sleepless-in-kolhapur-or

Kolhapur, Maharashtra

Nov 25, 2025

କୋହ୍ଲାପୁରରେ ବିନିଦ୍ର ଜୀବନ

ମହାରାଷ୍ଟ୍ରରେ ବୃଦ୍ଧି ପାଉଥିବା ରାତିର ତାପମାନ ଯୋଗୁଁ ମହିଳାମାନେ ବିନିଦ୍ର ରହୁଛନ୍ତି, କ୍ଳାନ୍ତ ହେଇ ଯାଉଛନ୍ତି ଓ ବିରକ୍ତି ଅନୁଭବ କରୁଛନ୍ତି, ଏବଂ ସେମାନଙ୍କ ମାନସିକ ସ୍ଵାସ୍ଥ୍ୟ ଭାରାକ୍ରାନ୍ତ ହେଉଛି । ଦୈନନ୍ଦିନ ଜୀବନ, ଶ୍ରମ କର୍ମ ଓ ଘନିଷ୍ଠ ସମ୍ପର୍କକୁ ଏହା ପ୍ରଭାବିତ କରୁଛି

Photo Editor

Binaifer Bharucha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।