the-bihari-bamboo-basket-maker-or

Alipurduar, West Bengal

Apr 19, 2024

ବିହାରୀ ବାଉଁଶ ଝୁଡ଼ି କାରିଗର

ବାବନ ମହତୋ ଜଣେ ପ୍ରବୀଣ ଡୁଲି କାରିଗର। ଡୁଲି ହେଉଛି ବାଉଁଶରେ ତିଆରି ଏକ ଖୁବ୍‌ ବଡ଼ ଝୁଡ଼ି, ଯାହାକୁ ପଶ୍ଚିମ ବଙ୍ଗରେ ଧାନ ସାଇତି ରଖିବା ଲାଗି ବ୍ୟବହାର କରାଯାଏ। ତାଙ୍କ କାମ ସଂପର୍କରେ ବର୍ଣ୍ଣନା କରିବାକୁ ଯାଇ ସେ ‘ହାତ’ ମାପ ଏବଂ ଅନ୍ୟାନ୍ୟ ପାରମ୍ପରିକ ଓଜନ କଥା କହନ୍ତି। ସେ ତିଆରି କରନ୍ତି ଖୁବ୍ ଉଚ୍ଚ ଏବଂ ଓସାରିଆ ଝୁଡ଼ି, ଯେଉଁଥିରେ କି ଅମଳ କରାଯାଇଥିବା ଧାନ ସାଇତି ରଖାଯାଏ। ଶହେ ବର୍ଷରୁ ଅଧିକ କାଳ ହେଲା, ତାଙ୍କ ଭଳି ବିହାରର ଅନେକ କାରିଗର ବିଭିନ୍ନ ପଡ଼ୋଶୀ ରାଜ୍ୟକୁ ଯାଇ ସେଠାରେ ବାଉଁଶ ଝୁଡ଼ି ତିଆରି କରିଆସୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Shreya Kanoi

ଶ୍ରେୟା କାନୋଇ ଜଣେ ଡିଜାଇନ୍‌ ଗବେଷକ, ଯେ କି ବିଭିନ୍ନ କାରିଗରୀ ଓ ଜୀବିକାର ସନ୍ଧିସ୍ଥଳରେ କାର୍ଯ୍ୟରତ। ସେ ମଧ୍ୟ ୨୦୨୩ର ଜଣେ ‘ପରୀ-ଏମ୍‌ଏମ୍‌ଏଫ୍’ ଫେଲୋ।

Photographs

Gagan Narhe

ଗଗନ ନାର୍‌ହେ କମ୍ୟୁନିକେସନ ଡିଜାଇନ୍‌ର ଜଣେ ଅଧ୍ୟାପକ। ଜଣେ ଭିଜୁଆଲ ଜର୍ଣ୍ଣାଲିଷ୍ଟ ଭାବେ ସେ ବିବିସି-ଦକ୍ଷିଣ ଏସିଆ ପାଇଁ କାର୍ଯ୍ୟ କରିଛନ୍ତି।

Photographs

Shreya Kanoi

ଶ୍ରେୟା କାନୋଇ ଜଣେ ଡିଜାଇନ୍‌ ଗବେଷକ, ଯେ କି ବିଭିନ୍ନ କାରିଗରୀ ଓ ଜୀବିକାର ସନ୍ଧିସ୍ଥଳରେ କାର୍ଯ୍ୟରତ। ସେ ମଧ୍ୟ ୨୦୨୩ର ଜଣେ ‘ପରୀ-ଏମ୍‌ଏମ୍‌ଏଫ୍’ ଫେଲୋ।

Editor

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।