ବର୍ତ୍ତମାନ-ତରଭୁଜଗୁଡିକ-ପଚିବାକୁ-ଆରମ୍ଭ-ହେଲାଣି

Chengalpattu, Tamil Nadu

May 16, 2020

‘ବର୍ତ୍ତମାନ ତରଭୁଜଗୁଡିକ ପଚିବାକୁ ଆରମ୍ଭ ହେଲାଣି’

କୋଭିଡ୍‌-୧୯ କାରଣରୁ ଘୋଷଣା କରାଯାଇଥିବା ତାଲାବନ୍ଦ ଯୋଗୁଁ ତାମିଲନାଡୁର ଚେଙ୍ଗଲାପଟ୍ଟୁ ଜିଲ୍ଲାର ତରଭୁଜ ଚାଷୀମାନେ ସଙ୍କଟରେ ପଡିଛନ୍ତି । ଖୂବ୍‌ କମ୍‌ ସଂଖ୍ୟକ କ୍ରେତା ଓ ପରିବହନକାରୀ ଉପଲବ୍ଧ ହେଉଥିବାରୁ ସେମାନେ ବାଧ୍ୟ ହୋଇ ଫଳଗୁଡିକ ପଚିବା ପାଇଁ ଛାଡି ଦେଉଛନ୍ତି ବା ଏଥିପାଇଁ ଅତି ଅଳ୍ପ ମୂଲ୍ୟ ନେଉଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sibi Arasu

ସିବି ଆରଶୁ ହେଉଛନ୍ତି ବାଙ୍ଗାଲୋର୍‌ରେ ଜଣେ ସ୍ୱାଧୀନ ସାମ୍ୱାଦିକ । @sibi123

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।