“ମୋ ପରିବାର ଏବେ କ’ଣ କରିବ?”

ଆଦିବାସୀ ଅଧ୍ୟୁଷିତ ବୋରନ୍ଦା ଗ୍ରାମରେ ବନୀତା ଭୋଏର ଏବଂ ତାଙ୍କ ପରିବାର ମହାରାଷ୍ଟ୍ରର ଇଟାଭାଟିରେ କାମ କରିଥାନ୍ତି। ଏବେ ଲକଡାଉନ କାରଣରୁ ସେମାନଙ୍କ ହାତରେ କାମ ନାହିଁ, ଖାଦ୍ୟ କିମ୍ବା ଟଙ୍କା ନାହିଁ-ଏବଂ ସେମାନେ ଧୀରେ ଧୀରେ ନିରାଶ ହୋଇପଡ଼ୁଛନ୍ତି।

ଜୁଲାଇ ୨୧, ୨୦୨୦ । ମମତା ପରେଡ଼

ତେଲେଙ୍ଗାନା ତାଲାବନ୍ଦ କାନ୍ଥରେ ଆଉ ଏକ ଇଟା

ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ କୁନି ତମାଳିଆ ଓ ଅନ୍ୟ ଇଟାଭାଟି ଶ୍ରମିକମାନେ ସେମାନଙ୍କ କଷ୍ଟସାଧ୍ୟ କାମ ତାଲାବନ୍ଦ ସମୟରେ ମଧ୍ୟ ଜାରି ରଖିଛନ୍ତି । ପିଲାମାନଙ୍କ ଯତ୍ନ ନେବା ସହିତ କୋଭିଡ୍‌ ନେଇ ମନରେ ଅନେକ ଭୟ ରହିଥିବାରୁ ସେମାନେ ଓଡିଶାକୁ ପଡିଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଚଢିବାକୁ ଆତୁରତା ସହିତ ଚାହିଁ ରହିଛନ୍ତି।

ଜୁନ୍ ୧୧, ୨୦୨୦ । ବର୍ଷା ଭାର୍ଗବୀ

ତାଲାବନ୍ଦ ଯୋଗୁଁ ଭାଟିରେ ବନ୍ଧା ପଡିଛି ଜୀବନ

ତେଲେଙ୍ଗାନାର ଇଟାଭାଟିରେ ଓଡିଶାର ହଜାର ହଜାର ପ୍ରବାସୀ ଶ୍ରମିକମାନେ ଅସୁବିଧାରେ କାଳାତିପାତ କରୁଛନ୍ତି- ତାଲାବନ୍ଦ କାରଣରୁ ଶୋଷଣ ପ୍ରବଣ ଏହି କାର୍ଯ୍ୟସ୍ଥଳିରେ ଅଧିକରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି – ସେମାନଙ୍କର ରାସନ୍‌ ସରିବାକୁ ଆସିଲାଣି ଓ ସେମାନେ ଘରକୁ ବାହୁଡିବା ପାଇଁ ବ୍ୟଗ୍ର ଅଛନ୍ତି

ଏପ୍ରିଲ ୨୭, ୨୦୨୦ । ବର୍ଷା ଭାର୍ଗବୀ

ବିରାମ ବିହୀନ ୧୦୪ କିଲୋମିଟରର ପଦଯାତ୍ରା

ଥାନେ ଓ ପାଲଘରର ଇଟାଭାଟି ଶ୍ରମିକମାନେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ କୃଷି ଶ୍ରମିକ, କୋଭିଡ୍‌- ୧୯ ତାଲାବନ୍ଦ ଯୋଗୁଁ ନିଜ ଘରକୁ ଫେରିବାକୁ ବାଧ୍ୟ ହେଉଥିବା ବେଳେ ମୌସୁମୀ ଆସିବା ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଉପାର୍ଜନର ଅନ୍ୟ କୌଣସି ପନ୍ଥା ପ୍ରାୟତଃ ନାହିଁ

ଏପ୍ରିଲ ୧୭, ୨୦୨୦ । ଜ୍ୟୋତି ଶିନୋଲି

ଖାଇବା ଶୋଇବା ପୂର୍ବରୁ ସେମାନଙ୍କୁ ଦୀର୍ଘ ପଥ ଅତିକ୍ରମ କରିବାକୁ ହେବ

କୋଭିଡ୍‌- ୧୯ ଯୋଗୁଁ ତାଲାବନ୍ଦ କାରଣରୁ ମହାରାଷ୍ଟ୍ରର ପାଳଘର ଜିଲ୍ଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ଆଦିବାସୀ ଶ୍ରମିକମାନଙ୍କ ପାଖରେ ଅଳ୍ପ ପଇସା ଓ କିଛି ଖାଦ୍ୟ ବାକି ଅଛି – ଓ ଏହାସହିତ ସେମାନେ ଗ୍ରାମକୁ ଯଥା ସମ୍ଭବ ଶୀଘ୍ର ଫେରିବା ପାଇଁ ଗ୍ରାମ ପକ୍ଷରୁ ଚରମବାଣୀ ଶୁଣାଯାଇଛି, ଯେଉଁଠାରେ ସେମାନଙ୍କ ପାଇଁ କେବଳ ଅନିଶ୍ଚିତତା ଅପେକ୍ଷା କରି ରହିଛି

ଏପ୍ରିଲ ୧, ୨୦୨୦ । ମମତା ପରେଡ

‘ଆମ କ୍ଷୁଧା ନିବାରଣ ପାଇଁ କିଛି କର’

ପାଳଘର ଜିଲ୍ଲାର ବୋତ୍ୟାଚି ୱାଡି ପଲ୍ଲୀରେ ବାସ କରୁଥିବା କତ୍‌କାରି ଆଦିବାସୀମାନଙ୍କ ପାଇଁ ଶିକ୍ଷା ଲାଭ କରିବା ଏବେ ମଧ୍ୟ ଏକ ଅପୂରଣୀୟ ସ୍ୱପ୍ନ ହୋଇ ରହିଛି, ଖାଦ୍ୟ ଅଭାବ ତଥା ଋଣ ବୋଝ ତଳେ ଦବି ରହିବା ହେଉଛି ଏମାନଙ୍କ ପାଇଁ ସବୁଦିନିଆ ବାସ୍ତବତା- ଓ ଏଥିପାଇଁ ସେମାନେ ବାଧ୍ୟ ହୋଇ ବାରମ୍ବାର ଇଟା ଭାଟିରେ କାମ କରିବା ପାଇଁ ପ୍ରବାସରେ ଯାଇଥାନ୍ତି

ନଭେମ୍ବର ୨୨, ୨୦୧୯ । ମମତା ପରେଡ

କୃଷିକ୍ଷେତ୍ରରୁ ଇଟାଭାଟି: ଖୁବ୍‌ ଦୀର୍ଘ ଯାତ୍ରା

ଓଡ଼ିଶାରୁ ଶ୍ରମିକମାନେ ପାଦରେ ଚାଲି ଚାଲି, ସଡ଼କ ପଥରେ ଏବଂ ଟ୍ରେନ୍ ଯୋଗେ ତେଲେଙ୍ଗାନାର ଇଟାଭାଟିଗୁଡ଼ିକୁ କାମ କରିବାକୁ ଆସନ୍ତି ଏବଂ ଅଗ୍ରୀମ ଟଙ୍କା ନିଅନ୍ତି

ମେ ୯, ୨୦୧୯ । ପୁରୁଷୋତ୍ତମ ଠାକୁର

କଟ୍‌କାରିମାନଙ୍କ ପିଠିରେ ଜଳୁଥିବା ତନ୍ଦୁର

ଜମି ନଥିବା ଏବଂ କାମର ଖୁବ୍‌ କମ୍‌ ବିକଳ୍ପ ଯୋଗୁ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର କଟ୍‌କାରୀ ଆଦିବାସୀମାନେ ପ୍ରତିବର୍ଷ ୭-୮ମାସ ପର୍ଯ୍ୟନ୍ତ କୋଇଲା ଭାଟିଗୁଡ଼ିକରେ କାମ କରିବାକୁ ଚାଲିଯାଆନ୍ତି। ସେଠାରେ ସେମାନେ କମ୍‌ ମଜୁରିରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଠିନ ପରିମଶ୍ରମ କରନ୍ତି। ଅନେକ ସମୟରେ ସେମାନଙ୍କୁ ପାଉଣା ମଧ୍ୟ ମିଳେନାହିଁ।

ଜାନୁୟାରୀ ୨୮, ୨୦୧୯ । କରିସ୍ମା ଭି.

କେବଳ ଅଧା ପେଟରେ ଶୋଇବାକୁ ଚେଷ୍ଟା

ଓଡିଶାର ଅନେକ ଶ୍ରମିକ ତେଲେଙ୍ଗାନାର ଇଟାଭାଟିକୁ ସ୍ଥାନାନ୍ତରିତ ହେଉଛନ୍ତି, ଯେଉଁଠାରେ କଣ୍ଟ୍ରାକ୍ଟର ଏବଂ ଭାଟି ମାଲିକମାନେ ହତାଶ ପ୍ରବାସୀମାନଙ୍କୁ ଶୋଷଣ କରନ୍ତି - ଏବଂ ମାସ ମାସ ଧରି କଠୋର ପରିଶ୍ରମ କରିବା ପରେ, ଶ୍ରମିକମାନେ ଋଣ ପରିଶୋଧ କରିପାରନ୍ତି ନାହିଁ

ନଭେମ୍ବର ୨, ୨୦୧୮ । ପୁରୁଷୋତ୍ତମ ଠାକୁର

‘ଆମେ ଏବେ ନିଃସଙ୍ଗ ...’

ଓଡିଶାର ବଲାଙ୍ଗୀର ଜିଲ୍ଲାର ବୃଦ୍ଧ ଧାରୁଆ ସାମୟିକ କୃଷକମାନେ ହାଇଦ୍ରାବାଦର ଏକ ଭାଟିରେ କାମ କରିବାକୁ ଯାଇଥିଲେ। କଠିନ ପରିଶ୍ରମ କରିବାକୁ ପଡିବାରୁ ସେମାନେ ଘରକୁ ଫେରିବାକୁ ଇଚ୍ଛାକଲେ, କିନ୍ତୁ ଭାଟି ମାଲିକ ସେମାନଙ୍କୁ ଛାଡିବାକୁ ମନା କଲେ

ସେପ୍ଟେମ୍ବର ୨୫, ୨୦୧୭ । ପୁରୁଷୋତ୍ତମ ଠାକୁର


ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE