‘ଦୃଶ୍ୟ କାର୍ଯ୍ୟ, ଅଦୃଶ୍ୟ ମହିଳା’ , ଏକ ପୂର୍ଣ୍ଣ ସଂଗୃହୀତ, କମ୍ପ୍ୟୁଟରୀକୃତ ସ୍ଥିର ଚିତ୍ର ପ୍ରଦର୍ଶନୀ। ଜଣେ ଦର୍ଶକ ସମସ୍ତ ପ୍ରଦର୍ଶନୀକୁ ଏହି ଗୋଟିଏ ଭିଡିଓ ଭିତରେ ପାଇପାରିବେ। ଏଥିରେ ରହିଛି ମୂଳ ଫଟୋ ଏବଂ ଫଟୋ ତଳେ ବିବରଣୀ ପୁନଃଲିଖିତ ହୋଇଛି। ସମସ୍ତ ଫଟୋ ପି. ସାଇନାଥ ଉତ୍ତୋଳନ କରିଛନ୍ତି। ୧୯୯୩ ରୁ ୨୦୦୨ ମଧ୍ୟରେ ଏହି ସବୁ ଫଟୋ ଭାରତର ୧୦ଟି ରାଜ୍ୟରେ ଉତ୍ତୋଳନ କରାଯାଇଛି। ଏସବୁ ଆର୍ଥିକ ସଂସ୍କାରର ପ୍ରଥମ ଦଶନ୍ଧି ଏବଂ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ ହେବାର ଦୁଇ ବର୍ଷ ପୂର୍ବ ସମୟର ଫଟୋ।

ଅନୁବାଦ: ଓଡ଼ିଶାଲାଇଭ୍

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପି.ସାଇନାଥ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE