ମହିଳାମାନେ-କାମ-କରନ୍ତି-କିନ୍ତୁ-ତାହା-ଦେଖାଯାଏ-ନାହିଁ-ଏକ-ଅନଲାଇନ୍‌-ଫଟୋ-ପ୍ରଦର୍ଶନୀ

Mumbai, Maharashtra

Feb 22, 2022

ମହିଳାମାନେ କାମ କରନ୍ତି କିନ୍ତୁ ତାହା ଦେଖାଯାଏ ନାହିଁ: ଏକ ଅନଲାଇନ୍‌ ଫଟୋ ପ୍ରଦର୍ଶନୀ

ମହିଳାମାନେ କାମ କରନ୍ତି କିନ୍ତୁ ତାହା ଦେଖାଯାଏ ନାହିଁ - ଏହା ସମ୍ଭବତଃ ଏହି ଧରଣର ସଂପୂର୍ଣ୍ଣ ଭାବେ ଡିଜିଟାଇଜ୍‌ ହୋଇଥିବା ପ୍ରଥମ ଷ୍ଟିଲ୍‌-ଫଟୋ ପ୍ରଦର୍ଶନୀ ଯାହା ଏକ ଭୌତିକ ପ୍ରଦର୍ଶନୀକୁ ଅନଲାଇନ୍ ମାଧ୍ୟମରେ ସୃଜନାତ୍ମକ ଭାବେ ଉପସ୍ଥାପନ କରିଥାଏ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।