ସତେ-ଯେପରି-ସାରା-ଭାରତ-ବାହାରିଛି-ପଦଯାତ୍ରାରେ

Gondia, Maharashtra

Nov 24, 2021

‘ସତେ ଯେପରି ସାରା ଭାରତ ବାହାରିଛି ପଦଯାତ୍ରାରେ’

ଅତିଶୟ ପ୍ରତିକୂଳ ପରିସ୍ଥିତିରେ ଦୀର୍ଘ ଏକ ମାସ ଧରି ଚାଲି ଚାଲି ୮୦୦ କିଲୋମିଟର ଦୂରତା ଅତିକ୍ରମ କରି ଘରେ ପହଁଚିବା, ଏପ୍ରିଲ-ଜୁନ୍‍ ମାସର ତାଲାବନ୍ଦ ଅବଧି ସମୟରେ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାର ପ୍ରବାସୀ ଶ୍ରମିକମାନେ ସେମାନଙ୍କର ତେଲେଙ୍ଗାନାରୁ ମହାରାଷ୍ଟ୍ର ଚାଲିକରି ଯିବାର ଯାତ୍ରାକୁ ମନେ ପକାଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।