ଲିଟରକୁ ୭,୦୦୦: ଗଧ ପାଳକମାନଙ୍କ ସ୍ୱପ୍ନକୁ ଦୁହାଁ ଚାଲିଛି?
ଯେତେବେଳେ ହଲାରୀଙ୍କ ଗଧର ଦୁଗ୍ଧ ଗୁଜୁରାଟରେ ଟ. ୭,୦୦୦ରେ ବିକ୍ରି ହେଲା, ଏହା ଏହି କ୍ଷୟିଷ୍ଣୁ ପ୍ରଜାତିର ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ଆଶା ବଢ଼ାଇଦେଲା ପରି ଏହି ପ୍ରଜାତିଗୁଡ଼ିକ ଏବଂ ଏହାର ପାଳକମାନଙ୍କର କଷ୍ଟକର ବାସ୍ତବତାକୁ ଅନ୍ୱେଷଣ କରିଛି
















