ବେଳେ-ବେଳେ-ସ୍କୁଲ-ବୋଲି-ଗୋଟିଏ-ସ୍ଥାନ-ନ-ଥାଏ

Nashik, Maharashtra

Mar 05, 2019

ବେଳେ ବେଳେ ସ୍କୁଲ ବୋଲି ଗୋଟିଏ ସ୍ଥାନ ନ ଥାଏ

ମହାରାଷ୍ଟ୍ର ସରକାର ୬୫୪ ଜିଲ୍ଲା ପରିଷଦ ସ୍କୁଲକୁ ବନ୍ଦ କରି ଦେଇଛନ୍ତି । ଏହାଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ଦୂରରେ ଥିବା ସ୍କୁଲକୁ ଯାଉଛନ୍ତି । ସେମାନେ ଯେତିକି ଦରମା ଦେବାକୁ ସକ୍ଷମ ନୁହଁ ତାକୁ ପଇଠ କରୁଛନ୍ତି କିମ୍ବା କିଛି ପିଲା ସ୍କୁଲ ଛାଡ଼ି ଦେଇଛନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।