ଭୋଟ ଦେବା ପାଇଁ ଠିକ୍, କିନ୍ତୁ ଆଧାର ପାଇଁ ନୁହେଁ

କୁଷ୍ଠରୋଗ ଯୋଗୁଁ ପାର୍ବତୀ ଦେବୀଙ୍କର ଆଙ୍ଗୁଳି ନଷ୍ଟ ହୋଇଯାଇଛି। ତେଣୁ ଲକ୍ଷ୍ନୌର ଏହି ସଫେଇ କର୍ମଚାରୀ ଏବଂ ସମ୍ଭବତଃ ତାଙ୍କ ଭଳି ହଜାର ହଜାର ସଂକ୍ରମିତ ଲୋକ ଆଧାର ପାଇପାରିନାହାନ୍ତି। ଏବଂ ଏହା ବିନା ସେମାନେ ନିଜର ଭିନ୍ନକ୍ଷମ ଭତ୍ତା ଓ ରାସନ  ପାଇପାରୁନାହାନ୍ତି।

ମାର୍ଚ୍ଚ ୩୦ , ୨୦୧୮। ପୂଜା ଅବସ୍ତି
Fake ration cards or faulty Aadhaar data?
and • Anantapur, Andhra Pradesh

ଜାଲ ରାସନ କାର୍ଡ ବା ଭୁଲ ଆଧାର ତଥ୍ୟ?

ମେଳ ଖାଉ ନ ଥିବା ସଂଖ୍ୟା, ଭୁଲ ସଂଖ୍ୟା, ଦେଖାଯାଉନଥିବା ନାମ, ଟିପଚିହ୍ନରେ ଭୁଲ, ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଆଧାର ଏବେ ବେଗରେ ଆଗେଇ ଚାଲିଛି। ଗ୍ରହିତାଙ୍କ ମଧ୍ୟରେ ଅଛନ୍ତି ବିପିଏଲ୍ କାର୍ଡଧାରୀମାନେ ଯେଉଁମାନେ ମାସ ମାସ ଧରି ସେମାନଙ୍କ ରାସନ ପାଇନାହାନ୍ତି।

୨୬ ଫେବ୍ରୁୟାରୀ, ୨୦୧୮। ରାହୁଲ୍ ଏମ୍.
Aadhaar robs Lakshmi of wealth
and • Visakhapatnam, Andhra Pradesh

ଆଧାର ଧନ ଲକ୍ଷ୍ମୀଙ୍କୁ ଚୋରାଇ ନେଇଛି

ନିଜ କଷ୍ଟ ଲବ୍ଧ ମଜୁରୀ ପାଇବାରୁ ବଞ୍ଚିତ ହେଉଥିବା, ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ମନରେଗା ଶ୍ରମିକମାନେ ଶିଖୁଛନ୍ତି ଯେ ଧନର ଲକ୍ଷ୍ମୀଙ୍କ ନାଁ ଥିଲେ ବି ଆଧାରର ଅନେକ କେଳେଙ୍କାରୀରୁ ବର୍ତ୍ତି ହେବ ନାହିଁ।

୧୪ ଫେବ୍ରୁୟାରୀ, ୨୦୧୮। ରାହୁଲ ମାଗାନ୍ତି

‘ଆମେ ଯାହା ପାଉଥିଲୁ ଆଧାର ସବୁକିଛି ନେଇଗଲା’

ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ଆଧାର କେନ୍ଦ୍ରକୁ ଯିବା ପାଇଁ ବହୁ ଖର୍ଚ୍ଚାନ୍ତ ହେବା, ନା ଭୁଲ ଥିବା ଏବଂ ଅନ୍ୟାନ୍ୟ କାରଣ ଫଳରେ ଚମ୍ପାୱତ ଜିଲ୍ଲାର ବହୁ ବିଧବା, ଭିନ୍ନକ୍ଷମ ଏବଂ ବୟସ୍କମାନେ ମାସ ମାସ ଧରି ସେମାନଙ୍କର ପେନସନ ପାଇନାହାନ୍ତି।

୨ ଫେବ୍ରୁୟାରୀ ୨୦୧୮। ଅର୍ପିତା ଚକ୍ରବର୍ତ୍ତୀ
When the man knows you, the machine doesn’t
and • Bengaluru Urban, Karnataka

ଯେତେବେଳେ ତୁମକୁ ଲୋକେ ଜାଣିଛନ୍ତି, କିନ୍ତୁ ମେସିନ୍ ଜାଣିନାହିଁ

ବୟସ୍କ, ବିସ୍ଥାପିତ, ଦିନ ମଜୁରିଆ, ଏମିତିକି ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାମାନେ ସେହିମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନଙ୍କର ଆଙ୍ଗୁଳି ଚିହ୍ନ ମେଳ ନ ଖାଇବା ଯୋଗୁଁ ମାସ ମାସ ଧରି ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବଂ ଆଧାର ସହ ସେମାନଙ୍କ ସଂଘର୍ଷରେ ସବୁବେଳେ ଆଧାର ହିଁ ଜିତିଛି।

୨୪ ଜାନୁୟାରୀ, ୨୦୧୮। ବିଶାଖା ଜର୍ଜ
Indu and Aadhaar – Act II, Scene 2
and • Anantapur, Andhra Pradesh

ଇନ୍ଦୁ ଏବଂ ଆଧାର  -  ନାଟକ ୨, ସିନ୍ ୨

ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ କେମିତି ଆଧାରରେ ଭୁଲ ଯୋଗୁଁ ଅନେକ ଯୁବ ଦଳିତ ଏବଂ ମୁସଲମାନ ସ୍କୁଲ ପିଲାଙ୍କ ଜୀବନ କିପରି ପ୍ରଭାବିତ ହୋଇଛି, ଏହା ଉପରେ ଆଧାରିତ ପରୀର କାହାଣୀ ଗୁଡିକୁ ପ୍ରାରମ୍ଭିକ ଭାବେ ସ୍ୱାଗତ କରାଯାଇଥିଲା।

୩୦ ଜାନୁୟାରୀ, ୨୦୧୮। ରାହୁଲ ଏମ୍.
What’s in a name? The agonies of Aadhaar
and • Anantapur, Andhra Pradesh

ନାଁରେ କଣ ଅଛି ? ଆଧାରର ଦୁଃଖ

“ମୋ ନାଁ ଇନ୍ଦୁ, କିନ୍ତୁ ମୋର ପ୍ରଥମ ଆଧାର କାର୍ଡରେ ଏହା ‘ହିନ୍ଦୁ’ ବୋଲି ଲେଖା ହେଲା। ତେଣୁ ମୁଁ (ସଂଶୋଧନ ଦାବି କରି) ଆଉ ଏକ ନୂଆ କାର୍ଡ ପାଇଁ ଆବେଦନ କଲି, କିନ୍ତୁ ସେମାନେ ପୁଣି ଥରେ ‘ହିନ୍ଦୁ’ ହିଁ ଲେଖିଲେ”। ଏହିପରି ଜଣେ ୧୦ ବର୍ଷର ଦଳିତ ଝିଅ ଜେ. ଇନ୍ଦୁ ଏବଂ ଆମଦାଗର ସରକାରୀ ପ୍ରାଥମିକ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଆଉ ୪ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ସେମାନଙ୍କର ଛାତ୍ରବୃତ୍ତି ପାଇବେ ନାହିଁ।

୧୬ ଜାନୁୟାରୀ, ୨୦୧୮। ରାହୁଲ ଏମ୍


ଆଧାର (ଆର୍ଥିକ ଏବଂ ଅନ୍ୟାନ୍ୟ ସବସିଡି, ସୁବିଧା ଏବଂ ସେବାର ଧାର୍ଯ୍ୟ ବିତରଣ) ଆଇନ, ୨୦୧୬

ଆଧାର ଆଇନରେ ଭାରତ ବାସୀଙ୍କୁ ସ୍ୱତନ୍ତ୍ର ପରିଚର ସଂଖ୍ୟା ପ୍ରଦାନ କରି, ସେମାନଙ୍କୁ ସବସିଡି, ସୁବିଧା ଏବଂ ସେବା ଆଦି ସ୍ୱଚ୍ଛ ଏବଂ ସଠିକ୍ ଭାବେ ପହଞ୍ଚାଇବା ବାବଦରେ କୁହାଯାଇଛି। ଏହି ଆଇନ ଅଧୀନରେ ପ୍ରତିଷ୍ଠା ହୋଇଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ), ଲୋକଙ୍କୁ ଆଧାର ନମ୍ବର ପାଇବା ପାଇଁ ପଞ୍ଜୀକୃତ କରାଇବାରେ ସାହାଯ୍ୟ କରିବା, ସେମାନଙ୍କ ପରିଚୟ ସମ୍ପର୍କିତ ସୂଚନାର ଯାଂଚ କରିବା, ଆଧାର ନମ୍ବର ଜାରି କରିବା ଏବଂ ସରକାରୀ ଏବଂ ଘରୋଇ ସଂସ୍ଥା ଦ୍ୱାରା ମଗାଯିବା ସ୍ଥଳେ ଲୋକଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ସଠିକ ବୋଲି ଦର୍ଶାଇବା, କାମ କରିବାକୁ ଦାୟିତ୍ୱ ନେଇଛି।

୨୬ ମାର୍ଚ୍ଚ, ୨୦୧୬। ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟ

ଅନୁବାଦ: ଓଡ଼ିଶାଲାଇଭ୍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE