ଏମିତି‌-‌ରାସନ୍‌‌-‌କାର୍ଡ‌-‌କଣ‌-‌ଦରକାର‌-‌‌

Pune, Maharashtra

Jun 25, 2020

ଏମିତି‌ ‌ରାସନ୍‌‌ ‌କାର୍ଡ‌ ‌କ’ଣ‌ ‌ଦରକାର‌ ‌?‌

ଯେତେବେଳେ‌ ‌କୋଭିଡ୍‌ ‌-19‌ ‌ଲକ୍‌ଡାଉନ୍‌ ‌କାରଣରୁ‌ ‌ସେମାନଙ୍କର‌ ‌ସ୍ୱଳ୍ପ‌ ‌ଆୟ‌ ‌ବନ୍ଦ‌ ‌ହୋଇଗଲା‌ ‌ଏବଂ‌ ‌ପିଡିଏସ୍‌‌ ‌ଆଉଟ୍‌ଲେଟରେ‌ ‌ସେମାନଙ୍କର‌ ‌ବିପିଏଲ୍‌ ‌ରାସନ୍‌ ‌କାର୍ଡ‌ ‌ପ୍ରତ୍ୟାଖ୍ୟାନ‌ ‌ହେଲା,‌ ‌ଏପ୍ରିଲ୍‌ ‌ପୁଣେରେ‌ ‌ଗୟାବାଈ‌ ‌ଚଭନ୍‌ ‌ଏବଂ‌ ‌ଅନ୍ୟମାନଙ୍କ‌ ‌ପାଇଁ‌ ‌ନିଷ୍ଠୁରତମ‌ ‌ମାସ‌ ‌ଥିଲା‌

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jitendra Maid

ଜିତେନ୍ଦ୍ର ମୈଦ ଜଣେ ମୁକ୍ତ ବୃତ୍ତିର ସାମ୍ବାଦିକ ଯିଏକି ମୌଖିକ ପରମ୍ପରା ଉପରେ ଅଧ୍ୟୟନ କରିଥାନ୍ତି। ସେ କିଛି ବର୍ଷ ପୂର୍ବେ ପୁଣେସ୍ଥିତ ସେଣ୍ଟର ଫର କୋଅପରେଟିଭ ରିସର୍ଚ୍ଚ ଇନ ସୋସିଆଲ ସାଇନ୍ସେସରେ ଗଏ ପୋଏଟିଭିନ ଓ ହେମା ରାଇରକରଙ୍କ ସହିତ ଜଣେ ରିସର୍ଚ୍ଚ କୋଅର୍ଡିନେଟର ଭାବେ କାର୍ଯ୍ୟ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।