ପାହାଡ଼ି-ଇଲାକାର-ମହୁ-ଶିକାରୀ

The Nilgiris, Tamil Nadu

Mar 27, 2020

ପାହାଡ଼ି ଇଲାକାର ମହୁ ଶିକାରୀ

ତାମିଲନାଡୁର ନୀଳଗିରି ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ବିକ୍କାପାତିମୁଣ୍ଡ ଗାଁର ଟୋଡ଼ା ଅଧିବାସୀମାନେ ନିହାତି ସରଳ ଉପାୟରେ ମହୁ ସଂଗ୍ରହ କରନ୍ତି ଏବଂ ପ୍ରତି ୧୨ ବର୍ଷରେ ଥରେ କୁରିଞ୍ଜି ଫୁଲ ଫୁଟିବାକୁ ଅପେକ୍ଷା କରନ୍ତି, ଯେଉଁ ଫୁଲରୁ ମହୁମାଛିମାନେ ଏକ ବିଶେଷ ଧରଣର ମହୁ ପ୍ରସ୍ତୁତ କରନ୍ତି

Want to republish this article? Please write to [email protected] with a cc to [email protected]

Author

Audra Caroline Bass

Audra Caroline Bass is an American India Foundation Clinton Fellow, who worked (September 2016-June 2017) at the Keystone Foundation in Kotagiri, Tamil Nadu. Her project here included collecting the stories of honey hunters.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।