ଛନ୍ଦ-ଆଉ-ତର୍କ-ସହିତ---ପ୍ରବାସୀଙ୍କ-ପାଇଁ-ରାପ୍‌-ଗୀତ

Kalahandi, Odisha

Sep 04, 2020

ଛନ୍ଦ ଆଉ ତର୍କ ସହିତ – ପ୍ରବାସୀଙ୍କ ପାଇଁ ରାପ୍‌ ଗୀତ

କଳାହାଣ୍ଡି ଜିଲ୍ଲାର ଦୁଲେଶ୍ଵର ତାଣ୍ଡି- ‘ରାପର ଦୁଲେ ରକର୍‌’- ଜଣେ ଟ୍ୟୁସନ ଶିକ୍ଷକ, ନିର୍ମାଣ ଶ୍ରମିକ ଏବଂ ସାମୟିକ ପ୍ରବାସୀ । ଲକ୍‌ଡାଉନ୍‌ ସମୟରେ ପ୍ରବାସୀମାନଙ୍କ ଦୁର୍ଦ୍ଦଶା ସଂପର୍କରେ ଏଇ ଗୀତ ମାଧ୍ୟମରେ ସେ ନିଜର ବ୍ୟଥାବ୍ୟକ୍ତ କରନ୍ତି

Want to republish this article? Please write to [email protected] with a cc to [email protected]

Author

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।