ଗ୍ରାମୀଣ ଭାରତରେ ବିବିଧଲିଙ୍ଗୀ ବ୍ୟକ୍ତିଙ୍କ ନିତିଦିନିଆ ଜୀବନ
ସମଲିଙ୍ଗୀ ବ୍ୟକ୍ତିମାନଙ୍କ ପକ୍ଷରୁ ସ୍ୱାଭିମାନ ମାସ ପାଳନ ଅବସରରେ, ବଡ଼ ବଡ଼ ନଗର ଓ ସହରଠାରୁ ଦୂରରେ, ଗ୍ରାମାଞ୍ଚଳରେ ରହୁଥିବା ଏବଂ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମାଜିକ ବାସନ୍ଦର ସମ୍ମୁଖୀନ ହୋଇ ଆସୁଥିବା ବିବିଧଲିଙ୍ଗୀ ସଂପ୍ରଦାୟର ସ୍ୱର ଏବଂ ସେମାନଙ୍କ ସଂପର୍କିତ ତଥ୍ୟ ଉପରେ ଆଲୋକପାତ କରେ PARI ଲାଇବ୍ରେରୀ ଟିମ୍











