violence-against-women-in-india-or

Oct 15, 2024

ଭାରତରେ ମହିଳାମାନଙ୍କୁ ନିର୍ଯ୍ୟାତନା

ଅଧିକାଂଶତଃ ନିଷ୍ଠୁର ଭାବେ ବଳ ପ୍ରୟୋଗ କରି ମହିଳାମାନଙ୍କୁ ଦୁର୍ବ୍ୟବହାର ଓ ଉତ୍ପୀଡନ ଜରିଆରେ ସେମାନଙ୍କ ଚଳପ୍ରଚଳକୁ ସୀମିତ କରିବା ତଥା ସେମାନଙ୍କ ଶାରୀରିକ ଓ ମାନସିକ ସୁରକ୍ଷା ସମ୍ପର୍କରେ ଏହା ହେଉଛି ‘ପରୀ’ ପାଠାଗାର ବୁଲେଟିନ ମଧ୍ୟରୁ ଗୋଟିଏ

Want to republish this article? Please write to [email protected] with a cc to [email protected]

Author

PARI Library Team

ଲୋକଙ୍କ ଦୈନନ୍ଦିନ ଜୀବନ ସଂପର୍କିତ ଏକ ଉପାଦେୟ ସମ୍ବଳ ସଂଗ୍ରହାଗାର ସ୍ଥାପନ ଦିଗରେ PARI ଲାଇବ୍ରେରୀ ଟିମ୍‌ର ସଦସ୍ୟ ଦୀପାଞ୍ଜଳି ସିଂହ, ସ୍ୱଦେଶା ଶର୍ମା ଏବଂ ସିଦ୍ଧିତା ସୋନାବାନେ ଆବଶ୍ୟକ ନଥିପତ୍ର ପ୍ରସ୍ତୁତି ଦିଗରେ ଉଦ୍ୟମରତ।

Author

Dipanjali Singh

ଦିପାଞ୍ଜଳି ସିଂହ ପିପୁଲ୍ସ ଆରକାଇଭସ୍ ଅଫ୍ ରୁରାଲ ଇଣ୍ଡିଆରେ ବରିଷ୍ଠ ସହାୟକ ସମ୍ପାଦକ। ସେ ମଧ୍ୟ ପରୀ ଲାଇବ୍ରେରୀ ପାଇଁ ବିଭିନ୍ନ ଦସ୍ତାବିଜ୍ ର ଗବେଷଣା ଓ ପ୍ରସ୍ତୁତି କରନ୍ତି ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।