୨୦୨୩ରେ ‘ପରୀ’ର ସର୍ବଶ୍ରେଷ୍ଠ
ସାଧାରଣ ଲୋକଙ୍କ ନିତିଦିନିଆ ଜୀବନ ଉପରେ ରିପୋର୍ଟ କରିବାରେ ଆମେ ନଅ ବର୍ଷ ପୂରଣ କରିଲୁ। ନଜର ଏହି ବର୍ଷ ଉପରେ



ସାଧାରଣ ଲୋକଙ୍କ ନିତିଦିନିଆ ଜୀବନ ଉପରେ ରିପୋର୍ଟ କରିବାରେ ଆମେ ନଅ ବର୍ଷ ପୂରଣ କରିଲୁ। ନଜର ଏହି ବର୍ଷ ଉପରେ
ଆସନ୍ତୁ ଜାଣିବା, ୨୦୨୩ ମସିହାରେ ସାମ୍ବାଦିକତାର ଏକ ଅଭିଲେଖାଗାରରେ ଗୀତ ଓ କବିତାକୁ କିଭଳି ଉପଯୋଗ କରାଯାଇଛି। ଯେତେବେଳେ ଅନେକ କିଛି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା, ସେତେବେଳେ ଆମ ଜଗତ ଓ ଜୀବନକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରିଥିଲା ସ୍ଥିତିସ୍ଥାପକତା ପରିଭାଷିତ କେତେକ ଛନ୍ଦର ଲାଳିତ୍ୟ
ବିଗତ ୧୨ ମାସ ଧରି ଲାଇବ୍ରେରୀରେ ଶତାଧିକ ରିପୋର୍ଟ ଓ ସର୍ବେକ୍ଷଣ, ହଜାର ହଜାର ଶବ୍ଦ ସଂଗୃହୀତ ହୋଇ ରହିଛି ଏବଂ ଏସବୁ ନ୍ୟାୟ ଓ ଅଧିକାର ପ୍ରସଙ୍ଗଗୁଡ଼ିକୁ ସମର୍ଥନ ଓ ପ୍ରମାଣିତ କରିଥା
ଐତିହ୍ୟ ପାଠାଗାରଠାରୁ ଆରମ୍ଭ କରି ଅକ୍ଷୟ ଶକ୍ତି, ଡୋକରା କଳାଠାରୁ ଆରମ୍ଭ କରି ଆଲଫୋନ୍ସୋ ଆମ୍ବ ଚାଷୀଙ୍କ ପର୍ଯ୍ୟନ୍ତ, ଆମେ ଆମ ଗ୍ୟାଲେରୀ ବିଭାଗରେ ବିଭିନ୍ନ ପ୍ରକାର ଚଳଚ୍ଚିତ୍ରକୁ ସାମିଲ କରିଛୁ । ଆରାମରେ ବସି ଦେଖନ୍ତୁ ଏକ ବିବିଧ ଦୁନିଆ
‘ପରୀ’ର ଲେଖାଗୁଡ଼ିକ ୧୪ଟି ଭାରତୀୟ ଭାଷାରେ - ପ୍ରାୟତଃ ଏକକାଳୀନ- ପ୍ରକାଶିତ ହୁଏ ଏବଂ ସାମ୍ବାଦିକତାର ଏକ ବହୁଭାଷୀ ମଞ୍ଚ ରୂପରେ ଏହି ୱେବସାଇଟର ଅନନ୍ୟ ଉପସ୍ଥିତିକୁ ଏହା ହିଁ ପ୍ରମାଣିତ କରେ । ହେଲେ ତାହା ସଂପୂର୍ଣ୍ଣ କାହାଣୀର କେବଳ କିଛି ଅଂଶ ମାତ୍ର... ଆଉ ଅଧିକ ଜାଣିବା ଲାଗି ‘ପରୀ’ଭାଷାରେ ପଢ଼ି ଚାଲନ୍ତୁ
ବର୍ଷସାରା ଅଗଣିତ କାହାଣୀ କହୁଥିବା ହଜାର ହଜାର ଛବି ପରୀରେ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ କିଛି ଏଠାରେ ଦିଆଗଲା ଯାହା ଆମକୁ ସିଧାସଳଖ ଗ୍ରାମୀଣ ଭାରତର ପ୍ରାଣକେନ୍ଦ୍ର ସହ ପରିଚିତ କରାଇଥାଏ
‘ଆମ ସମୟର ଏକ ଜୀବନ୍ତ ପାଠ୍ୟପୁସ୍ତକ’ – ସାରା ଦେଶର ଶ୍ରେଣୀଗୃହରେ ଏମିତି ଏକ ପରିଚୟ ବହନ କରେ ଅନେକ ଲେଖା ଓ ରିପୋର୍ଟକୁ ନେଇ ଗଠିତ ‘ପରୀ’ର ବିଶାଳ ଅଭିଲେଖାଗାର । ଏବଂ ଏଥିରେ ନିଜ ନିଜର ଅବଦାନକୁ ସ୍ଥାନ ଦେବା ଲାଗି ଛାତ୍ରଛାତ୍ରୀମାନେ ଚାହାଁନ୍ତି । ତେଣୁ ଗ୍ରାମୀଣ ସମସ୍ୟା ସଂପର୍କିତ ସାକ୍ଷାତକାର ନେଇ, ଫଟୋ ଉଠାଇ, ନଥି ପ୍ରସ୍ତୁତ କରି ସେମାନେ କାମରେ ଲାଗି ପଡ଼ନ୍ତି ଏବଂ ଆମ ଶିକ୍ଷାଲାଭ ପରବର୍ତ୍ତୀ ପ୍ରଶିକ୍ଷଣ ନେବା ପାଇଁ ଇଣ୍ଟର୍ନ ଭାବରେ ଆମ ସହିତ କାମ କରି ଆମ ସଂଗ୍ରହକୁ ସମୃଦ୍ଧ କରନ୍ତି
ସାମାଜିକ ଗଣମାଧ୍ୟମରେ ଆମର ବିଭିନ୍ନ ପୋଷ୍ଟ ବଳରେ ଆମ ଆଲେଖ୍ୟ ସମୂହର ସ୍ୱର ଶକ୍ତିଶାଳୀ ହେବା ସହିତ ଦୂରଦୂରାନ୍ତରେ ଏବଂ ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତିଙ୍କ ନିକଟରେ ପହଞ୍ଚିପାରିଛି
ବିଭିନ୍ନ ଆଦିବାସୀ ସଂପ୍ରଦାୟ, ପଶ୍ଚିମ ବଙ୍ଗ ବୀରଭୂମର ଚାଷୀ ଏବଂ କେରଳର ଆଲାପୁଝାର ନଡ଼ିଆ କତା ଶ୍ରମିକ, ଏ ବର୍ଷ ଆମେ ସାମିଲ କରିଥିବା ଅନେକଙ୍କ ମଧ୍ୟରୁ କେତେକ ଏମାନେ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/pari-in-2023-or