ଭୟ-ଓ-ଭଗବାନଙ୍କ-ପ୍ରତି-ବିଶ୍ୱାସ-ମଧ୍ୟରେ-ଶ୍ରୀନଗରର-ବର୍ଜ୍ୟବସ୍ତୁ-ସଂଗ୍ରହକାରୀଙ୍କ-ଜୀବିକା-ନିର୍ବାହ

Srinagar, Jammu and Kashmir

Oct 28, 2021

ଭୟ ଓ ଭଗବାନଙ୍କ ପ୍ରତି ବିଶ୍ୱାସ ମଧ୍ୟରେ ଶ୍ରୀନଗରର ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କ ଜୀବିକା ନିର୍ବାହ

ଶ୍ରୀନଗର ସହରରୁ ପ୍ରତ୍ୟେକ ଦିନ ପ୍ରାୟ ୫୦୦ ଟନ୍ ଆବର୍ଜନା ସୃଷ୍ଟି ହୋଇଥାଏ। ମହାନଗର ନିଗମ କର୍ମଚାରୀମାନଙ୍କ ବ୍ୟତୀତ, ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଏକ ଅସଂଗଠିତ ଶ୍ରମଶକ୍ତି, ଅନ୍ୟାନ୍ୟ ବିପଦ ସହିତ କୋଭିଡ-19 ସଂକ୍ରମଣ ଆଶଙ୍କାକୁ ମଧ୍ୟ ଅଣଦେଖା କରି ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାରେ ବହୁ ପରିମାଣରେ ଆବର୍ଜନା ସଂଗ୍ରହ କରୁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।