ପଞ୍ଜାବରେ-ମଣ୍ଡି-ହେଉଛି-ବଞ୍ଚିବାର-ସାହା-ଭରସା

Sangrur, Punjab

Oct 26, 2021

ପଞ୍ଜାବରେ ମଣ୍ଡି ହେଉଛି ବଞ୍ଚିବାର ସାହା ଭରସା

ପଞ୍ଜାବର କୃଷକମାନେ କୁହନ୍ତି ଯେ ରାଜ୍ୟର ସବୁ ଅଂଚଳରେ ସହଜରେ ଉପଲବ୍ଧ ଥିବା ମଣ୍ଡିଗୁଡ଼ିକ ସେମାନଙ୍କୁ ଏମଏସପି ଏବଂ ଅନ୍ୟାନ୍ୟ ନିର୍ଭରଯୋଗ୍ୟ ପ୍ରକ୍ରିୟା ସହିତ ସୁରକ୍ଷା ଯୋଗାଇଥାଏ - ଏବଂ ସେମାନେ ଆଶଙ୍କା କରୁଛନ୍ତି ଯେ ନୂତନ କୃଷି ଆଇନ୍‍ ଏହିସବୁ ସୁବିଧାଗୁଡ଼ିକୁ ଉପଲବ୍ଧ କରାଇପାରିବ ନାହିଁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Novita Singh

ନୋବିତା ସିଂ ପଞ୍ଜାବର ପଟିଆଲାରେ ରହୁଥିବା ଏକ ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତା ଅଟନ୍ତି। ସେ ଏକ ଡକ୍ୟୁମେଣ୍ଟାରୀ ପାଇଁ ଗତ ବର୍ଷ ଠାରୁ ଚାଲିଥିବା କୃଷକ ଆନ୍ଦୋଳନକୁ କଭର୍ କରିଆସୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।