ସମ୍ପ୍ରତି ନିର୍ବାଚନ ପୂର୍ବରୁ ଆୟୋଜିତ ‘ସ୍ୱତନ୍ତ୍ର ସଘନ ସଂଶୋଧନରେ’ ବା ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ବହୁ ଆଦିବାସୀଙ୍କର ନାମ କାଟି ଦିଆଯାଇଛି, ଯାହାକି ତୀବ୍ର ଅସନ୍ତୋଷ ଓ ବିରକ୍ତି ଭାବର କାରଣ ହୋଇଛି । ପରବର୍ତ୍ତୀ ସମୟରେ କେତେକ ନାମ ଭୋଟର ତାଲିକାକୁ ଫେରିଥିଲା । କିନ୍ତୁ ସେଗୁଡ଼ିକ ପ୍ରଥମେ କାହିଁକି ହଟାଇ ଦିଆଯାଇଥିଲା?
Umesh Kumar Ray, Priti David, Binaifer Bharucha, OdishaLIVE
Jamui district, Bihar • Nov 28, 2025