PHOTO • P. Sainath

ଗ୍ରାମାଞ୍ଚଳର ଭାରତୀୟ ଥିଲେ ସ୍ୱାଧୀନତା ସଂଗ୍ରାମର ପଦାତିକ ବାହିନୀ ଏବଂ ଅନେକ ବଡବଡ ଉପନିବେଶବିରୋଧୀ ଆନ୍ଦୋଳନର ନେତା। ବ୍ରିଟିଶ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ସେମାନଙ୍କ ମଧ୍ୟରୁ ଅଗଣିତ ଲୋକ ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି। ଯେଉଁମାନେ ମୁକ୍ତ ଭାରତ ଦେଖିବା ପାଇଁ ସମସ୍ତ ପୀଡାକୁ ସହି ବଞ୍ଚିରହିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂଗ୍ରାମୀଙ୍କୁ ସ୍ୱାଧୀନୋତ୍ତର ଭାରତ ଭୁଲିଗଲା। ୧୯୯୦ ମସିହାରୁ ମୁଁ ସେହି ସଂଗ୍ରାମୀଙ୍କ ଜୀବନୀ ସାଉଁଟୁଛି, ଯେଉଁମାନଙ୍କୁ ଦେଶ ଭୁଲିଯାଇଛି। ସେହି ଶେଷ ସନ୍ତକମାନଙ୍କ ମଧ୍ୟରୁ ୫ ଜଣଙ୍କ କାହାଣୀ ଏଠାରେ ଉପସ୍ଥାପନ କରୁଛି।

PHOTO • P. Sainath
PHOTO • P. Sainath
PHOTO • P. Sainath
PHOTO • P. Sainath

ଲକ୍ଷ୍ମୀ ପଣ୍ଡାଙ୍କ ଅନ୍ତିମ ସଂଘର୍ଷ

PHOTO • P. Sainath

ଅହିଂସାର ନଅ ଦଶନ୍ଧି

ପ୍ରଥମେ ଟାଇମ୍‌ସ ଅଫ ଇଣ୍ଡିଆରେ ପ୍ରକାଶ ପାଇଥିବା ଏହି ପାଞ୍ଚଟି କାହାଣୀକୁ ଏଠାରେ ଅନେକ ଫଟୋ ସହ ପୁନଃପ୍ରକାଶ କରାଯାଉଛି। ମହାନ ବିପ୍ଳବରେ ସାମିଲ ହୋଇଥିବା ସେହିସବୁ ଗାଁର ସ୍ମୃତି ଏହି 'ସ୍ୱାଧୀନତା ସଂଗ୍ରାମର ବିସ୍ମୃତ କାହାଣୀ' ଶୀର୍ଷକ ଶୃଙ୍ଖଳାରେ ଜଡେଇ ହୋଇ ରହିଛି। ଭାରତର ସ୍ୱାଧୀନତା ପଞ୍ଝାଏ ସହରୀ ସମ୍ଭ୍ରାନ୍ତଙ୍କ ଅବଦାନ ନୁହେଁ। ମୁକ୍ତି ସଂଗ୍ରାମରେ ଗ୍ରାମାଞ୍ଚଳ ଭାରତୀୟଙ୍କ ସଂଖ୍ୟା ଥିଲା ବହୁ ଅଧିକ। ସେମାନେ ଏକା ସାଙ୍ଗରେ ଏକାଧିକ ସ୍ୱାଧୀନତା ପାଇଁ ଲଢେଇ କରୁଥିଲେ। ୧୮୫୭ର ଅନେକ ଯୁଦ୍ଧ, ଯେମିତିକି ମୁମ୍ବାଇ ଏବଂ କୋଲକାତାରେ ବ୍ରିଟିଶର ସଫଳତା ପାଇଁ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ଏକାଠି ହେଉଥିବାବେଳେ ଗ୍ରାମାଞ୍ଚଳରେ ସ୍ୱାଧୀନତା ସଂଗ୍ରାମର ହାଓ୍ୱା ବହୁଥିଲା। ୧୯୯୭ରେ, ସ୍ୱାଧୀନତାର ୫୦ ବର୍ଷ ପରେ ମୁଁ ସେମିତି କେତେକ ଗାଁକୁ ଯାଇଥିଲି। ଯେଉଁଠି ଆପଣ ଏସବୁ କାହାଣୀ ପାଇପାରିବେ।

PHOTO • P. Sainath
Godavari: and the police still await an attack
• East Godavari, Andhra Pradesh

ଗୋଦାବରୀ: ଆଉ ଏକ ଆକ୍ରମଣ ଅପେକ୍ଷାରେ ପୋଲିସ୍

PHOTO • P. Sainath
PHOTO • P. Sainath

କାଲାଇସେରୀ: ସୁମୁକାନଙ୍କ ସନ୍ଧାନରେ

Kalliasseri: still fighting at 50
• Kannur district, Kerala

କାଲ୍ଲିଆସେରୀ : ୫୦ରେ ତଥାପି ସଂଗ୍ରାମ କରୁଛି

ଭାରତର ୬୯ତମ ସ୍ୱାଧୀନତା ଦିବସରେ ୧୦ଟି କାହାଣୀର ସ୍ମୃତିଚାରଣ

ସ୍ୱାଧୀନତା ସଂଗ୍ରାମର ୧୦ଟି କାହାଣୀ

(ବଞ୍ଚି ରହିଥିବା ଶେଷ ସ୍ୱାଧୀନତା ସଂଗ୍ରାମୀଙ୍କ ପାଖରେ ପହଞ୍ଚିବା ଏବଂ ତଥ୍ୟ ସଂଗ୍ରହ କରିବା ଦିଗରେ ପରୀ ନିଜର ଉଦ୍ୟମ ଜାରି ରଖିଛି)

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପି.ସାଇନାଥ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE