ଟ୍ୟୁବ୍ରି-ପ୍ରତିଯୋଗିତା

Hāora, West Bengal

Aug 25, 2020

ଟ୍ୟୁବ୍ରି ପ୍ରତିଯୋଗିତା

ପଶ୍ଚିମବଙ୍ଗର ମକର୍ଦାହ ଗାଁର ପୁରବନ୍ନାପାରା ସମ୍ପ୍ରଦାୟ ଉଜ୍ଜ୍ୱଳ ତଥା ବୃହତ୍ତମ ‘ଟ୍ୟୁବ୍ରି’ ବା ଆତସବାଜି - ମହମବତୀ ତିଆରି ପାଇଁ ବାର୍ଷିକ 'ପ୍ରତିଯୋଗିତା' ଆୟୋଜନ କରିଥାଏ।

Want to republish this article? Please write to [email protected] with a cc to [email protected]

Author

Madhusree Mukerjee

ମଧୁଶ୍ରୀ ମୁଖାର୍ଜୀ ଜଣେ ସାମ୍ବାଦିକ ଏବଂ ‘ଚର୍ଚ୍ଚିଲ୍‌’ସ ସିକ୍ରେଟ୍‌ ଓ୍ୱାର୍‌: ଦି ବ୍ରିଟିଶ୍‌ ଏମ୍ପାୟାର ଆଣ୍ଡ୍‌ ଦି ରାଭେଜିଂ ଅଫ୍‌ ଇଣ୍ଡିଆ ଡିୟୁରିଂ ଓ୍ୱାର୍ଲ୍ଡ ଓ୍ୱାର୍‌ ଟୁ’ ଏବଂ ‘ଦି ଲ୍ୟାଣ୍ଡ୍‌ ଅଫ୍‌ ନେକେଡ୍‌ ପିପୁଲ: ଏନ୍‌କାଉଣ୍ଟର୍ସ ଉଇଥ୍‌ ଷ୍ଟୋନ୍‌ ଏଜ୍‌ ଆଇସଲ୍ୟାଣ୍ଡର୍ସର ଲେଖକ। ସେ ମଧ୍ୟ ଜଣେ ଭୌତିକ ବିଜ୍ଞାନୀ ଏବଂ ‘ସାଇଣ୍ଟିଫିକ୍‌ ଆମେରିକାନ’ ପତ୍ରିକାର ବୋର୍ଡ ଅଫ୍‌ ଏଡିଟର୍ସରେ କାର୍ଯ୍ୟ କରିଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।