ଗ୍ରାମୀଣ-ମହିଳାମାନେ-ମାଇଲ୍‌-ଖୁଣ୍ଟି-ଚକି-ପଥର-ଏବଂ-କୋଟିପତିମାନେ

Sambalpur, Odisha

May 11, 2021

ଗ୍ରାମୀଣ ମହିଳାମାନେ: ମାଇଲ୍‌ ଖୁଣ୍ଟି, ଚକି ପଥର ଏବଂ କୋଟିପତିମାନେ

Want to republish this article? Please write to [email protected] with a cc to [email protected]

Author

P. Sainath & Ananya Mukherjee

ପି. ସାଇନାଥ ହେଉଛନ୍ତି ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ୍ ଇଣ୍ଡିଆର ସଂସ୍ଥାପକ- ସମ୍ପାଦକ । ସେ କେଇ ଦଶକ ଧରି ଗ୍ରାମୀଣ ରିପୋର୍ଟର ରହିଆସିଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରିବଡି ଲଭ୍‌ସ ଏ ଗୁଡ୍ ଡ୍ରାଉଟ୍‌’ର ଲେଖକ । ଅନନ୍ୟା ମୁଖାର୍ଜୀ ହେଉଛନ୍ତି ଟରୋଣ୍ଟ ସ୍ଥିତ ୟର୍କ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ । ଏହି ନିବନ୍ଧଟିକୁ ସୂଚନା ପ୍ରଦାନ କରିଥିବା ଅନନ୍ୟା ସୋସିଆଲ୍‌ ସାଇନ୍ସ ରିସର୍ଚ କାଉନ୍‌ସିଲ୍ ଅଫ୍‌ କାନାଡ଼ା (ଏସ୍ଏସ୍‌ଏଚ୍‌ଆର୍‌ସି) ଏବଂ ଶାସ୍ତ୍ରୀ ଇଣ୍ଡୋ- କାନାଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ପ୍ରତି କୃତଜ୍ଞ । ସେ ମଧ୍ୟ ସ୍ୱୀକାର କରନ୍ତି ଯେ ଏହି ଅଧ୍ୟୟନର ଏକ ଅଂଶ ପୂର୍ବରୁ ଅନ୍ୟ ଏକ ସ୍ୱରୂପରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।