ସ୍ଥାନାନ୍ତରିତ-ହେବାକୁ-ପ୍ରସ୍ତୁତ-ଟ୍ରାକ୍ଟର-ଏବଂ-ତିରଙ୍ଗା-ସହିତ

West Delhi, National Capital Territory of Delhi

Mar 16, 2021

ସ୍ଥାନାନ୍ତରିତ ହେବାକୁ ପ୍ରସ୍ତୁତ : ଟ୍ରାକ୍ଟର ଏବଂ ତିରଙ୍ଗା ସହିତ

ଦିଲ୍ଲୀ ଏବଂ ଏହାର ଆଖପାଖରେ ଥିବା କୃଷକମାନେ ବିଭିନ୍ନ ପ୍ରତିବାଦ ସ୍ଥଳଗୁଡିକରେ ଅଭୂତପୂର୍ବ ଗଣତନ୍ତ୍ର ଦିବସ ପ୍ରଦର୍ଶନ ଉପଲକ୍ଷେ ସେମାନଙ୍କ ଟ୍ରାକ୍ଟରଗୁଡିକୁ ପେଣ୍ଟ, ଗାରଲେଣ୍ଡ ଏବଂ ବେଲୁନ ସହିତ ପ୍ରସ୍ତୁତ କରିଛନ୍ତି।

Want to republish this article? Please write to [email protected] with a cc to [email protected]

Author

Shivangi Saxena

ଶିବାଙ୍ଗୀ ସାକ୍ସେନା ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ମହାରାଜା ଅଗ୍ରସେନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜରେ ସାମ୍ବାଦିକତା ଓ ଗଣଯୋଗାଯୋଗର ତୃତୀୟ ବର୍ଷର ଛାତ୍ରୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।