳେଏମିତି ଜଣେ ବ୍ୟକ୍ତି ଥାଆନ୍ତି ଯିଏଏହାକୁ ସର୍ବପ୍ରଥମେଶୁଣନ୍ତି।ଶ୍ରଦ୍ଧାନନ୍ଦ ଅସୁରଙ୍କପାଇଁ ସେହିବ୍ୟକ୍ତି ଯିଏକି ଗତ୧୮ ବର୍ଷମଧ୍ୟରେ ବଦଳିନାହାନ୍ତି।
‘‘ମୁଁ ଅଥନାସକୁ ଏହାଶୁଣାଇଥାଏ,’’ ସେକୁହନ୍ତି। ‘‘ମୋ ଜୀବନରେମୁଁ ଲେଖିଥିବାପ୍ରଥମ ଗୀତ - ଏକ ୟେଶୁ ଗୀତ ତା’ ପାଇଁଥିଲା।’’ ସେ ତାଙ୍କରସବୁଠୁ ନିବିଡ଼ବନ୍ଧୁ ଏବଂତାଙ୍କର ପ୍ରଥମଶ୍ରୋତାଙ୍କ ଆଡ଼କୁଦେଖନ୍ତି।କିଛି ସେକେଣ୍ଡପରେ ସେମାନେଠୋ ଠୋହୋଇ ହସନ୍ତି।
ଶ୍ରଦ୍ଧାନନ୍ଦ ଏବଂ ଅଥନାସ ଉଭୟଝାଡ଼ଖଣ୍ଡରେ ଥିବାଲୁପୁଙ୍ଗପାଟ ଗ୍ରାମରବାସିନ୍ଦା।ଛୋଟ ବେଳେସେମାନେ ଏକାଠିସ୍କୁଲ୍ ଯାଉଥିଲେ। ଦିନେ, ସେମାନେରୋମାନ କ୍ୟାଥୋଲିକ୍ ପ୍ରାଥମିକ ବିଦ୍ୟାଳୟକୁଯିବା ବାଟରେଶ୍ରଦ୍ଧାନନ୍ଦ ଦେଖିଲେଯେ ଅଥନାସଚିନ୍ତିତ ଜଣାପଡ଼ୁଛି। ‘‘ଅଥନାସର ଗୀତଗାଇବା ପାଳିଥିଲା,’’ ସେମନେ ପକାଇଥା’ନ୍ତି। ବାର୍ଷିକ ମୂଲ୍ୟାଙ୍କନନିମନ୍ତେ ଗୀତଆବୃତ୍ତି ପାଇଁମାର୍କ ମିଳିଥାଏ।
ଏହିବାଳକମାନେ ଅସୁରସମ୍ପ୍ରଦାୟର ନିବାସୀଯେଉଁମାନଙ୍କୁ ଝାଡ଼ଖଣ୍ଡରେଅତି ଆପଦଗ୍ରସ୍ତଜନଜାତି ସମ୍ପ୍ରଦାୟଭାବେ ତାଲିକାଭୁକ୍ତକରାଯାଇଛି । ଜନ୍ମରୁ ଅଥନାସଙ୍କବାମ ହାତସ୍ୱାଭାବିକ ଭାବେବିକଶିତ ହୋଇପାରିନଥିଲା। ସମସ୍ତେ କେମିତି ‘‘ତାକୁ ଲୁଲା (ପଙ୍ଗୁ) ବାଠୁଠା (ଅକ୍ଷମ) ବୋଲି ଡାକୁଥିଲେ’’ ସେ କଥାମନେ ପକାଇବାସମୟରେ ଶ୍ରଦ୍ଧାନନ୍ଦଙ୍କମୁହଁରୁ ହସଲିଭିଯାଏ।














