ପ୍ରାପ୍ତିସ୍ୱୀକାର

ଯେତେବେଳେ ପରୀ ଏକ ଅଭିନବ ଧାରଣା ହୋଇ ରହିଥିଲା, ପ୍ରଫେସର ଅନନ୍ୟା ମୁଖାର୍ଜୀ, ବର୍ତ୍ତମାନ ଟୋରୋଣ୍ଟୋ, ୟୋର୍କ ୟୁନିଭର୍ସିଟିର ଲିବେରାଲ ଆର୍ଟସ ଆଣ୍ଡ ପ୍ରଫେସନାଲ ଷ୍ଟଡିଜର ଡିନ୍ ଅଫ୍ ଫାକଲିଟି ଅଛନ୍ତି, ତାଙ୍କର ଚିନ୍ତାଧାରା, ବିଷୟ ଓ ସ୍ପଷ୍ଟତାର ମହତପୂର୍ଣ୍ଣ ଯୋଗଦାନ ରହିଛି। ପରୀରେ ରହିଥିବା ଦୃଢ଼ ଶିକ୍ଷା ସମ୍ପର୍କିତ ଅଂଶ ବହୁଳ ଭାବରେ ତାଙ୍କ ଦ୍ୱାରା ପ୍ରଭାବିତ ହୋଇଛି।


ଥଟ୍‌ୱାର୍କସ ଇଣ୍ଡିଆର ସ୍ୱେଚ୍ଛାସେବୀ ପ୍ରାଦ୍ୟୋଗିକ ଜ୍ଞାନ ଶେଷଜ୍ଞମାନଙ୍କର ସହଯୋଗ ଯୋଗୁଁ ପରୀ ପ୍ଲାଟଫର୍ମ ସମ୍ଭବ ହୋଇଛି। ସେମାନଙ୍କ ବ୍ୟତୀତ, କିଛି ସମ୍ଭବ ହୋଇନଥାନ୍ତା। ସମସ୍ତେ ଯଥାସାଧ୍ୟ ସହଯୋଗ କରିଥିଲେ କିନ୍ତୁ ମନୋଜ ମହାଲିଙ୍ଗମ୍ (ସେତେବେଳେ ଟିଡବ୍ଲ୍ୟୁ ଥିଲେ) ଏବଂ ସତୀଶ ବିଶ୍ୱନାଥନ୍ ଆମକୁ ଠିଆ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସିଦ୍ଧାର୍ଥ ଆଡେଲକର୍ ଆମର ସମସ୍ତ ପ୍ରୟାସର କେନ୍ଦ୍ର ଥିଲେ ଓ ରହିଛନ୍ତି।


ପରୀ ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କଲା, ଆମ ସହିତ ସାମିଲ ହେଲେ ଆଦିତ୍ୟ ଦୀପଙ୍କର ସେ ୱେବସାଇଟର ଡିଜାଇନ୍ ଓ ରୂପରେଖରେ ଚମତ୍କାର ରିବର୍ତ୍ତନ ଆଣିଲେ। ଆମ ସହିତ ମଧ୍ୟ ରହିଛନ୍ତି ତେଜସ୍ୱୀ ପୁତ୍ରୟା ଯେକି ଲଞ୍ଚ ପୂର୍ବରୁ ସମସ୍ତ ଟେକ୍ନିକାଲ୍ ବିଷୟର ଦାୟିତ୍ୱ ବହନ କରିଥିଲେ ଏବଂ ତାହା ପରେ ମଧ୍ୟ ଆମକୁ ସାହାଯ୍ୟ କରିଥିଲେ।


ଅନ୍ୟମାନେ ମଧ୍ୟ ବହୁଳ ଭାବରେ ଏବଂ ବିଭିନ୍ନ ଉପାୟରେ ଆମକୁ ସାହାଯ୍ୟ କରିଛନ୍ତି।:


ସଫ୍ଟୱେର ଡେଭଲପମେଣ୍ଟ ଟିମ୍: ଲଞ୍ଚ ପର୍ଯ୍ୟାୟ

ଅନିଲକୁମାର କୋଡି

ଅରୁଣା ସନମୁଗାକୁମାର

ଅରବିନ୍ଦ ରାମ ଏ.

ବାଲଚନ୍ଦର ସ୍ୱାମୀନାଥନ୍

ଦେବରାଜନ୍ ଏନ୍.

ଦିନେଶ କୁମାର

ଗୌରବ ମନୋହରଭ ଇଙ୍ଗଲକର

ଗୋପୀନାଥ ଜୟାବଲନ୍

ଗୌରୀ ଜୟଲକ୍ଷ୍ମୀ ଆର୍.

ଜୟକୁମାର ଚିନ୍ନାପାନ୍ (ଟେକ୍ ଲିଡ୍, ଫାଇନାଲ୍ ଲାପ୍)

ଜେୟାକର ଜେ.ଭେଜ୍

ମନୋଜ ଏସ୍. ମହାଲିଙ୍ଗମ୍ (ଟେକ୍ ଲିଡ)

ମୋହିତ୍ ଶଙ୍କରରାଓ ପୋଟେ

ମୁବାସର ନାଦିମ୍ ସିବଗାଥୁଲା


ପ୍ରଦୀପ୍ତ କୁଣ୍ଡୁ

ରାଜ କୁମାର

ରାମ ରାମାଲିଙ୍ଗମ୍

ରାମଲିଙ୍ଗମ୍ ସିଙ୍ଗାରବେଲ୍

ସତିଶ୍ ବିଶ୍ୱନାଥନ୍

ସେନ୍ଥିଲ୍ ଭି.ଏସ୍

ସୁଗନ୍ଥି କ୍ରିଷ୍ଣାବତି ଟି.

ତେଜସ୍ୱି ପୁଥ୍ରୟ

ବିବେକ ସିଂ

ଲଜିଷ୍ଟିକ୍ସ ଟିମ୍

ବାସ୍କର ଜି.

କାର୍ତିକ ଟି


ପୁର୍ଣ୍ଣିମା ଆର୍‌.ଏସ୍.

ରତ୍ନାକର ନାଥ

ସ୍ୱେଚ୍ଛା ଟେକ୍ନୋଲୋଜି ଟିମ୍

ଭୁବନ କ୍ରିଷ୍ଣା

କିରଣ ଚନ୍ଦ୍ରା

ପ୍ରବୀଣ ଚନ୍ଦ୍ରାସ୍

ଡିଜିଟାଲ ଆର୍କିଭିଷ୍ଟ

ଭେଙ୍କଟାରାମାନ ଏସ୍.

ସଫ୍ଟୱେର ଡେଭଲପମେଣ୍ଟ ଟିମ୍: ଡିଜାଇନ୍ ପର୍ଯ୍ୟାୟ

ଦୀପନ ରାଜକୁମାର ଆର୍‌

ଦୀପୀ ଆର (ଟେକ୍ ଲିଡ୍)

ଗାୟତ୍ରୀ ଏମ (ଟିମ୍ ଲିଡ୍)

ଜୟକୁମାର ଚିନ୍ନାପାନ୍ (ଟେକ୍ ଲିଡ୍)

ଲୋକେଶ ଶର୍ମା

ନିମେଶ ପୁଲିକାପରମବିଲ

ଓଲିଭିଆ ୱାରିଙ୍ଗ୍

ସଂକର ପରମେଶ୍ୱରନ

ସତିଶ୍ ବିଶ୍ୱନାଥନ୍

ଭେଙ୍କଟେଶ ମାଧନ୍

ବିଦ୍ୟାଲକ୍ଷ୍ମୀ ଏସ୍.

ବିନୋଥ କୁମାର ଆର

ଇନସେପସନ୍ ଟିମ୍

ଡାଭିଡ୍ ସିଆଙ୍ଗ ଫଙ୍ଗ୍ ଓଏଚ୍

କାର୍ତିକ କାନ୍ନନ

କୌଣ୍ଡିଲ୍ୟ ଗୋପରାଜୁ

ନିଖିଳେଶ୍ୱର ଗମେଧର

ରୁଚି ମହାଜନ

ଶଶାଙ୍କ ରାଘବେନ୍ଦ୍ର

ଡିଜାଇନ୍ ଟିମ୍

ଆଦିତ୍ୟ ଦୀପଙ୍କର (ଟିମ୍ ଲିଡ୍)

ଗୌରବ ଶର୍ମା

ସାମିର ବେଲାର

ଶିରାଜ ଇକ୍ୱିବାଲ୍

ସୁବାନି ସୁରି

ଲିଗାଲ୍ ଆଡଭାଇଜର୍ସ

ରିନା କମଥ

ରିଶାବ ବେଲେ


ଅନୁବାଦକବୃନ୍ଦ

କ୍ରେଜି ଫ୍ରଗ୍ ମିଡିଆ ଟିମ୍

ମୋହନ ଜି.ଏନ. (ଲିଡ୍)

ନରେନ ଏଚ୍ ଆର୍

ପ୍ରସାଦ ନାୟକ

ରାଜାରାମ୍ ତଲୁର

ସନ୍ଧ୍ୟାରାଣୀ ଏନ୍

ସନ୍ତୋଷ ତମ୍ପ୍ରାପାଣି

ସାମା ନନ୍ଦିବେତା

ଅନ୍ୟାନ୍ୟ ଅନୁବାଦକବୃନ୍ଦ

ଚନ୍ଦନ ଦେ

ଛାୟା ଦେଓ

ଚିନ୍ତା ଟି.କେ.

ଦେବସ୍ମିତା ଭୌମିକ

ହେମନ୍ତ ଶାହା

ଜ୍ୟୋତ୍ସ୍ନା ଭି.

କୌଶଲ କଲୁ

କବିତା ମୁରଲିଧରନ

ମେଧା କାଲେ

ନରେନ୍ ଏଚ୍‌.ଆର୍.

ନିଭା ରାଣୀ ରଏ

ପଲ୍ଲବୀ କୁଲକର୍ଣ୍ଣି

ପଲ୍ଲବୀ ମାଲସି

ପୁଷ୍ପା କନ୍ଦସ୍ୱାମୀ

କ୍ୱାମର ତାବ୍ରେଜ୍

ରଶ୍ମି ରେଖା ଦାସ

ରତ୍ନ ଭରାଲି ତାଲୁକଦାର

ଶରାବନାନ ପି.କେ.

ଶାଜି କେ.ଏ.

ଶିରିଶ ଖରେ

ସିଦ୍ଧାର୍ଥ ଚକ୍ରବର୍ତ୍ତୀ

ସିଦ୍ଧାର୍ଥ ସୁନ୍ଦରମ୍

ସ୍ମିତା ଖଟୋର୍

ସୁବ୍ରମଣିଅନ୍ ସୁନ୍ଦରରମଣ

ଉମା ମାହେଶ୍ୱରୀ

ଉଷା ତୁରାଗା -ରାଭେଲି

ବିଳାସିନି

ବିଷ୍ଣୁ ଭରତରାଜନ୍


କୋର୍ ଗ୍ରୁପ୍, ସପୋର୍ଟ, ଆଡମିନ୍

ଅଦିତି ଚନ୍ଦ୍ରଶେଖର

ଅମିତ୍ ଜୋସେଫ୍

ଅମୀୟ ପାଣି

ଅପର୍ଣ୍ଣା କାର୍ତ୍ତିକେୟନ୍

ଭାରତ ପାଟିଲ୍

ବିନି ଭାରୁଚା

ବିରାଜ ପଟ୍ଟନାୟକ

ଚିତ୍ରାଙ୍ଗଦା ଚୌଧୁରୀ

ଦୀପା ଭାଟିଆ

ଦିବ୍ୟା ଜୈନ୍

ଗୌରୀ ଆଦେଲକର

ହୁଟୋଖି ଡକ୍ଟର

ଜୟଦୀପ ହାର୍ଦିକର

ଜୟତି ଭୋରା

ଜ୍ୟୋତି ଶିନୋଲି

କବିତା କାର୍ନେରୋ

ଲୁବେନା କିତାବି

ମଧୁଶ୍ରୀ ମୁକର୍ଜୀ

ମାଥ୍ୟୁ ଚେରିଆନ୍

ମୌସୁମୀ ଭଟ୍ଟାଚାର୍ଯ୍ୟ

ନମିତା ୱାକର

ନବୀନ ରୟ ବେନାଡିକ୍ଟ

ଓଲିଭିଆ ୱାରିଙ୍ଗ୍

ଓଁକାର ମାଣ୍ଡେଲକର

ପ୍ରବୀଣ ଚନ୍ଦ୍ରାସ୍

ପୁରୁଷୋତ୍ତମ ଠାକୁର

ରେବତୀ ଆର୍‌.

ରିଶାବ ବେଲେ

ସାଇନାଥ ପି

ସଂଯୁକ୍ତା ଶାସ୍ତ୍ରୀ

ସତିଶ୍ ବିଶ୍ୱନାଥନ୍

ଶାଳିନି ସିଂ

ଶର୍ମିଲା ଯୋଶୀ

ଶ୍ରେୟା କାତ୍ୟାୟିନି

ସିଦ୍ଧାର୍ଥ ଆଡେଲକର

ସିଞ୍ଚିତା ମାଜି

ସ୍ୱେତା ଦାଗା

ସୁବୁହି ଜିୱାନୀ

ସୁଖଦା ତାଟକେ

ତେଜସ୍ୱି ପୁଥ୍ରୟ

ଉର୍ବଶୀ ସର୍କାର

ବିଦ୍ୟୁତ୍ କାଲେ

ବିଶାଖା ଜର୍ଜ

ଜାରା ଲତିଫ୍


ପି.ଆର୍ ଗାନ୍ଧୀ ଆଣ୍ଡ କୋ. ର ପି.ଆର୍ ଗାନ୍ଧୀ, କାର୍ତ୍ତିକ ସାହା, ଦୀପକ ସୋନି ଏବଂ ଇଶା ଥକ୍କରଙ୍କୁ ଏବଂ ଦିଲ୍ଲୀର ପ୍ରକାଶ ସାହାଙ୍କୁ ତାଙ୍କର ମୂଲ୍ୟବାନ ସହାୟତା ପାଇଁ ବିଶେଷ କୃତଜ୍ଞତା।


ଆମ୍ଭେ ମଧ୍ୟ ଅଭିଜିତ୍ ଦତ୍ତ, ଅନିଲ୍ ଚୌଧୁରୀ, ମରିୟମ୍ ରାମ୍, ରୋମି ମହାଜନ, ସୁଦର୍ଶନ ଲୋୟାଲକା, ସୁଧନ୍ୱା ଦେଶପାଣ୍ଡେ ଏବଂ ବିଜୟ ପ୍ରସାଦଙ୍କ ପରି ବ୍ୟକ୍ତିବିଶେଷଙ୍କର ଅସୀମ ଉତ୍ସାହ ଓ ସହଯୋଗ ପାଇଁ ଧନ୍ୟବାଦ ଦେଉଛୁ ଏବଂ ଆଗକୁ ମଧ୍ୟ ସେମାନଙ୍କର ସହଯୋଗ ଜାରି ରହିବ ବୋଲି କାମନା କରୁଛୁ।


ଆମ୍ଭେମାନେ ସ୍ୱେଚ୍ଛାସେବୀ, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଏବଂ ଅନ୍ୟ ଅନୁଦାନକାରୀ ବୃନ୍ଦ ଯେଉଁମାନେ ସେମାନଙ୍କର ବହୁ ମୂଲ୍ୟ ସମୟ ଓ ଶ୍ରମଦାନ ପୂର୍ବକ ଆମକୁ ସାହାଯ୍ୟ କରିବା ଜାରି ରଖିଛନ୍ତି, ସେମାନଙ୍କ ନିକଟରେ ଆମେ ଗଭୀର ଭାବରେ କୃତଜ୍ଞ।


ପି.ସାଇନାଥ

ପ୍ରତିଷ୍ଠାତା ସମ୍ପାଦକ, ପରୀ