ତୋସାମୈଦାନ-ବନ୍ଧୁକର-ଗର୍ଜ୍ଜନ-ଓ-କାଶ୍ମୀରବାସୀଙ୍କ-ଦୁର୍ଦ୍ଦଶା

Badgam, Jammu and Kashmir

Feb 19, 2019

ତୋସାମୈଦାନ, ବନ୍ଧୁକର ଗର୍ଜ୍ଜନ ଓ କାଶ୍ମୀରବାସୀଙ୍କ ଦୁର୍ଦ୍ଦଶା

ସେନାର ଫାୟାରିଂ ରେଞ୍ଜ ଯୋଗୁଁ ଅନେକ ସଂଖ୍ୟାରେ ଗ୍ରାମବାସୀଙ୍କ ପରଲୋକ ଏବଂ ବଡଗାମ୍ ସ୍ଥିତ ଆଲପାଇନ୍ ଘାସର ମୈଦାନରେ ପରିବେଶଜନିତ କ୍ଷତି ହେବା ପରେ ସ୍ଥାନୀୟ ଲୋକମାନେ ସେନାର ଲିଜ୍ ଯେପରି ୨୦୧୪ରେ ପୁନଃନବୀକରଣ ହୋଇନପାରିବ ସେଥିପାଇଁ ଲଢେଇ କଲେ । କିନ୍ତୁ ସମସ୍ୟା ତଥାପି ରହିଛି ।

Want to republish this article? Please write to [email protected] with a cc to [email protected]

Author

Freny Manecksha

ଫ୍ରେନି ମାନେକ୍ସା ମୁମ୍ବାଇର ଜଣେ ମୁକ୍ତବୃତ୍ତି ସାମ୍ବାଦିକା । ସେ ବିକାଶ ଓ ମାନବାଧିକାର ପ୍ରସଙ୍ଗରେ ଆଲେଖ୍ୟ ରଚନା କରିଥାନ୍ତି । ୨୦୧୭ରେ ତାଙ୍କର ଏକ ବହି “ବିହୋଲ୍‌ଡ ଆଇ ସାଇନ: ନ୍ୟାରେଟିଭ୍‌ସ ଅଫ୍ କାଶ୍ମୀରସ ୱିମେନ୍ ଆଣ୍ଡ ଚିଲଡ୍ରେନ୍’ ପ୍ରକାଶିତ ହୋଇଛି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।