ମା’ ଦୁର୍ଗାଙ୍କ ସେବାରେ ଢାକି
ଚଳିତବର୍ଷ ଅକ୍ଟୋବର ୧୧ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଥିବାରୁ ଅଗରତାଲାର ଢାକିମାନଙ୍କର ଡ୍ରମ୍ର ଶବ୍ଦ ଶୁଣାଯିବା ଆରମ୍ଭ ହେଲାଣି। ଅନ୍ୟ ସମୟରେ ଏହି ବାଦକମାନେ ସାଇକେଲ୍ ରିକ୍ସା ଚଳାନ୍ତି ବା ବୁଲା ବିକାଳି ଭାବେ କାମ କରନ୍ତି । ଏମାନେ ଚାଷ କାମ, ପାଣି ପାଇପ୍ କାମ ଏବଂ ଇଲେକ୍ଟ୍ରିସିଆନ୍ ଭାବେ ମଧ୍ୟ କାମ କରନ୍ତି
ଅକ୍ଟୋବର ୮, ୨୦୨୧ । ସନ୍ଦୀପ ରୟ
ପେରୁଭେମ୍ବା : ନିଜର ତାଳ ବଜାୟ ରଖିବା ଲାଗି କରୁଛି ସଂଘର୍ଷ
କୋଭିଡ-19 ଲକଡାଉନରେ ବିକ୍ରି ନହେବା, ଏବଂ ନିଜ ମୃଦଙ୍ଗ ଲାଗି କଞ୍ଚା ଚମଡ଼ା କିଣିବା ପାଇଁ ସମସ୍ୟା କାରଣରୁ କେରଳର ପେରୁଭେମ୍ବା ଗ୍ରାମର କଡ଼ଚୀ କୋଲ୍ଲନ ବାଦ୍ୟଯନ୍ତ୍ର ନିର୍ମାତାମାନଙ୍କୁ ସ୍ଥିର ଆୟ ମିଳିପାରୁନାହିଁ
ଜାନୁଆରୀ ୧୯, ୨୦୨୧ । କେ.ଏ. ଶାଜି
ଦୁର୍ଗାପୂଜାରେ ଚାହିଦା କମିଥିବା କିନ୍ତୁ ଅନାବଶ୍ୟକ ହୋଇନଥିବା ଢାକିମାନେ
ଗ୍ରାମୀଣ ବଙ୍ଗଳାର ପାରମ୍ପରିକ ବାଦକମାନଙ୍କ ପାଇଁ କୋଲକାତାରେ ଏହି ଋତୁ କଷ୍ଟର ସମୟ ହୋଇଛି
ଅକ୍ଟୋବର ୨୬, ୨୦୨୦ । ରୀତାୟନ ମୁଖାର୍ଜୀ
ତାମିଲନାଡ଼ୁରେ: ଲକଡାଉନରେ ପାରାଇ ବାଦନ, ଲାଇଭ!
ପାରାଇ କଳାକାର ମଣିମାରାନ ଓ ମାଗିଝିନୀ ସାମାଜିକ ଗଣମାଧ୍ୟମରେ ଜରିଆରେ ନିଜର କଳା ପ୍ରଦର୍ଶନ କରୁଛନ୍ତି ଏବଂ ଆଲୋଚନା ଓ ଭିଡ଼ିଓ ଜରିଆରେ କୋଭିଡ-19 ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି।
ଏପ୍ରିଲ ୪, ୨୦୨୦ । କବିତା ମୁରଲୀଧରନ
କାସରଗୋଡ଼ର ବାଉଁଶ ଢୋଲବାଦକ
କେରଳର ପରପ୍ପା ଗାଁରେ ମାଭିଲନ୍ ଆଦିବାସୀ ସଂପ୍ରଦାୟର ପୁରୁଷମାନେ ପର୍ବପର୍ବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ‘ଘାସ’ରେ ଢୋଲ ବଜାନ୍ତି ଏବଂ ବର୍ଷର ଅନ୍ୟ ସମୟରେ ଏହି ବାଦ୍ୟକାରମାନେ ପାଲଟି ଯାଆନ୍ତି ଦିନ ମଜୁରିଆ ।
ଏପ୍ରିଲ ୧୬, ୨୦୧୯ । ଗୋପିକା ଅଜୟନ
ଅଛୋଟିରେ ନାଚ ପାଇଁ ବାଜା
ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ଦଳିତ ସଂପ୍ରଦାୟର ବାଦ୍ୟକାରମାନେ ରାୟପୁରର ଏକ ଚୌଛକିରେ ଏକାଠି ହୁଅନ୍ତି ଏବଂ ସେମାନଙ୍କୁ ନେବା ପାଇଁ ଛତିଶଗଡ଼ର ଓବିସି ନୃତ୍ୟ ଦଳଙ୍କୁ ଅପେକ୍ଷା କରନ୍ତି
ଫେବୃଆରୀ ୧୩, ୨୦୧୯ । ପୁରୁଷୋତ୍ତମ ଠାକୁର
‘ପାହାଡ଼, ଜଙ୍ଗଲ ଏବଂ ଝରଣାଗୁଡ଼ିକ ଆମ ଦେବତା’
ଖଣି ମାଫିଆଙ୍କ ବିରୋଧରେ ଓଡ଼ିଶାର ନିୟମଗିରି ପାହାଡ଼ର ଆଦିବାସୀମାନେ ୨୦୧୩ରେ ଏକ ବିଜୟ ହାସଲ କରିଥିଲେ। କିନ୍ତୁ ସେମାନଙ୍କର ପୈତୃକ ଜମି ପ୍ରତି ବିପଦ ଜାରି ରହିଛି। ନିକଟରେ ଆୟୋଜିତ ନିୟମଗିରି ମହୋତ୍ସବରେ କବି ତଥା ସାମାଜିକ କର୍ମୀ ରାଜକିଶୋର ସୁନାନି ଏ ସଂପର୍କରେ ଗୀତ ଗାନ କରିଥିଲେ ।
ଏପ୍ରିଲ ୨୦, ୨୦୨୮ । ପୁରୁଷୋତ୍ତମ ଠାକୁର
ହେସରଘଟ୍ଟାରେ ଡୋଲୁ ନୃତ୍ୟ
ବେଙ୍ଗାଲୁରୁର ଉପନଗରୀୟ ଅଞ୍ଚଳରେ କିଛି କିଶୋରୀ ଏକ କନ୍ନଡ଼ ଡ୍ରମ ଓ ନୃତ୍ୟ କଳାରେ ଉତ୍କର୍ଷ ଲାଭ କରିଛନ୍ତି ଯାହାକୁକି ପୂର୍ବରୁ ହୃଷ୍ଟପୃଷ୍ଟ ଲୋକମାନଙ୍କର ଦକ୍ଷତା ଭାବେ ଗଣନା କରାଯାଉଥିଲା । ଏଠାରେ ଥିବା ଭିଡିଓରେ ଝିଅମାନଙ୍କର ସେହି ଦଳ ଅଦ୍ଭୁତ ଶକ୍ତି ଓ ତାଳର ସହ ପ୍ରଦର୍ଶନ କରୁଥିବାର ଦେଖନ୍ତୁ ।
ନଭେମ୍ବର ୧୪, ୨୦୧୭ । ବିଶାଖା ଜର୍ଜ
ଆମେ ଯାହା କରୁ, ମହିଳା, ଭିଡିଓଜୋନ୍
ଗାଁ ଲୋକଙ୍କ ସମାଲୋଚନା, ସ୍ୱାମୀମାନଙ୍କର ନିନ୍ଦା ଏବଂ ବହୁ ଶତାବ୍ଦୀ ଧରି ଚାଲିଆସୁଥିବା ଜାତିଗତ ପକ୍ଷପାତ ବିରୋଧରେ ଲଢେଇ କରି ବିହାରର ଧୀବ୍ରା ଗାଁର ୧୦ ଜଣ ଦଳିତ ମହିଳା ଏକ ବ୍ୟାଣ୍ଡ ଗଠନ କରିଛନ୍ତି । ଏବେ ସେମାନେ ଅନେକ ସ୍ଥାନକୁ ଗସ୍ତ କରିବା ସହ ସେମାନଙ୍କର ଧୂନ୍ରେ ଝୁମୁଛନ୍ତି ।
ଅଗଷ୍ଟ ୩, ୨୦୧୭ । ପୂଜା ଅୱସ୍ତି
ମୁନସିଆରି ରେ ମହିଳା ହୋଲିର ମେଲୋଡି
ଉତ୍ତରାଖଣ୍ଡର କୁମାଓନ ଅଂଚଳରେ ଅନେକ ଦିନ ଧରୁ ବିଭିନ୍ନ ପ୍ରକାରର ହୋଲି ଖେଳାଯାଇଥାଏ, ଏହି ଉତ୍ସବ ଗ୍ରାମରେ ଥିବା ମହିଳାମାନଙ୍କ ପାଇଁ ନୃତ୍ୟ କରିବା ଓ ପର୍ବତମାନଙ୍କ ମଧ୍ୟରେ ନିଜର ଗୀତକୁ ପ୍ରତିଧ୍ୱନିତ କରିବାର ସମୟ ଅଟେ। ମାର୍ଚ୍ଚ ମାସରେ PARI ର ଆନ୍ତର୍ଜାତୀୟ ମହିଳା ଦିବସ ସିରିଜ୍ ପାଇଁ ଏକ ଫଟୋ କାହାଣୀ।
ମାର୍ଚ୍ଚ ୧୭, ୨୦୧୭ । ଅର୍ପିତା ଚକ୍ରବର୍ତ୍ତୀ
ଚକଗୁଡିକ ଉପରେ ଢୋଲ
ଶ୍ରୀଲାଲ ସାହାଣି ଦିନରେ ଜଣେ ମାଛ-ବିକାଳୀ ଓ ରାତିରେ ଜଣେ ଅସାଧାରଣ ସଙ୍ଗୀତକାର ଅଟନ୍ତି - ପଶ୍ଚିମବଙ୍ଗର ଶାନ୍ତିନିକେତନରେ, ସେ ହାତ ଛାଡି ସାଇକେଲ ଚଲାଉଥିବା ସମୟରେ ପଛପଟେ ଢୋଲ ଓ ଗିନି ବଜାଉଥାନ୍ତି
ଡିସେମ୍ବର ୨୨, ୨୦୧୬ । ସିଞ୍ଚିତା ମାଜି
ଗୀତ ଗାଇ ଓ ବାଜା ବଜାଇ ସେମାନଙ୍କୁ ସ୍କୁଲକୁ ଆଣନ୍ତି
ଉତ୍ତର ପ୍ରଦେଶରର ମୱୈୟା ଉପରହର ଗ୍ରାମରେ ବାଳିକାମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ନେତୃତ୍ୱରେ କରାଯାଇଥିବା ଶୋଭାଯାତ୍ରା ମମତା ନିଶାଦଙ୍କୁ ଅଧିକ ପଢିବାକୁ ସୁଯୋଗ ଦେଇଥିଲା
ନଭେମ୍ବର ୧୧, ୨୦୧୬ । ସୌରଭ ଚନ୍ଦ୍ର
ଦୱାଣ୍ଡି
ସୋଲାପୁରର ଗ୍ରାମରେ ବାର୍ତ୍ତାବାହାକ ଢୋଲ ବଜାଇ ବାର୍ତ୍ତା ବିସ୍ତାର କରିଥାନ୍ତି
ସେପ୍ଟେମ୍ବର ୨୭, ୨୦୧୬ । ନମିତା ୱୈକର
ଢୋଲ, ବ୍ୟାଗ୍ପାଇପ୍ ଏବଂ ଛୋଲିୟା ନୃତ୍ୟ
ଗ୍ରାମୀଣ ଭାରତୀୟ ସଙ୍ଗୀତରେ ସ୍କଟଲ୍ୟାଣ୍ଡର ବ୍ୟାଗପାଇପର ସଂଯୋଜନ କରନ୍ତି ଉତ୍ତରାଖଣ୍ଡର ଛୋଲିୟା ନୃତ୍ୟଦଳ
ଏପ୍ରିଲ ୨, ୨୦୧୬ । ୟସଅଶ୍ୱିନି ରଘୁନନ୍ଦନ ଏବଂ ଏକତା ମିତ୍ତଲ
ଏକ ଭିନ୍ନ ପ୍ରକାରର ଢୋଲର ତାଳ
କାଟ୍ଟାଇକ୍କୁଟ୍ଟୁ ଗୁରୁକୁଲମରେ ଦୁଇ ଜଣ ଯୁବତୀ ମୃଦଙ୍ଗ ବଜାଉଛନ୍ତି
ନଭେମ୍ବର ୧୩,୨୦୧୫ । ନମିତା ୱୈକର
ପଙ୍ଗ୍
ମଣିପୁର ମେତାଇ ସମ୍ପ୍ରଦାୟର ଏହି ପାରମ୍ପାରିକ ଡ଼୍ରମ୍ ସେମାନଙ୍କ ସଂସ୍କୃତି ଏବଂ ଚମତ୍କାର ସଂଗୀତ ଓ ନୃତ୍ୟର କେନ୍ଦ୍ର ଅଟେ
ଡିସେମ୍ବର ୩୧,୨୦୧୫ । ଅନୁଭା ଭୋଁସଲେ ଏବଂ ସୁଞ୍ଜୁ ବଚସ୍ପତିମୟୁମ
କାଳୀ ନୃତ୍ୟ - ଥପଟ୍ଟମ୍
କାଳୀ ବୀରାପାଦ୍ରାନ୍ ଦେଖନ୍ତୁ - ବୋଧହୁଏ ଏକମାତ୍ର ପୁରୁଷ ନୃତ୍ୟଶିଳ୍ପୀ ଯିଏ ଶାସ୍ତ୍ରୀୟ ନୃତ୍ୟ ଧର୍ମ ଭାରତନାଟ୍ୟମ୍, ଏବଂ ତିନୋଟି ପ୍ରାଚୀନ ତାମିଲ୍ ଲୋକ ନୃତ୍ୟ ଫର୍ମ - ଏକ ସାନଦାର୍ ପ୍ରଦର୍ଶନରେ
ଜୁଲାଇ ୨୦, ୨୦୧୪ । ଅପର୍ଣ୍ଣା କାର୍ଥିକେୟନ
ଅନୁବାଦ: ଓଡ଼ିଶାଲାଇଭ୍