କଦଳୀରୁ-ଲାଭ-ଆଶାରେ-ଲକଡାଉନ୍‌ରେ-ବନ୍ଦୀ-ଆନ୍ଧ୍ରପ୍ରଦେଶ-ଚାଷୀ

Anantapur, Andhra Pradesh

Aug 06, 2020

କଦଳୀରୁ ଲାଭ ଆଶାରେ ଲକଡାଉନ୍‌ରେ ବନ୍ଦୀ ଆନ୍ଧ୍ରପ୍ରଦେଶ ଚାଷୀ

ଚଳିତ ବର୍ଷ ରବି ଋତୁରେ ଭଲ ଫସଲ ହୋଇଥିବାରୁ ଅନନ୍ତପୁର ଜିଲ୍ଲାର କଦଳୀ ଚାଷୀମାନେ ଭଲ ଆୟ କରିବାକୁ ଆଶା କରିଥିଲେ। ମାତ୍ର ଖରାପ ପାଗ ଏବଂ ଲକ୍‌ଡାଉନ୍ ସେମାନଙ୍କୁ ବ୍ୟାପକ କ୍ଷତି ପହଞ୍ଚାଇବା ସହିତ ଋଣବୋଝରେ ବୁଡ଼ାଇ ଦେଇଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

G. Ram Mohan

ଜି. ରାମ ମୋହନ ହେଉଛନ୍ତି ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଥିବା ଜଣେ ମୁକ୍ତ ବୃତ୍ତି ସାମ୍ବାଦିକ । ସେ ଶିକ୍ଷା କୃଷି ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।