ଭାରତର ବୃହତ୍ତମ ଐତିହାସିକ ସଂଗ୍ରହ ସମସ୍ତଙ୍କର ସହଭାଗିତା ଆବଶ୍ୟକ କରେ

ସାରା ଦେଶ ଭ୍ରମଣ କରନ୍ତୁ - କିପରି ଏଇଠି ଜାଣନ୍ତୁ

ଭାରତୀୟ ଗ୍ରାମାଞ୍ଚଳର ସ୍ୱତନ୍ତ୍ର ଜାତୀୟ ଜ୍ଞାନର ଭଣ୍ଡାର ଗଠନରେ ଆମ ସହିତ ଯୋଗ ଦିଅନ୍ତୁ।

ଆପଣ ନିଜ ବିଷୟରେ ଆମକୁ କିଛି କହି ଆରମ୍ଭ କରିପାରିବେ।

ପ୍ରୋଫାଇଲ୍ ଫର୍ମ ପୂରଣ କରନ୍ତୁ

ବିଷୟବସ୍ତୁ ଯୋଗଦାନ କରନ୍ତୁ

ଲେଖନ୍ତୁ/ସମ୍ପାଦନା କରନ୍ତୁ/ଫଟୋଗ୍ରାଫ୍

ଆପଣ ରହିଥିବା ଫିଲ୍ମ ପାଇଁ ଲେଖାଲେଖି କରିବେ ଏବଂ ଲେଖା ଯାଇଥିବା ବିଷୟବସ୍ତୁ ସମ୍ପାଦନା କରିପାରିବେ କିନ୍ତୁ ଏଥିପାଇଁ ଆପଣଙ୍କର ସମ୍ପାଦକର ତୀକ୍ଷ୍‌ଣ ନଜର ରହିଥିବା ଆବଶ୍ୟକ। ଆପଣ ମଧ୍ୟ ଆମର ମୁଦ୍ରଣ ବିଭାଗ ପାଇଁ ସ୍ୱତନ୍ତ୍ର ବିଷୟବସ୍ତୁ ଲେଖିପାରିବେ। ଆପଣ ପରୀରେ ରହିଥିବା ଅନ୍ୟ ଭାଷାର ସିନେମା ପାଇଁ ସବ୍‌ଟାଇଟେଲ୍ ଲେଖିପାରିବେ ସେସବୁ ଯେତେ ସମ୍ଭବ ଅଧିକ ଭାରତୀୟ ଭାଷାରେ ରଖିବା ଆମର ମୁଖ୍ୟ ଲକ୍ଷ୍ୟ। ଆପଣ ମଧ୍ୟ ଅନ୍ୟ ଲିଖିତ ବିଷୟବସ୍ତୁ ଭିନ୍ନ ଭିନ୍ନ ଭାଷାରେ ଅନୁବାଦ କରିପାରିବେ।


ଦୟାକରି ଏହି ପ୍ରୋଫାଇଲ୍ ଫର୍ମ ପୂରଣ କରି ଆମକୁ ଆପଣଙ୍କର ଦକ୍ଷତା ଓ ଆଗ୍ରହ ବିଷୟରେ ବୁଝିବାକୁ ଦିଅନ୍ତୁ।

Upload your articles, photos, document with content ideas through the Content Upload Form

ଫେସେସ୍ ବର୍ଗରେ ଯୋଗଦାନ ପାଇଁ ଫଟୋ ଏବଂ ବିବରଣୀ ଫେସେସ୍ ଫର୍ମ ମାଧ୍ୟମରେ ଅପଲୋଡ୍ କରନ୍ତୁ।

ଏକ ଚଳଚ୍ଚିତ୍ର ତିଆରି କରନ୍ତୁ

You can produce content for the archive by making films like the ones you already see on this website, so long as these are within PARI’s mandate and objectives. Get in touch with us to know what would be suitable for the archive. The basic principle: it’s got to be on the everyday lives of everyday people in rural India. Share your ideas about what topics/ areas you wish to make a film on. We can take it further from there. Know that you can record content for PARI on your cell phone camera. Please share your audio/video clip links through this  Content Upload Form.

ଗବେଷଣା

Find online content already on the archive and send us links to it. Or research a vital topic – for instance, the lives of agricultural labourers in rural India – and collaborate with us on building a fund of information, photographs and data on that subject. Besides, you can send us any studies or reports in electronic form which you know of and that are relevant to rural India. Have a look at PARI's 'Resources' section to know what’s already there and get a better idea of what we’re looking for. Do share any relevant reports you find through this Content Upload Form

ଅନୁବାଦ କରନ୍ତୁ

ଆମକୁ ଭାରତୀୟ ଭାଷାରେ ବିଷୟବସ୍ତୁ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ। ଦୟାକରି ଏହି ପ୍ରୋଫାଇଲ୍ ଫର୍ମ ପୂରଣ କରି ଆମକୁ ଆପଣଙ୍କର ଦକ୍ଷତା ଓ ଆଗ୍ରହ ବିଷୟରେ ବୁଝିବାକୁ ଦିଅନ୍ତୁ।

ଚେହେରା

ଆପଣଙ୍କ ପାଖରେ ଭାରତର ମୁଖ ଗଠନରେ ବିବିଧତାର ଏକମାତ୍ର ଓ ବୃହତମ ଡାଟାବେସ୍ ରେକର୍ଡିଂ ପାଇଁ ଯୋଗଦାନ ନିମନ୍ତେ ଫେସେସ୍ ବା ମୁହଁର ଚିତ୍ର ଅଛି କି?

ଫେସେସରେ ଯୋଗଦାନ କରନ୍ତୁ

ଅପଲୋଡ୍ କରିବାକୁ ପ୍ରସ୍ତୁତ କି?

ଆପଣଙ୍କ ବିଷୟବସ୍ତୁ ଅପଲୋଡ୍ ପାଇଁ ପ୍ରସ୍ତୁତ କି?ଯାହା ଆବଶ୍ୟକ ସୁନିଶ୍ଚିତ କରିବା ପାଇଁ ଆପଣ ପରୀ ବିଷୟବସ୍ତୁ ନିର୍ଦ୍ଦେଶନାମା ପଢ଼ିଛନ୍ତି କି।

ବିଷୟବସ୍ତୁ ଅପଲୋଡ୍ କରନ୍ତୁ

ଅନୁଦାନ ଦିଅନ୍ତୁ- ପରୀ ପ୍ରକଳ୍ପରେ ସହଯୋଗ କରନ୍ତୁ

ଆପଣ ବର୍ତ୍ତମାନ ଚାଲିଥିବା ପରୀ ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରି ସହଯୋଗ କରିପାରିବେ କିମ୍ବା ନିଜେ ଆପଣଙ୍କ ମତରେ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିବା ବିଷୟ ସମ୍ପର୍କରେ ନିଜ ରାଜ୍ୟ କିମ୍ବା ଜିଲ୍ଲାରୁ ଗ୍ରାମୀଣ ଭାରତର ବିଷୟ ଉପସ୍ଥାପନ କରିପାରିବେ।

ପରୀକୁ ଦାନ କରନ୍ତୁ